Latest Odisha News

BREAKING NEWS

ଭୋଗମଣ୍ଡପର କାରୁକାର୍ଯ୍ୟ (୧)

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ” ଶ୍ରୀଜଗନ୍ନାଥ ମନ୍ଦିରରେ ନାଟ୍ୟ ମନ୍ଦିରର ସଂଲଗ୍ନ ହୋଇ ପୂର୍ବ ଦିଗକୁ ରହିଛି ପଞ୍ଚରଥ ଶୈଳୀରେ ଗଠିତ ପିଢ଼ ବା ପିରାମିଡ଼ ଶିଖର ଶୋଭିତ ଭୋଗମଣ୍ଡପ । ଏହାର ପଶ୍ଚିମ ପାଶ୍ୱର୍ ନାଟ୍ୟମଣ୍ଡପ ସହିତ ସଂଯୁକ୍ତ ରହିବା ସହିତ…

ଭାଷା ଭାଗବତ : ସର୍ବଜ୍ଞାନାଧାର ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୧୭ ସ୍ବଭାଷା ସର୍ବଜ୍ଞାନାଧାର ହେଲେ ହେଁ, ତହିଁର ବିଚାର କେବଳ ଭାଷାଜ୍ଞାନ ଯୁକ୍ତ ହେବାଟା ନୁହେ ଅବିହିତ ଭୂଗୋଳ, ନୃତତ୍ତ୍ୱ, ସଂସ୍କୃତି ସହିତ ଭାଷାର ସଂପୃକ୍ତି ଥିଲେ ବି, ସବୁ ସହ ଖଂଜି ଭାଷାତତ୍ତ୍ୱ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୭୪  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅନନ୍ତ ଓ ଅଚିନ୍ତ୍ୟ ସ୍ୱରୂପକୁ ବର୍ଣ୍ଣନା କରିବା ସତରେ ଖୁବ କଷ୍ଟକର । ତତ୍ତ୍ୱତଃ ଆମେ ତାଙ୍କୁ ଅନାଦି, ଅସୀମ ଓ ଅବ୍ୟକ୍ତ ବୋଲି ବିବେଚନା କରୁ । ପରମ…

କବିତା : ଶ୍ରୀପଞ୍ଚମୀ

ବାସନ୍ତୀ ଲତା ଜେନା ମାତା ସରସ୍ବତୀ ଶୁକ୍ଲାମ୍ବର ଦେବୀ ଜ୍ଞାନ ବୁଦ୍ଧି ବିବେକର ସୃଷ୍ଟି କର୍ତ୍ତା ବ୍ରହ୍ମା ମାନସ କନ୍ୟା ଗୋ ଅଜ୍ଞାନତା ଦୂର କର । ବିଦ୍ୟାଦାତ୍ରୀ ମାତା ରତ୍ନ ବିଭୁଷିତା ପଦ୍ମାସନା ଗୋ ଜନନୀ ମୁକୁତାର ହାର ବୀଣାର ଝଙ୍କାର ବାଣୀ ପୁସ୍ତକ ଧାରିଣୀ । ବାକଦେବୀ…

ସାତ ବର୍ଷ ପରେ ଫୁସ୍‌ଫୁସ୍‌ରୁ ବାହାରିଲା ଲବଙ୍ଗ

ଭୁବନେଶ୍ୱର: ପ୍ରାୟ ସାତ ବର୍ଷ ପୂର୍ବରୁ ଜଣେ ମହିଳା କଥାବାର୍ତ୍ତା ହେଉଥିବା ସମୟରେ ପାଟିରେ ପକାଇଥିଲେ ସାମାନ୍‌ୟ ଗୋଟିଏ ଲବଙ୍ଗ । ହଠାତ୍ କୌଣସି କଥାକୁ ନେଇ ସେ ଜୋରରେ ହସି ପକାଇଥିଲେ । ସେହି ସମୟରେ ତାଙ୍କୁ ହାଲକା କାଶ ହେବା ସହ ଲବଙ୍ଗ ତାଙ୍କ ବାୟୁ ନଳୀରେ ପ୍ରବେଶ କରିଥିଲା । ପ୍ରାୟ…

ରାସ୍ତା ଉପରେ ନବଜାତକ ମୃତଦେହ, ଝୁଣି ଖାଇଲା ବୁଲା କୁକୁର

ବାଲେଶ୍ୱର: ରାସ୍ତା ଉପରେ ପଡ଼ି ରହିଛି ନବଜାତ ଶିଶୁଙ୍କ ମୃତଦେହ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ସମ୍ମୁଖର। ଯେଉଁଠି ଆଜି ସକାଳେ ଏଭଳି କିଛି ବିଚଳିତ କଲା ଭଳି ଘଟଣା ଘଟିଛି। ବର୍ଷା ହେବା ଯୋଗୁଁ ରାସ୍ତା ଉପରକୁ ଭାସି ଆସିଛି ନବଜାତଙ୍କ ମୃତଦେହ । ଆଉ ବୁଲା…

ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିବାରୁ ବାସନ୍ଦ ହେଲେ ପାକିସ୍ତାନର ସ୍ୱର୍ଣ୍ଣ ପଦକ ବିଜେତା ଅଲିମ୍ପିଆନ

ଲାହୋର: ପାକିସ୍ତାନ ହକି ଫେଡେରେଶନ ପୂର୍ବତନ ଅଲିମ୍ପିଆନ ରଶିଦ ଉଲ ହାସନଙ୍କୁ ୧୦ ବର୍ଷ ପାଇଁ ବାସନ୍ଦ କରିଛି । ୧୯୮୪ ଲସ ଆଞ୍ଜେଲ୍ସ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ପାକିସ୍ତାନ ଟିମର ସେ ସଦସ୍ୟ ଥିଲେ । କିଛି ଦିନ ତଳେ ପାକିସ୍ତାନ ହକିର ପତନ ପାଇଁ ସେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ…

ସମ୍ ଅଲ୍ଟିମେଟ୍ ମଡିକେୟାରରେ ବିଶ୍ବ କର୍କଟ ଦିବସ ପାଳିତ

ଭୁବନେଶ୍ବର : ସମ୍ ଅଲ୍ଟିମେଟ୍ ମେଡିକେୟାରରେ ପାଳିତ ହୋଇଛି ବିଶ୍ବ କର୍କଟ ଦିବସ । ଏହି ଦିବସକୁ କେକ୍ କାଟି ସ୍ବତନ୍ତ୍ର ଭାବେ ପାଳନ କରାଯାଇଛି । କାର୍ଯ୍ୟକ୍ରମରେ ସମ୍ ଅଲ୍ଟିମେଟ୍ ମେଡିକେୟାରର ସିଇଓ ଡକ୍ଟର ଶ୍ବେତପଦ୍ମା ଦାଶ, ଚିଫ୍ ଅଫ୍ ମେଡିକାଲ ସର୍ଭିସେସ୍ ବ୍ରିଗେଡିୟର ଡାକ୍ତର ବିରାଜ…

[ଭିଡ଼ିଓ] ଆସନ୍ତା ଜୁନରେ ବାରବାଟୀରେ T-20 ମ୍ୟାଚ୍‌

କଟକ: ଆସନ୍ତା ଜୁନରେ ବାରବାଟୀରେ ଖେଳାଯିବ ଟି-ଟ୍ୱେଣ୍ଟି ମ୍ୟାଚ। ବାରବାଟୀରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଟିମ୍ ଇଣ୍ଡିଆ। ଟି-ଟ୍ବେଣ୍ଟି ମ୍ୟାଚ୍‌ ନେଇ OCA ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି । ଏନେଇ BCCI ସଭାପତି ସୌରଭ ଗାଙ୍ଗୁଲୀଙ୍କ ସହ ଆଲୋଚନା ମଧ୍ୟ ହୋଇଛି । ଫେବ୍ରୁଆରୀ ୧୫ରେ…

ଓବିସିଙ୍କୁ ପ୍ରତାରଣା କରିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଭିଯୋଗ ଆଣିଲା କଂଗ୍ରେସ

ଭୁବନେଶ୍ୱର : ଓବିସିଙ୍କୁ ପ୍ରତାରଣା କରିଛନ୍ତି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ।ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଅପାରଗତା ଇଚ୍ଛା ଶକ୍ତିର ଅଭାବ ଓବିସି ମାନଙ୍କ ପ୍ରତି ହୋଇଥିବା ଚଞ୍ଚକତା ପାଇଁ ରାଜ୍ୟରେ  ଓବିସି ତାଙ୍କର ସାମ୍ବିଧାନିକ ପ୍ରଦତ୍ତ ଅଧିକାର ହରାଇଛନ୍ତି ବୋଲି କଂଗ୍ରେସ ସିଧା…