ଧାରାବାହିକ ଉପନ୍ୟାସ : ଚୋରାବାଲି (୫୬)
ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୫୬
ହରିଶ୍ ଭାରି ମେଳାପି । କେଦାରକୁ କେମିତି ଉଦ୍ଧାର କରା ଯାଇଥିଲା, ତା ଜୀବନରେ କ'ଣ କ'ଣ ଘଟଣା ଘଟି ଯାଇଛି, ସବୁ ଗପିଛି । ତା' ପୁଅ କେଦାର ସହ ଖେଳି, ସାରା ଦିନ କେମିତି କଟିଗଲା ଆରାଧ୍ୟାକୁ ମାଲୁମ୍…