Latest Odisha News

BREAKING NEWS

ଆଫଗାନିସ୍ତାନ-ତାଜିକିସ୍ତାନ ସୀମାରେ ଭୂକମ୍ପ, ଥରିଲା ଜମ୍ମୁ କଶ୍ମୀର ଓ ଦିଲ୍ଲୀ

ନୂଆଦିଲ୍ଲୀ: ଆଫଗାନିସ୍ତାନ-ତାଜିକିସ୍ତାନ ସୀମାରେ ଭୂମିକମ୍ପ । ଆଜି ସକାଳ ୯.୪୫ରେ ଭୂମିକମ୍ପ ସୃଷ୍ଟି ହୋଇଥିଲା । ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୫.୭ । ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍ମୋଲୋଜି ବା ଏନ୍‌ସିଏସ୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଭୂମିକମ୍ପର ପ୍ରଭାବ ଜମ୍ମୁ କଶ୍ମୀରରେ…

୧୯ବର୍ଷରୁ କମ୍ ବିଶ୍ୱକପ୍ ଫାଇନାଲ୍: ଆଜି ଭାରତ-ଇଂଲଣ୍ଡ ଫାଇନାଲ୍

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ଆଜି ୧୯ ବର୍ଷରୁ କମ୍ ବିଶ୍ୱକପ୍ କ୍ରିକେଟ ଫାଇନାଲ୍ । ଟାଇଟଲ୍ ଲଢ଼େଇରେ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ । ଚଳିତ ବିଶ୍ୱକପରେ ଦୁଇ ଦଳ ଅପରାଜେୟ ଅଛନ୍ତି । ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା ସାଢ଼େ ୬ଟାରୁ ଆରମ୍ଭ ହେବ । ୮ ଥର ଫାଇନାଲିଷ୍ଟ ଟିମ୍…

ଓଡ଼ିଶାରେ କାବୁ ପାଉଛି କରୋନା: ଆଜି ୨୬୦୩ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କରୋନା ଟ୍ରେଣ୍ଡ ଖସୁଛି । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମୁଛି । ୩ ହଜାର ତଳେ ରହିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୨ହଜାର ୬୦୩ ସଂକ୍ରମିତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୧୫୨୧ ଓ ଲୋକାଲ୍ କଣ୍ଟାକ୍ଟ କେସ୍…

ଦେଶରେ ତଳମୁହାଁ କରୋନା ସଂକ୍ରମଣ, ହଜାରେ ଉପରେ ଦୈନିକ ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମଣ ତଳକୁ ତଳକୁ ଖସୁଛି । ଏବେ ଦେଢ଼ ଲକ୍ଷ ତଳେ ରହିଛି ସଂକ୍ରମିତଙ୍କ ସଂଖ୍ୟା । କିନ୍ତୁ ମୃତ୍ୟୁସଂଖ୍ୟା ହଜାରେ ଉପରେ ରହୁଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ଆଉ ୧ଲକ୍ଷ ୨୭ହଜାର ୯୫୨ ଆକ୍ରାନ୍ତ । ଗତକାଲି ଅପେକ୍ଷା ୧୪ ପ୍ରତିଶତ କମ୍…

୧୯୯୩ ମୁମ୍ବାଇ ବିସ୍ଫୋରଣର ମୋଷ୍ଟ ଓ୍ୱାଣ୍ଟେଡ୍ ଆତଙ୍କୀ ଆବୁ ବକର ୟୁଏଇରୁ ଧରାପଡ଼ିଲା

ନୂଆଦିଲ୍ଲୀ: ୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ତଥା ଭାରତର ମାଷ୍ଟ ଓ୍ୱାଣ୍ଟେଡ୍ ଆତଙ୍କବାଦୀ ଆବୁ ବକର ଗିରଫ । ତାକୁ ଟଇଋରୁ ଧରିଛି ଭାରତୀୟ ଏଜେନ୍ସୀ । ଖୁବ୍‌ଶୀଘ୍ର ଆବୁ ବକରକୁ ଟଇଋରୁ ଭାରତ ଅଣାଯିବ । ୧୯୯୩ ମୁମ୍ବାଇ ସିରିଏଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ଥିଲା ଆବୁ ବକର…

ଜମ୍ମୁ କଶ୍ମୀରରେ ଏନକାଉଣ୍ଟର, ୨ ଆତଙ୍କୀ ନିପାତ

ଶ୍ରୀନଗର: ଜମ୍ମୁ କଶ୍ମୀରରେ ପୁଣି ଏନକାଉଣ୍ଟର । ସୁରକ୍ଷାକର୍ମୀ ଗୁଳିରେ ଟଳିଲେ ୨ ଆତଙ୍କବାଦୀ । ଶ୍ରୀନଗର ଜକୁରା ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଛି । ମୃତ ଆତଙ୍କବାଦୀଙ୍କ ଭିତରେ ଜଣେ ଲସ୍କର-ଏ-ତୋଇବା ଓ ଆଉ ଜଣେ ଦି ରେସିଷ୍ଟାନ୍ସ ଫ୍ରଣ୍ଟର ସଦସ୍ୟ । ସେମାନଙ୍କ ନିକଟରୁ ବନ୍ଧୁକ ଓ ଗୁଳି ସମେତ…

ଆମେରିକାରେ ୯ ଲକ୍ଷ ଟପିଲା କରୋନା ମୃତ୍ୟୁସଂଖ୍ୟା

ଓ୍ୱାଶିଂଟନ୍: ଆମେରିକାରେ କରୋନା ମୃତ୍ୟୁର ତାଣ୍ଡବ ରଚିଛି । ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ରରେ ମହାମାରୀ ସବୁଠୁ ଅଧିକ ଲୋକଙ୍କର ଜୀବନ ନେଇଛି । ଆମେରିକାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୯ ଲକ୍ଷ ପାର କରିଛି । ସାରା ବିଶ୍ୱରେ ସର୍ବାଧିକ । ଆମେରିକାରେ ପରେ ବ୍ରାଜିଲରେ ୬ ଲକ୍ଷରୁ ଅଧିକ…

ରାଜ୍ୟରୁ କରୋନା ନେଲା ଆଉ ୨୨ ଜୀବନ

ଭୁବନେଶ୍ୱର: ମାରୁଛି ମହାମାରୀ । ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଆଉ ୨୨ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା । ଅଡିଟ୍ ପ୍ରୋସେସରେ ଏମାନଙ୍କ ମୃତ୍ୟୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ମୃତକଙ୍କ ଭିତରେ ସର୍ବାଧିକ ୭ ଜଣ ଖୋର୍ଦ୍ଧା ଜିଲ୍ଲାରୁ ଅଛନ୍ତି । ସେମାନଙ୍କ…

ଆଜି ଶ୍ରୀପଞ୍ଚମୀ: ପୁରୀରେ ଅନୁକୂଳ ହେବ ରଥକାଠ

ପୁରୀ: ଆଜି ମାଘ ଶୁକ୍ଳ ପଞ୍ଚମୀ । ବିଭିନ୍ନ ଶିକ୍ଷାନୁଷ୍ଠାନରେ ପୂଜା ପାଇବେ ବିଦ୍ୟାଦେବୀ ସରସ୍ୱତୀ । ଆଜି ପୁରୀରେ ରଥଯାତ୍ରା ପାଇଁ ରଥକାଠର ଆଜି ଅନୁକୂଳ ହେବ । ପରମ୍ପରା ଅନୁସାରେ, ଶ୍ରୀପଞ୍ଚମୀରେ ରଥ ନିର୍ମାଣ ପାଇଁ ତିନି ଖଣ୍ଡ ରଥକାଠକୁ ପୂଜାର୍ଚ୍ଚନା କରାଇଯାଇଥାଏ । ନୟାଗଡ଼ ବନଖଣ୍ଡରୁ…

ବିଦ୍ୟାଦାତ୍ରୀ ମା’ ସରସ୍ବତୀ

ପ୍ରିୟ କୁନି ପିଲାମାନେ ଆଜି ହେଉଛି ମାଘମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥି ।ବିଦ୍ୟାପ୍ରାପ୍ତି ନିମିତ୍ତ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା' ସରସ୍ୱତୀଙ୍କର ପୂଜା ଓ ଆରାଧନା ଏଇ ଦିନ ମୁଖ୍ୟତଃ ଶିକ୍ଷାନୁଷ୍ଠାନରେ କରାଯାଏ । ମାତା ସରସ୍ୱତୀଙ୍କର ଅନ୍ୟ ନାମ ହେଲା ବୀଣା ପୁସ୍ତକ ଧାରିଣୀ,…