ମହିଳା ବିଶ୍ୱକପ କ୍ରିକେଟ: ଦକ୍ଷିଣ ଆଫ୍ରିକାଠାରୁ ହାରି ବିଦା ହେଲା ଟିମ ଇଣ୍ଡିଆ
ନୂଆଦିଲ୍ଲୀ: ମହିଳା ବିଶ୍ୱକପ କ୍ରିକେଟରେ ଭାରତର ଅଭିଯାନ ଶେଷ ହୋଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ କର ବା ମର ମୁକାବିଲାରେ ଭାରତ ୩ ୱିକେଟରେ ହାରିଯାଇଛି । ପ୍ରଥମେ ବ୍ୟାଟିଂ କରି ଶେଫାଳୀ ବର୍ମା (୫୩), ସ୍ମୃତି ମାନ୍ଧାନା (୭୧) ଓ ମିଥାଲୀ ରାଜ (୭୧)ଙ୍କ ଅର୍ଦ୍ଧଶତକ ସହାୟତାରେ ଭାରତ ୨୭୫ ରନର…