Latest Odisha News

BREAKING NEWS

ସ୍ବର୍ଗଦ୍ବାର ନିକଟରେ ଖୋଲିଲା ଶୁଦ୍ଧ ନିରାମିଷ କାଫଟେରିଆ

ପୁରୀ : ବଦଳିଛି ସ୍ୱର୍ଗଦ୍ୱାରର ଚିତ୍ର । ଆଗଭଳି ଆଉ ସଙ୍କୁଚିତ ହୋଇ ରହିନାହିଁ ପୁରୀ ସ୍ୱର୍ଗଦ୍ୱାର । ନିଜର ପ୍ରିୟଜନ ମାନଙ୍କ ଅନ୍ତିମ ସଂସ୍କାର କରିବା ପାଇଁ ସ୍ୱର୍ଗଦ୍ୱାର ଆସୁଥିବା ଶବକୁ ସମ୍ମାନ, ସ୍ୱେଚ୍ଛାସେବୀ ମୁତୟନ, ପାନୀୟ ଜଳ, କାଠ ବୋହିବା ପାଇଁ ଗାଡି, ସିସିଟିଭି ସହ ବିଶ୍ରାମ ଗୃହର…

ବିଜେପି ଛାଡିଲେ କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ

କୋରାପୁଟ : ବିଜେପି ଛାଡିଲେ ଜୟରାମ ପାଙ୍ଗୀ । ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ବିଜେପି ଦଳରୁ ଆଜି ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତାଫା ସମ୍ପର୍କରେ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି ଜୟରାମ ପାଙ୍ଗୀ । ଜୟରାମ ପାଙ୍ଗୀ କେଉଁ ଦଳରେ ସାମିଲ ହେବେ ସେନେଇ ଚର୍ଚ୍ଚା ଜୋର ଧରୁଥିବା ବେଳେ ଏନେଇ ସେ…

ସଂରକ୍ଷିତ ବର୍ଗର ପଦୋନ୍ନତିରେ ପ୍ରତିବନ୍ଧକ ଜଟିଳ ସମସ୍ୟା ସୃଷ୍ଟି କରିବ; ସୁପ୍ରିମ କୋର୍ଟରେ କେନ୍ଦ୍ରର ସତ୍ୟପାଠ

ନୂଆଦିଲ୍ଲୀ: ଅନୁସୂଚିତ ଜାତି ଓ ଜନଜାତି ମାନଙ୍କ ପଦୋନ୍ନତିରେ ପ୍ରତିବନ୍ଧକ ଲଗାଇବା କର୍ମଚାରୀଙ୍କୁ କ୍ଲାନ୍ତ କରିଦେବ ଆଉ ଗୁଡ଼େ ମାମଲାରେ ଛନ୍ଦି ପକାଇବ । ଶୁକ୍ରବାର କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଜଷ୍ଟିସ୍ ଏଲ୍ ନାଗେଶ୍ୱର ରାଓ ଏବଂ ବି.ଆର୍ ଗବାଇଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ଠାରେ ଏହି…

୩୨ ବର୍ଷ ପରେ ରାଜ୍ୟସଭାରେ ବିଜେପିର ଶତକ

ନୂଆଦିଲ୍ଲୀ: ୧୯୯୦ ପରେ ବିଜେପି ପ୍ରଥମ ଦଳ ଭାବେ ରାଜ୍ୟସଭାରେ ୧୦୦ ସିଟ ହାସଲ କରିଛି । ଗୁରୁବାର ବିଜେପି ଆସାମ, ତ୍ରିପୁରା ଓ ନାଗାଲାଣ୍ଡରେ ଗୋଟିଏ ଲେଖାଁଏ ସିଟରେ ବିଜୟ ହାସଲ କରିଥିଲା । ୩୨ ବର୍ଷ ପରେ ଦଳ ଏହି ସଫଳତା ହାସଲ କରିଛି । ନିକଟରେ ଆସାମର ୨, ହିମାଚଳପ୍ରଦେଶର ୧, କେରଳର ୩,…

ପ୍ରଥମ ଥର ରୁଷ ସୀମାରେ ପଶି ଆକ୍ରମଣ କଲା ୟୁକ୍ରେନ

କୀଭ: ୟୁକ୍ରେନ ଉପରେ ରୁଷର ଆକ୍ରମଣ ମହଙ୍ଗା ସାବ୍ୟସ୍ତ ହୋଇଛି । କଡା ଟକ୍କର ଦେଉଥିବା ୟୁକ୍ରେନ ପ୍ରଥମ ଥର ପାଇଁ ରୁଷ ସୀମାରେ ପଶି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ରୁଷର ପଶ୍ଚିମ ସହର ବେଲଗାରୋଡ ଗଭର୍ଣ୍ଣରଙ୍କ ମତରେ ଶୁକ୍ରବାର ୟୁକ୍ରେନର ୨ ହେଲିକପ୍ଟର ଏଠାରେ ଥିବା ଅୟଲ ଡିପ୍ପୋ ଉପରେ…

ଜାତୀୟ ସିନିୟର ଚାମ୍ପିୟନଶିପ ହକି: ଭୋପାଳ ଗସ୍ତରେ ଓଡିଶା ଟିମ

ଭୁବନେଶ୍ୱର: ଭୋପାଳରେ ୧୨ତମ ଜାତୀୟ ସିନିୟର ହକି ଚାମ୍ପିୟନଶିପ ଆୟୋଜିତ ହେବ । ଏଥିପାଇଁ ଆଜି ଭୋପାଳ ଗସ୍ତରେ ଯିବା ପାଇଁ ଓଡିଶା ହକି ଟିମ ସମସ୍ତ ପ୍ରସ୍ତୁତି ଶେଷ କରିଛି । ସୁଦୀପ ଚିରମାକୋ ଦଳର ନେତୃତ୍ୱ ନେବେ । ଭାରତୀୟ ହକି ଟିମର ପୂର୍ବତନ ଖେଳାଳି ଏଡଗାର ମାସ୍କେରହାନ୍ସ କୋଚ ଦାୟିତ୍ୱ…

ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରକୁ ମିଳିଲା ଓଡିଶାର ଉତ୍କଳ ବି-୧ ଓ ବି-୨ କୋଇଲା ବ୍ଲକ

ଭୁବନେଶ୍ବର: ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରକୁ ମିଳିଲା ଓଡିଶାର ଉତ୍କଳ ବି-୧ ଓ ବି-୨  କୋଇଲା ବ୍ଲକ ।  ସ୍ଵଦେଶୀ କୋଇଲା ବ୍ୟବହାର କରି ସ୍ଥାପନ କରିବ ବିଶ୍ଵର ସବୁଠୁ ବଡ ଏବଂ ସବୁଜ ଇସ୍ପାତ କାରଖାନା । ଗତକାଲି ଅନୁଷ୍ଠିତ କୋଇଲା ଖଣି ନିଲାମ ପ୍ରକ୍ରିୟାରେ ଶ୍ରୀ ନବୀନ ଜିନ୍ଦଲ ନେତୃତ୍ଵାଧୀନ…

ଭୁବନେଶ୍ୱର ଦୟାଲ ଆଶ୍ରମରେ ଡେମୋ ଦେଖାଇ କାନ୍ଦି ପକାଇଲେ ଶର୍ମିଷ୍ଠା

 ଭୁବନେଶ୍ୱର : ବହୁ ଚର୍ଚ୍ଚିତ ମାନସ ସ୍ୱାଇଁ ହତ୍ୟା ମାମଲା । ଆଜି  ଭୁବନେଶ୍ୱର ଦୟାଲ ଆଶ୍ରମରେ ପହଁଞ୍ଚି ଡେମୋ ଦେଖାଇଛି ଶର୍ମିଷ୍ଠା । ଆଶ୍ରମରେ ପହଁଞ୍ଚି କିଭଳି ଭାବେ ମାନସ ସ୍ୱାଇଁ କୁ ହତ୍ୟା କରିଥିଲା ତାର ସିନ୍ ରିକ୍ରିଏସନ କରିଛି ଶର୍ମିଷ୍ଠା । ଏହି ସମୟରେ ପୁର। କ୍ରାଇମବ୍ରାଞ୍ଚ ଟିମ୍…

କଟକ ଶିଶୁ ଭବନ ଆହାର କେନ୍ଦ୍ରରେ ଖାଦ୍ୟର ମାନ ଯାଞ୍ଚ କଲେ ସିଏମସି ମେୟର ସୁବାସ ସିଂ

କଟକ : ଖାଦ୍ୟର ମାନ ଯାଞ୍ଚ କଲେ କଟକ ମେୟର ସୁବାସ ସିଂ । କଟକ ଶିଶୁ ଭବନ ଆହାର କେନ୍ଦ୍ରରେ ଆହାର ଖାଦ୍ୟର ମାନ ଯାଞ୍ଚ କଲେ ସିଏମସି ମେୟର ସୁବାସ ସିଂ । ନିଜ ସେ ଆହର କେନ୍ଦ୍ରରେ ବସି ଖାଇଛନ୍ତି । ପୂର୍ବ ଭାରତର ସର୍ବ ବୃହତ ଶିଶୁ ଚିକିତ୍ସା ପ୍ରତିଷ୍ଠାନ ସର୍ଦାର ବଲ୍ଲଭ ଭାଇ ଶିଶୁ ଚିକିତ୍ସା…

ପୁରସ୍କୃତ ହେଲେ ୭ ଉଦୀୟମାନ ଟେନିସ ଖେଳାଳି

ଭୁବନେଶ୍ୱର: ଆଜି ରାଜ୍ୟ ସରକାର ଏବଂ ଓଡିଶା ହକି ପ୍ରମୋଶନ କାଉନ୍ସିଲ ପକ୍ଷରୁ ୭ ଉଦୀୟମାନ ଟେନିସ ଖେଳାଳିଙ୍କୁ ପୁରସ୍କୃତ କରାଯାଇଛି । ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ପଦ୍ମଶ୍ରୀ ଦିଲୀପ ତିର୍କୀଙ୍କ ଉପସ୍ଥିତିରେ କଳିଙ୍ଗ ଷ୍ଟାଡିୟମରେ ଖେଳାଳିମାନଙ୍କୁ ଅର୍ଥ ରାଶି ପ୍ରଦାନ…