Latest Odisha News

BREAKING NEWS

ସୋଆ ସଭାପତିଙ୍କ ସହ ଏନ.ସି.ସି.ବି.ଏମ ଡାଇରେକ୍ଟର ଜେନେରାଲଙ୍କ ଆଲୋଚନା

ଭୁବନେଶ୍ବର : ଶିକ୍ଷା ଓ ଅନୁସନ୍ଧାନର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡକ୍ଟର ମନୋଜରଞ୍ଜନ ନାୟକଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି ନ୍ୟାସନାଲ କାଉନସିଲ ଫର ସିମେଣ୍ଟ ଆଣ୍ଡ ବିଲ୍ଡିଂ ମ୍ୟାଟେରିଆଲ୍ସର ଡାଇରେକ୍ଟର ଜେନେରାଲ ଡକ୍ଟର ବିବେକାନନ୍ଦ ମହାପାତ୍ର । ସାକ୍ଷାତ ସମୟରେ ଦୁଇ ଅନୁଷ୍ଠାନ…

ଶୀତକାଳୀନ ଅଲିମ୍ପିକ୍ସ: ତ୍ରିରଙ୍ଗା ହାତରେ ଧରି ଉଦଘାଟନୀ ଉତ୍ସବରେ ଯୋଗ ଦେଲେ ଆରିଫ

ବେଜିଂ: ଚୀନର ରାଜଧାନୀ ବେଜିଂରେ ବର୍ଣ୍ଣାଢ଼୍ୟ ପରିବେଶରେ ୨୪ତମ ଶୀତକାଳୀନ ଅଲିମ୍ପିକ୍ସ ଆରମ୍ଭ ହୋଇଛି । ରଙ୍ଗାରଙ୍ଗ ଉଦଘାଟନୀ ଉତ୍ସବରେ କରୋନା କଟକଣା ସହ ବିଭିନ୍ନ ଦେଶର ପ୍ରତିଯୋଗୀ ଯୋଗ ଦେଇଥିଲେ । ଭାରତର ଅଧିକାରୀମାନେ ପୂର୍ବରୁ ଏହାକୁ ବୟକଟ କରିଥିଲେ । ଦେଶର ଏକମାତ୍ର ପ୍ରତିଯୋଗୀ ତଥା…

[ଭିଡ଼ିଓ] ପୁଣି ଫସିଲେ ରାଜଗାଙ୍ଗପୁର ତହସିଲଦାର ଶରତଚନ୍ଦ୍ର

ରାଉରକେଲା : ପୁଣି ଫସିଲେ ତହସିଲଦାର । ଏଥର ଅଭିଯୋଗ କିନ୍ତୁ ଭିନ୍ନ । କିଛି ଯୁବତୀଙ୍କ ସମ୍ପର୍କ ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କ ସ୍ତ୍ରୀ। ରାଜଗାଙ୍ଗପୁର ତହସିଲଦାର ଶରତଚନ୍ଦ୍ର ବାଗଙ୍କ ନାଁରେ ତାଙ୍କ ସ୍ତ୍ରୀ ଡାଲିଆ ଦେବନାଥ ଥାନାରେ ଦେଇଛନ୍ତି ଏତଲା। ଅନ୍ୟ ଝିଅ ମାନଙ୍କ ସହ…

ବିଜେପିରେ ମିଶିଲେ ଓଡିଶା ଅର୍ଥ ସେବାର ଅବସରପ୍ରାପ୍ତ ପ୍ରଶାସକ ଦିଲ୍ଲୀପ କୁମାର ମହାପାତ୍ର

ଭୁବନେଶ୍ୱର : ବିଜେପିରେ ସାମିଲ ହେଲେ ଓଡିଶା ଅର୍ଥ ସେବାର ଅବସରପ୍ରାପ୍ତ ପ୍ରଶାସକ ଦିଲ୍ଲୀପ କୁମାର ମହାପାତ୍ର । ରାଜ୍ୟ କାର୍ଯ୍ୟାଳୟ ଠାରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଉପସ୍ଥିତିରେ ରାଜ୍ୟ ଅର୍ଥ ସେବାର ଅବସରପ୍ରାପ୍ତ ପ୍ରଶାସକ ଶ୍ରୀ ଦିଲ୍ଲୀପ କୁମାର ମହାପାତ୍ର । ଆଜି…

୨୫ ବର୍ଷରେ ତରଳି ଗଲାଣି ୨୦୦୦ ବର୍ଷ ଧରି ଏଭେରେଷ୍ଟରେ ଜମି ରହିଥିବା ବରଫ !

ନୂଆଦିଲ୍ଲୀ: ଗ୍ଲୋବାଲ ୱାର୍ମିଂ ସାରା ବିଶ୍ୱ ପାଇଁ ଧିରେ ଧିରେ ବିପଦ ସୃଷ୍ଟି କରୁଛି । ବୈଜ୍ଞାନିକମାନେ ଏ ନେଇ ବାରମ୍ବାର ଚେତାଇବା ସତ୍ୱେ ଏହାର ପ୍ରଭାବ କିଛି ପଡୁ ନାହିଁ । ନିକଟରେ ଏକ ଗବେଷଣାରେ ସ୍ପଷ୍ଟ ହୋଇଛି ଯେ, ମାଂଉଟ ଏଭେରେଷ୍ଟରେ ଜମି ରହିଥିବା ବରଫ ଶୃଙ୍ଗ ଦ୍ରୁତ ବେଗରେ ତରଳିବାରେ…

ଶାସକ ବିଜେଡି ନାରେ ବିଭିନ୍ନ ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନ ଆଗରେ ଫେରାଦ ହେଲା ବିଜେପି

ଭୁବନେଶ୍ୱର : ଶାସକ ବିଜେଡି ନାରେ ବିଭିନ୍ନ ଅଭିଯୋଗ ନେଇ ନିର୍ବାଚନ କମିଶନ ଆଗରେ ଫେରାଦ ହେଲା ବିଜେପି । ସରକାରୀ କର୍ମଚାରୀ ମାନେ ନିର୍ବାଚନରେ କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ପାଇଁ ପ୍ରଚାର କରିବା ଏକ ଦଣ୍ଡନୀୟ ଅପରାଧ ବୋଲି ନିର୍ବାଚନ କମିସନଙ୍କ ନିର୍ଦ୍ଦାଶାବଳୀରେ ସ୍ପଷ୍ଟ ଭାବେ…

ଆଇପିଏଲ୍ ପାଇଁ ପିଏସ୍‌ଏଲ୍ ଛାଡିଲେ ଆଣ୍ଡି ଫ୍ଲାୱାର୍ !

ନୂଆଦିଲ୍ଲୀ: ଜାରି ରହିଛି ପାକିସ୍ତାନ ପ୍ରିମିଅର୍ ଲିଗ୍ (ପିଏସ୍‌ଏଲ୍‌) । ପିଏସଏଲ୍ ଦଳ ମୁଲତାନ୍ ସୁଲତାନ୍ସ ଦଳକୁ ଝଟ୍‌କା ଦେଲେ କୋଚ୍ ଆଣ୍ଡି ଫ୍ଲାୱାର୍ । ଚଳିତବର୍ଷ ହେବାକୁ ଆଇପିଏଲ୍ ପାଇଁ ସେ ପିଏସ୍‌ଏଲ୍ ଛାଡିଥିବା ସୂଚନା ରହିଛି । ଚଳିତବର୍ଷ ଆଇପିଏଲରେ ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍ ଦଳ…

ଏଣିକି ଶତ ପ୍ରତିଶତରେ ଚାଲିବ ଓଡ଼ିଶା ହାଇକୋର୍ଟ

କଟକ : ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି ମହାମାରୀ କରୋନା । ସଂକ୍ରମଣ କମୁଥିବାରୁ ଏବେ କଟକଣା ବି କିଛିଟା କୋହଳ ହେଲାଣି । ଦୈନିକ ସଂକ୍ରମଣ ଧୀରେ ଧୀରେ ତଳମୁହାଁ ହେଉଥିବା ବେଳେ, ଏବେ ହାଇକୋର୍ଟ ନେଇଛନ୍ତି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ପଜିଟିଭିକୁ ଦୃଷ୍ଟିରେ ରଖି ଏଣିକି…

ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ”ଗଙ୍ଗୁବାଇ କାଠିଆୱାଡି”ର ଟ୍ରେଲର ରିଲିଜ୍

ମୁମ୍ବାଇ : ଆଲିଆ ଭଟ୍ଟଙ୍କ ଅଭିନୀତ ଚଳଚ୍ଚିତ୍ର 'ଗଙ୍ଗୁବାଇ କାଠିଆୱାଡି'ର ଟ୍ରେଲର ଶୁକ୍ରବାର ରିଲିଜ ହୋଇଛି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ସଞ୍ଜୟ ଲୀଲା ଭନସାଲୀ ଦେଇଛନ୍ତି ।ମୁଭିରେ ଆଲିଆ ଭଟ୍ଟ , ଅଜୟ ଦେଭଗନ୍ ଓ ବିଜୟ ରାଜ ଲିଡ ରୋଲରେ ନଜର ଆସିବେ । ୨୫ ଫେବ୍ରୃଆରୀରେ ଫିଲ୍ମଟି ରିଲଜ…

ଆସନ୍ତା ୭ରୁ ଖୋଲିବ ଭୁବନେଶ୍ବର ଏମସ ଓପିଡି

ଭୁବନେଶ୍ବର : ଆସନ୍ତା ୭ ତାରିଖରୁ ଖୋଲିବ ଭୁବନେଶ୍ବର ଏମସ ଓପିଡି । ମହାମାରୀ କରୋନା ସଂକ୍ରମଣ କାରଣରୁ ଗତ ଜାନୁଆରୀ ୧୭ ତାରିଖରୁ ବନ୍ଦ ଥିଲା ଭୁବନେଶ୍ବର ଏମ୍‌ସର ଓପିଡି ସେବା । ଏବେ ସଂକ୍ରମଣ ହ୍ରାସ ପାଇଥିବାରୁ ଓପିଡିକୁ ଆସନ୍ତା ୭ ତାରିଖରୁ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ଭୁବନେଶ୍ବର…