Latest Odisha News

BREAKING NEWS

କଟକ ଶିଶୁ ଭବନ ଆହାର କେନ୍ଦ୍ରରେ ଖାଦ୍ୟର ମାନ ଯାଞ୍ଚ କଲେ ସିଏମସି ମେୟର ସୁବାସ ସିଂ

କଟକ : ଖାଦ୍ୟର ମାନ ଯାଞ୍ଚ କଲେ କଟକ ମେୟର ସୁବାସ ସିଂ । କଟକ ଶିଶୁ ଭବନ ଆହାର କେନ୍ଦ୍ରରେ ଆହାର ଖାଦ୍ୟର ମାନ ଯାଞ୍ଚ କଲେ ସିଏମସି ମେୟର ସୁବାସ ସିଂ । ନିଜ ସେ ଆହର କେନ୍ଦ୍ରରେ ବସି ଖାଇଛନ୍ତି । ପୂର୍ବ ଭାରତର ସର୍ବ ବୃହତ ଶିଶୁ ଚିକିତ୍ସା ପ୍ରତିଷ୍ଠାନ ସର୍ଦାର ବଲ୍ଲଭ ଭାଇ ଶିଶୁ ଚିକିତ୍ସା…

ପୁରସ୍କୃତ ହେଲେ ୭ ଉଦୀୟମାନ ଟେନିସ ଖେଳାଳି

ଭୁବନେଶ୍ୱର: ଆଜି ରାଜ୍ୟ ସରକାର ଏବଂ ଓଡିଶା ହକି ପ୍ରମୋଶନ କାଉନ୍ସିଲ ପକ୍ଷରୁ ୭ ଉଦୀୟମାନ ଟେନିସ ଖେଳାଳିଙ୍କୁ ପୁରସ୍କୃତ କରାଯାଇଛି । ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ପଦ୍ମଶ୍ରୀ ଦିଲୀପ ତିର୍କୀଙ୍କ ଉପସ୍ଥିତିରେ କଳିଙ୍ଗ ଷ୍ଟାଡିୟମରେ ଖେଳାଳିମାନଙ୍କୁ ଅର୍ଥ ରାଶି ପ୍ରଦାନ…

ରାଜ୍ୟ ଖଣି ରାଜସ୍ୱକୁ JSWର ସର୍ବାଧିକ ଯୋଗଦାନ: କମ୍ପାନୀର ରାଜସ୍ୱ ମୋଟ ରେଭିନ୍ୟୁର ୫୨.୫% 

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆଦାୟ ହୋଇଥିବା ମୋଟ ଖଣି ରାଜସ୍ୱରେ JSW ପୁଣି ସର୍ବାଧିକ ଯୋଗଦାନକାରୀ  ହୋଇପାରିଛି। ଚଳିତ ଆର୍ଥିକ ବର୍ଷରେ JSW ଖଣି ରାଜସ୍ୱ ବାବଦକୁ ୧୮,୨୮୪ କୋଟି ଟଙ୍କା ଦେଇଛି । ୨୦୨୧-୨୨ ବର୍ଷରେ କେବଳ ବିଡ୍ ପ୍ରିମିୟମ ମାଧ୍ୟମରେ କମ୍ପାନୀ ୧୧,୬୮୬ କୋଟି ଟଙ୍କାର…

ପରୀକ୍ଷା ଜୀବନର ଅଂଶବିଶେଷ , ଚାପମୁକ୍ତ ହୋଇ ପରୀକ୍ଷା ଦିଅ: ମୋଦି

 ଦିଲ୍ଲୀ :ପରୀକ୍ଷା ପେ ଚର୍ଚ୍ଚାରେ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରିଛନ୍ତି ।  ଏହି କାର୍ଯ୍ୟକ୍ରମ ଆଜି ସକାଳ ୧୧ଟାରେ ଦିଲ୍ଲୀ ତାଲକୋଟ୍ରା ଷ୍ଟାଡିୟମରେ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ରାଜ୍ୟରୁ ସ୍କୁଲ ଛାତ୍ରଛାତ୍ରୀ…

[ଦେଖନ୍ତୁ ଭିଡିଓ] ଜାଳିଦେଲେ ପ୍ରତିମୂର୍ତ୍ତି, ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କୁ ଏ କି ସମ୍ମାନ ?

ଭୁବନେଶ୍ୱର: ଜୟନ୍ତୀ ପୂର୍ବରୁ ଜଳିଲା ସମ୍ବିଧାନ ପ୍ରଣେତା ଡ.ଭୀମରାଓ ରାମଜୀ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି । ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଭିଡିଓ । ଉପସ୍ଥିତ ଥିଲା ପୋଲିସ, ତଥାପି ଖୁଲମଖୁଲା ବୁଲୁଛନ୍ତି ଅଭିଯୁକ୍ତ । ଆଜି ତେଲେଙ୍ଗାନାର ଜୋଗୁଲମ୍ବା ଗଡୱାଲ୍ ଜିଲ୍ଲାରୁ ସାମ୍ନାକୁ…

ରଣପୁରରେ ଦୁଷ୍କର୍ମ ପୀଡିତା ନାବାଳିକାଙ୍କୁ ଗଛରେ ବାନ୍ଧି ମାଡ ଅଭିଯୋଗ, ୭ ଗିରଫ

ନୟାଗଡ : ନାବାଳିକାଙ୍କୁ ଦୁଷ୍କର୍ମ କଲେ ପରେ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ । ନାବାଳିକା ଜଣକ ଥାନାକୁ ଯିବାରୁ ଅଭିଯୁକ୍ତଙ୍କ ପରିବାର ନାବାଳିକାକାଙ୍କୁ ଖୁଣ୍ଟରେ ବାନ୍ଧି ପ୍ରବଳ ମାଡ ମାରିଛନ୍ତି ।ନୟାଗଡ ଜିଲ୍ଲା ରଣପୁର ଥାନା ହିଞ୍ଜିଳି ଗାଁରୁ ଏପରି ସାଙ୍ଘାତିକ ଅଭିଯୋଗ ଆସିିଛି ।…

[ଦେଖନ୍ତୁ ଭିଡିଓ] ପୁଲିସ୍ ପ୍ରତିଷ୍ଠା ଦିବସ ଅବସରରେ ପୁଲିସ କର୍ମଚାରୀ ସମ୍ବର୍ଦ୍ଧିତ

କଟକ  : ବିଭିନ୍ନ ସ୍ଥାନରେ ପାଳିତ ହୋଇଛି ପୁଲିସ ପ୍ରତିଷ୍ଠା ଦିବସ । ଅନ୍ୟ ସ୍ଥାନ ଭଳି କଟକ ଓଏମପି ସ୍ଥିତ ଷଷ୍ଠ ବାଟାଲିୟନ ଖେଳପଡିଆ ଠାରେ ଏହି ଦିବସକୁ ଧୂମଧାମରେ ପାଳନ କରାଯାଇଛି । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନିଲ କୁମାର ବଂଶଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୋଲିସ ପ୍ରତିଷ୍ଠା…

ସୁରଟରେ ବ୍ୟବସାୟୀ ପ୍ରସ୍ତୁତ କଲେ ‘ଦ କାଶ୍ମୀର ଫାଇଲ୍ସ ଶାଢୀ’

ସୁରଟ : ବଲିଉଡ୍ ଫିଲ୍ମ 'ଦ କଶ୍ମୀର ଫାଇଲ୍ସ'କୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା । ବିବେକ ଅଗ୍ନୀହୋତ୍ରୀଙ୍କ ଫିଲ୍ମ ରିଲିଜ ହେବାର ୩ ସପ୍ତାହ ବିତିଗଲାଣି  ତଥାପି ମୁଭିରେ କ୍ରେଜ ଯାଉନି ।ଏହି ଫିଲ୍ମକୁ ସବୁ ବର୍ଗର ଲୋକ ପସନ୍ଦ କରୁଛନ୍ତି । ହେଲେ ଏବେ ଚର୍ଚ୍ଚାରେ 'ଦ କାଶ୍ମୀର ଫାଇଲ୍ସ ପ୍ରିଣ୍ଟ…

ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଶୁଣାଣି; କେଜ୍ରିୱାଲଙ୍କ ଉପରେ ଆକ୍ରମଣକୁ ପୋଲିସ ଗୁରୁତର ସହ ନେଉଛି ତ !

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସ ଭବନ ଉପରେ ଆକ୍ରମଣ ମାମଲା । ଏହି ଘଟଣାକୁ ନେଇ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ଗୁରୁତ୍ୱୂପୂର୍ଣ୍ଣ୍ ଶୁଣାଣି କରିଛନ୍ତି । ଆପ୍ ବିଧାୟକ ସୌରଭ ଭରଦ୍ୱାଜଙ୍କ ଦ୍ୱାରା ଦାଖଲ ପିଟିସନର ଶୁଣାଣି କରି କୋର୍ଟ ଦିଲ୍ଲୀ ପୋଲିସକୁ…

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ,ଆଉ ୬ ମାସ ପାଇଁ ହିତାଧିକାରୀଙ୍କୁ ମିଳିବ ମାଗଣା ଚାଉଳ

ଭୁବନେଶ୍ୱର : ଓଡ଼ିଶା ଦିବସରେ  ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ଏଣିକି ହିତାଧିକାରୀଙ୍କୁ  ଆଉ ୬ ମାସ ମିଳିବ ମାଗଣା ଚାଉଳ । ହିତାଧିକାରୀମାନେ ଏପ୍ରିଲ ମାସରୁ ସେପ୍ଟେମ୍ବର ମାସ ଯାଏ  ମାଗଣା ଚାଉଳ ପାଇବେ । ପ୍ରତି ପରିବାରକୁ ମାସକୁ ମୁଣ୍ଡ ପିଛା ୫ କେଜି ମାଗଣା ଚାଉଳ ମିଳିବ । ଏଥିରେ…