Latest Odisha News

BREAKING NEWS

ବଡ଼ଭାଇକୁ ହାଣିଲା ସାନଭାଇ: ହତ୍ୟାପରେ ଫେସବୁକରେ ପୋଷ୍ଟ

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ନିଜ ଭାଇକୁ ହାଣି ହତ୍ୟା କରିଛି ଆଉ ଜଣେ ଭାଇ।ଖାଲି ସେତିକି ନୁହେଁ ହତ୍ୟା କରିବା ପରେ ପରେ ସମସ୍ତେ ଖୁସି ଅଛନ୍ତି କି ନାହିଁ ବୋଲି ଫେସବୁକରେ ପୋଷ୍ଟ ମଧ୍ୟ କରିଛି ଅଭିଯୁକ୍ତ। ଏହି ଘଟଣା ଘଟିଛି ଭୁବନେଶ୍ୱର ଏୟାରଫିଲ୍ଡ ଥାନା ବୋତଣ୍ଡା ଅଞ୍ଚଳରେ ।…

ସଚିନଙ୍କ ରେକର୍ଡ ଭାଙ୍ଗିବା ପାଇଁ କୋହଲିଙ୍କୁ ଦରକାର ୬ରନ

ଅହମ୍ମଦାବାଦ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଆଉ ୬ରନ ସଂଗ୍ରହ କଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବେ । ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ କୋହଲି ଭାରତୀୟ ମାଟିରେ କମ ମ୍ୟାଚରେ ୫୦୦୦ ରନ ହାସଲ କରିବା ଗୌରବ ଅର୍ଜନ କରିବେ ।…

ପ୍ରେମିକା ସହ ହୋଟେଲରେ ମଉଜ ମସ୍ତି, ଧରାଇଦେଲା ସ୍ତ୍ରୀର ଆଧାର କାର୍ଡ

ଭୁବନେଶ୍ୱର: ପ୍ରେମିକା ସହ ହୋଟେଲରେ ମଉଜ ମସ୍ତି କରିବା ଜଣେ ୪୧ ବର୍ଷୀୟ ବ୍ୟକ୍ତିଙ୍କୁ ମହଙ୍ଗା ପଡିଛି । ବ୍ୟକ୍ତି ଜଣକ ହୋଟଲରେ ରହିବା ପାଇଁ ବ୍ୟବହାର କରିଥିଲେ ନିଜ ସ୍ତ୍ରୀର ଆଧାର କାର୍ଡ । ବାସ୍ ଏହି ଭୁଲ୍ ପାଇଁ ବ୍ୟକ୍ତି ଜଣକ ନିଜ ସ୍ତ୍ରୀ ହାତରେ ଧରାପଡିଥିଲେ । ମହାରାଷ୍ଟ୍ର ପୁଣେରେ…

ମିଷ୍ଟର ମମିରେ ଏକତ୍ର ଅଭିନୟ କରିବେ ରିତେଶ, ଜେନେଲିୟା

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଦମ୍ପତି ଭାବେ ପରିଗଣିତ ରିତେଶ ଦେଶମୁଖ ଓ ଜେନେଲିୟା ଦେଶମୁଖ ପୁନର୍ବାର ରିଲ ଲାଇଫରେ ଏକତ୍ର ଅଭିନୟ କରିବେ । ଭୂଷଣ କୁମାରଙ୍କ କମେଡି ଫିଲ୍ମ ମିଷ୍ଟର ମମିର ନିର୍ଦ୍ଦେଶନା ଦାୟିତ୍ୱ ଶାଦ ଅଲୀଙ୍କୁ ଦିଆଯାଇଛି । ଗୁଲଶନ କୁମାର ଓ ଟିସିରିଜ ପକ୍ଷରୁ ପ୍ରସ୍ତୁତ…

[ଭିଡିଓ] ସ୍କୁଲ ଗ୍ରୀଲ୍‌ରେ ଫସିଗଲା ଯୁବକଙ୍କ ଗଳା, ଆଉ ତା ପରେ…

ଭୁବନେଶ୍ୱର: ସ୍କୁଲ କ୍ୟାମ୍ପସରେ ରେକି କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି । ସ୍ଲାଇଡିଂ ଗ୍ରୀଲରେ ମୁଣ୍ଡ ଗଳାଇ ସ୍କୁଲର କାର୍ଯ୍ୟକଳାପ ଦେଖିବାକୁ ଯୁବକ ଜଣକ ଚେଷ୍ଟା କରିଥିଲେ । ହେଲେ ଭିତରେ କ’ଣ ଚାଲିଛି ଦେଖିବା ପୂର୍ବରୁ ଗ୍ରୀଲରେ ଫସିଯାଇଥିଲା ଗଳା । ଗତକାଲି ମଧ୍ୟପ୍ରଦେଶ…

ନାଇଜେରିଆରେ ତୈଳବାହୀ ଜାହଜରେ ନିଆଁ, ସମୁଦ୍ରରେ ମିଶୁଛି ବ୍ୟାରେଲ ବ୍ୟାରେଲ ତୈଳ

ଆବୁଜା: ନାଇଜେରିଆରେ ଟ୍ରିନିଟି ସ୍ପିରିଟ ନାମକ ଏକ ଜାହଜ ସମୁଦ୍ର ମଧ୍ୟରେ ନିଆଁ ଲାଗି ବିସ୍ଫୋରଣ ହେବା ଫଳରେ ବଡ ଧରଣର ପରିବେଶୀୟ ସଙ୍କଟ ସୃଷ୍ଟି ହୋଇଛି । ବିସ୍ଫୋରଣ ଯୋଗୁ ବ୍ୟାରେଲ ବ୍ୟାରେଲ ତେଲ ସମୁଦ୍ରରେ ମିଶୁଛି । ଏକ୍ସପ୍ଲୋରେସନ ଆଣ୍ଡ ପ୍ରଡକ୍ସନ କମ୍ପାନୀର ଜାହଜରେ ହଠାତ ନିଆଁ ଲାଗି…

[ଭିଡିଓ] ସାମ୍ବାଦିକତାରୁ ରାଜନୀତି : ଘର ଘର ବୁଲି ପ୍ରଚାର କରୁଛନ୍ତି ସୁଶାନ୍ତ

ନବରଙ୍ଗପୁର : ପଞ୍ଚାୟତ ନିର୍ବାଚନ ନେଇ ରାଜନୀତି ସରଗରମର ।  ଚାରିଆଡେ ଜମୁଛି ପ୍ରଚାର। ରାଜନୀତି ମୈଦାନକୁ ଓହ୍ଲାଇଛନ୍ତି ସାମ୍ବାଦିକ ।  ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ସଦର ପଞ୍ଚାୟତର ସମିତ ସଭ୍ୟ ଭାବେ ନିର୍ବାଚନ ଲଢୁଛନ୍ତି ସୁଶାନ୍ତ କୁମାର ବେହେରା ।ସାମ୍ବାଦିକ ଥିଲେ । ଗାଁ ଗହଳିର…

[ଭିଡ଼ିଓ] ସରଗରମ ରାଜନୀତି ମଇଦାନ, ଭୋଟ୍ ହାତେଇବାକୁ ପ୍ରାର୍ଥୀଙ୍କ ଟକ୍କର

ଜଗତସିଂହପୁର: ସରଗରମ ରାଜନୀତି ମଇଦାନ । ଦଳ ଦଳ ମଧ୍ୟରେ ଲାଗିଛି ଟକ୍କର । ଭୋଟ୍ ହାତେଇବାକୁ ଘର ଘର ବୁଲୁଛନ୍ତି ଆଶାୟୀ ପ୍ରାର୍ଥୀ। ସେହିଭଳି ଜଗତସିଂହପୁର ୩ ନମ୍ବର ଜୋନରେ ବିଜୁ ଜନତା ଦଳର ଜୋନ ସ୍ତରୀୟ କର୍ମୀ ସମ୍ମିଳନୀରେ ୮ଗୋଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ ମାନେ ଯୋଗ…

ମଣ୍ଡି ସମସ୍ୟାକୁ ନେଇ ବିଜେଡି ଉପରେ ବର୍ଷିଲା ବିଜେପି

ଭୁବନେଶ୍ୱର : ମଣ୍ଡି ସମସ୍ୟାକୁ ନେଇ ପୁଣି ବିଜେଡିକୁ ଟାଗଟେ କଲା ବିଜେପି । ଏନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ । ଧାନକିଣାବିକା ବେଳେ ଲକ୍ଷ ଲକ୍ଷ ଚାଷୀ ଲୁଟର ଶିକାର ହେଉଛନ୍ତି । ହେଲେ ବିଜେଡି ଅରୁଆ ଉଷୁନା ଚାଉଳ କଥା କହି…

[ଭିଡ଼ିଓ] ଜୀବନ ବଞ୍ଚାଇଲେ ଟ୍ୱିଟର ଗାର୍ଲ ଦୀପା, ଉଦ୍ଧାର ହେଲେ ନିଖୋଜ ଶ୍ରମିକ ଦମ୍ପତି

ବରଗଡ଼: ଜୀବନ ବଞ୍ଚାଇଲା ଟ୍ୱିଟର ଗାର୍ଲଙ୍କ ଗୋଟିଏ ଟ୍ୱିଟ୍ । ତେଲେଙ୍ଗାନାରୁ ଉଦ୍ଧାର ହେଲେ ନିଖୋଜ ଥିବା ପ୍ରବାସୀ ଶ୍ରମିକ ଦମ୍ପତି। ତେଲେଙ୍ଗାନାର ପେଦାପଲ୍ଲୀ ଅଞ୍ଚଳରେ ଦୁଇଜଣ ପ୍ରବାସୀ ଶ୍ରମିକଙ୍କ ଜୀବନ ବିପଦରେ ଥିଲା । ଠିକ୍ ସେହି ସମୟରେ ଟ୍ୱିଟର୍ ଗାର୍ଲ ଦୀପା ବାରିକଙ୍କ ଗୋଟିଏ ଟ୍ୱିଟ୍…