Latest Odisha News

BREAKING NEWS

ପ୍ରାଣୀ ଚିକିତ୍ସାଳୟରେ ଅଗ୍ନିକାଣ୍ଡ

ଖୋର୍ଦ୍ଧା: ଖୋର୍ଦ୍ଧା ବାଲୁଗାଁ ପ୍ରାଣୀ ଚିକିତ୍ସାଳୟ କେନ୍ଦ୍ରରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି । ଅଗ୍ନିକାଣ୍ଡ ଘଟିବାର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ି ନହିଁ । ସୂଚନାନୁସାରେ, ବାଲୁଗାଁ ପ୍ରାଣୀ ଚିକିତ୍ସାଳୟ କେନ୍ଦ୍ରରେ ଅଗ୍ନିକାଣ୍ଡ ଘଟିବା…

ଫିଲ୍ମ “ପୁଷ୍ପା” ସାଇଡ୍ ଇଫେକ୍ଟସ୍‌; ଚନ୍ଦନ କାଠ ତସ୍କରି ପାଇଁ ଗିରଫ ଟ୍ରକ୍ ଚାଳକ

ଭୁବନେଶ୍ୱର: ସାଉଥ୍ ଇଣ୍ଡିଆନ୍ ବ୍ଲକ୍‌ବଷ୍ଟର୍ ଫିଲ୍ମ ପୁଷ୍ପାକୁ ନକଲ କରି ଲାଲ୍ ଚନ୍ଦନ କାଠ ତସ୍କରି କରିବା ଜଣେ ଟ୍ରକ୍ ଚାଳକଙ୍କୁ ମହଙ୍ଗା ପଡିଛି । ତସ୍କରି ତ ଫେଲ୍ ମାରିଲା, ଓଲଟା ଟ୍ରକ୍ ଚାଳକ ଜଣକ ମଧ୍ୟ ଚନ୍ଦନ କାଠ ସମେତ ପୋଲିସ ହାତରେ ଧରାପଡିଲା । କ୍ୟାଚ୍ ନ୍ୟୁଜ୍ ରିପୋର୍ଟ…

ଆଉ ଶୁଣିବାକୁ ମିଳିବ ନାହିଁ ପ୍ରସିଦ୍ଧ ସମ୍ବଲପୁରୀ କଣ୍ଠଶିଳ୍ପୀ ବୃନ୍ଦାବନ ନାଏକଙ୍କ ସ୍ବର

ସୋନପୁର: ପଶ୍ଚିମ ଓଡିଶାର ପ୍ରସିଦ୍ଧ କଣ୍ଠଶିଳ୍ପୀ ବୃନ୍ଦାବନ ନାଏକଙ୍କ କଣ୍ଠରୁ ଆଉ ଶୁଣିବାକୁ ମିଳିବ ନାହିଁ ଉଜଲମତି ରାଧା ମାଇଁ ତ ପରି ହୃଦୟ ଛୁଆଁ ସମ୍ବଲପୁରୀ ସଂଗୀତ । ଆଜି ସୁବର୍ଣ୍ଣପୁର ସହରର ଘୋଡାଘାଟପଡା ବାସଭବନରେ ତାଙ୍କର ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ…

ଚକା ସ୍ଲିପ୍ କରି ଘାଟିରୁ ଖସିଲା କାର୍, ୬ ମୃତ୍ୟୁ

ଶ୍ରୀନଗର: ଜମ୍ମୁ କଶ୍ମୀରର କିସ୍ତିୱାର ନାଗିନଗଡ଼ କେଶୱାନରେ ଘଟଇଛି ଅଭାବନୀୟ ଘଟଣା । ଚକା ସ୍ଲିପ କରି ଘାଟିରୁ କାର ଖସିପଡ଼ି ୬ ଜଣଙ୍କ ମୃତ୍ୟୁ ଘଟିଛି । କାରରେ ଥିବା ୨ ଭାଇଙ୍କର ମଧ୍ୟ ଘଟଣାସ୍ଥଳରେ ଜୀବନ ଚାଲିଯାଇଛି । ସୂଚନା ଅନୁସାରେ, ଏକ କାରରେ ୬ ଜଣ ଯୁବକ ଯାଉଥିଲେ । ଘଟି ରାସ୍ତାରେ…

ରଣଜୀ ଟ୍ରଫି ମେଗା ଟୁର୍ଣ୍ଣାମେଣ୍ଟ ୧୦ରୁ

ନୂଆଦିଲ୍ଲୀ: ରଣଜୀ ଟ୍ରଫି ପାଇଁ ବାଜିଛି ବିଗୁଲ୍ । ଫେବ୍ରୁଆରୀ ୧୦ରୁ ଆରମ୍ଭ ହେବ ବିସିସିଆଦ୍ୱାରା ଆୟୋଜିତ ଏହି ମେଗା ଘରୋଇ ଟୁର୍ଣ୍ଣାମେଣ୍ଟ । ୧୦ରୁ ୧୫ ତାରିଖ ପର୍ଯ୍ୟନ୍ତ ଦେଶର ବିଭିନ୍ନ ଭେନ୍ୟୁରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଦୀର୍ଘଦିନ ପରେ ଓଡ଼ିଶା କ୍ରିକେଟ୍ ଆସୋସିଏସନକୁ ଏହି…

ଘୋଷଣା ହେଲା ରଣଜୀ ଟ୍ରଫିର ନୂତନ କାର୍ଯ୍ୟସୂଚୀ: ଗ୍ରୁପ ଡିରେ ଓଡିଶା

ଭୁବନେଶ୍ୱର: ବିସିସିଆଇ ଆଗାମୀ ରଣଜୀ ଟ୍ରଫି କ୍ରିକେଟର କାର୍ଯ୍ୟସୂଚୀ ଘୋଷଣା କରିଛି । ପୂର୍ବରୁ ଏହା ୨ଟି ପର୍ଯାୟରେ ହେବ ବୋଲି ସୂଚନା ଦିଆଯାଇଥିଲା, ଯାହା କି ବଳବତର ରହିଛି । ପ୍ରଥମ ପର୍ଯ୍ୟାୟ ଆଇପିଏଲ ୨୦୨୨ ସଂସ୍କରଣ ପୂର୍ବରୁ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଏହା ପରେ ଆୟୋଜିତ ହେବ । ବିସିସିଆଇ…

ବେକରେ ଜୋତାମାଳ ପକାଇ ନିର୍ବାଚନ ପ୍ରଚାର

ଉତ୍ତରପ୍ରଦେଶ: ରାଜ୍ୟରେ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ପ୍ରାର୍ଥୀ ଆପଣାଉଛନ୍ତି ଭିନ୍ନ ଭିନ୍ନ ଢଙ୍ଗ । ଦେଶର ୫ଟି ରାଜ୍ୟରେ ଚଳିତମାସ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି କ୍ରମରେ ଏବେ ପ୍ରାର୍ଥୀମାନେ ନିଜ ନିଜ ନିର୍ବାଚନୀ ପ୍ରଚାରକୁ ଜୋରଦାର କରିବାରେ…

ହେବ ଉତ୍ସବ, ନାହିଁ ଉତ୍ସାହ

ଭୁବନେଶ୍ୱର: ଦିନକ ପରେ ସରସ୍ୱତୀ ପୂଜା । ମୂର୍ତ୍ତି ନିର୍ମାଣରେ ନିମଗକନ କାରିଗର । ଦେବୀ ସରସ୍ୱତୀଙ୍କ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ମୂର୍ତ୍ତି କିପରି ସୁନ୍ଦର ଓ ମନଲୋଭା ହେବ ସେଥିପାଇଁ ଚେଷ୍ଟା କରୁଛନ୍ତି କାରିଗର । ଏହାରି ଭିତରେ ମା ସରସ୍ୱତୀଙ୍କ ମୂର୍ତ୍ତି କାର୍ଯ୍ୟ ଶେଷ…

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୭୪୮୭ ଜଣ

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବଢ଼ିଛି। ରାଜ୍ୟରେ ଆଜି ୭ହଜାର ୪୮୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୪୬୬ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୨୨ହଜାର ୮୬୭ରେ…

[ଭିଡ଼ିଓ] ହାସ୍ୟ ରସାତ୍ମକ ଲେଖାରେ ସାମାଜିକ ବିପ୍ଲବ

ପୁରୀ : ସେ ଜଣେ ବିପ୍ଲବୀ କବି । ମନରେ ଅନେକ ବୈପ୍ଲବିକ ଚିନ୍ତା ନେଇ ଲେଖନୀ ନିଃସୃତ ଅନେକ ଲେଖା ସାହିତ୍ୟ ପୃଷ୍ଠା ମଣ୍ଡନ କରୁଥିଲା । ଲେଖାର ଧାରା ବଜାୟ ରହିଲା ହେଲେ ବଦଳିଗଲା ଲେଖିବାର ମୋଡ । ହାସ୍ୟରସାତ୍ମକ ବ୍ୟଙ୍ଗ କବିତା ଯୋଗୁ ତାଙ୍କ ମିଳିଲା ନୂଆ ଏକ ପରିଚୟ । କବି ରତ୍ନାକର ବେହେରାରୁ…