Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ୟୁକ୍ରେନର ସପିଂ ମଲରେ ରୁଷର ଭୟଙ୍କର ବିସ୍ଫୋରଣ

ଓଡ଼ିଶା ସମ୍ବାଦ ବ୍ୟୁରୋ: ୨୬ ଦିନରେ ପହଞ୍ଚିଛି ରୁଷ-ୟୁକ୍ରେନ୍ ଲଢ଼େଇ । ଅଧିକ ହିଂସ୍ର ହୋଇ ଉଠିଛି ପୁଟିନ୍ ସେନା । ସେପଟେ ପ୍ରତିଆକ୍ରମଣକୁ ବି ଜୋରଦାର କରିଛି ୟୁକ୍ରେନ୍ । ଆଜି କିଭର ଏକ ସପିଂ ମଲରେ ଭୟଙ୍କର ବିସ୍ଫୋରଣ କରିଛି ରୁଷ୍ ସେନା । ରେଟ୍ରୋଭିଲ୍ ସପିଂ ମଲକୁ ଉଡ଼ାଇ ଦେଇଛି ।…

ପୁରୀରେ ସେବାୟତଙ୍କୁ ହତ୍ୟାର ପର୍ଦ୍ଦାଫାସ: ୨ ଷଡଯନ୍ତ୍ରକାରୀଙ୍କ ସମେତ ୬ ଗିରଫ

ପୁରୀ: ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ମାମଲାର ପର୍ଦ୍ଦାଫାସ୍ । ପ୍ରେସମିଟରେ ମାମଲାର ପର୍ଦ୍ଦାଫାସ କରିଛନ୍ତି ପୁରୀ ଏସପି କନଓ୍ୱର ବିଶାଲ ସିଂ । ହତ୍ୟାକାଣ୍ଡରେ ୬ ଜଣଙ୍କୁ ଗିରଫ କରାଯାଇଛି । ଏମାନଙ୍କ ଭିତରେ ଅଛନ୍ତି ୨ ଜଣ ମୁଖ୍ୟ ଷଡ଼ଯନ୍ତ୍ରକାରୀ । ମୁଖ୍ୟ ଷଡ଼ଯନ୍ତ୍ରକାରୀ କାଳିଆ…

ନିର୍ବାଚନରେ ହାରିଥିବା ଧାମିଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବ ବିଜେପି, କାରଣ କ’ଣ ?

ଡେରାଡୁନ: ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ପୁଷ୍କର ସିଂ ଧାମି ଦାୟିତ୍ୱ ଗ୍ରହଣ କରିବେ ବୋଲି ସୂଚନା ରହିଛି। ନିର୍ବାଚନ ପରେ ପର୍ଯ୍ୟବେକ୍ଷକ ରାଜନାଥ ସିଂ ଏବଂ ମୀନାକ୍ଷୀ ଲେହି ଡେରାଡୁନରେ ବସିଥିବା ନିର୍ବାଚିତ ବିଧାୟକଙ୍କୁ ନେଇ ଏକ ବୈଠକ ବସିଥିଲା । ଏହି ବୈଠକରେ ଧାମିଙ୍କ ନାମ…

ତେଲ ପକାଇବା ବାହାନରେ ଆସି ପେଟ୍ରୋଲ ପମ୍ପରୁ ୨୦ ଲକ୍ଷ ଲୁଟ୍

କେନ୍ଦୁଝର: ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲୁଟ୍ । ତେଲ ପକାଇବା ବାହାନାରେ ଆସି ପେଟ୍ରୋଲ ପମ୍ପରୁ ୨୦ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ମ୍ୟାନେଜରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଟଙ୍କା ଧରି ଛୁ ମାରିଲେ ଲୁଟେରା । କେନ୍ଦୁଝର ଜିଲ୍ଲା ପଦ୍ମପୁର ପୁଟୁଳିଆରେ ଥିବା ରାଲିଏନ୍ସ ପେଟ୍ରୋଲ…

ଆସନ୍ତା ୧୨ ଘଣ୍ଟାରେ ଆଣ୍ଡାମାନ ସାଗରରେ ବାତ୍ୟା

ନୂଆଦିଲ୍ଲୀ: ମାଡ଼ି ଆସୁଛି ବାତ୍ୟା ଅସାନୀ । ଉତ୍ତର ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି ଡିପ୍ ଡିପ୍ରେସନ୍ ବା ଗଭୀର ଅବପାତ । ଆସନ୍ତା ୧୨ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବ । ଏହାର ନାଁ ରହିବ ଅସାନୀ । ଗତକାଲି ଡିପ୍ରେସନ୍ ଆଜି ଡିପ୍ରେସନରେ ପରିଣତ…

ରାୟଗଡ଼ାରେ ଦାନ ମାଝୀର କାହାଣୀ: ପୁଅର ମୃତଦେହକୁ କାନ୍ଧରେ ବୋହିଲା ବାପା

ରାୟଗଡ଼ା: କଳାହାଣ୍ଡି ଦାନ ମାଝୀ ଘଟଣାର ପୁନରାବୃତ୍ତି । ରାୟଗଡ଼ାରେ ପୁଅର ମୃତଦେହକୁ କାନ୍ଧରେ ବୋହିଲା ବାପା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୯ବର୍ଷର ପୁଅର ପ୍ରାଣ ହରାଇବା ପରେ, ତାର ମରଶରୀରକୁ ଘରକୁ ନେବା ପାଇଁ ମିଳିଲାନି ମହାପ୍ରୟାଣ ଗାଡ଼ି କିମ୍ବା ଅନ୍ୟ କୌଣସି ବ୍ୟବସ୍ଥା। ଶେଷରେ ଶବକୁ…

ସମଲେଶ୍ବରୀ ମନ୍ଦିର ବିକାଶ କାମର ସମୀକ୍ଷା: ସମ୍ବଲପୁରରେ 5-T ସଚିବ ଓ ମୁଖ୍ୟ ଶାସନ ସଚିବ

ସମ୍ବଲପୁର: ସମଲେଶ୍ବରୀ ମନ୍ଦିର ବିକାଶ କାମର ସମୀକ୍ଷା  । ମନ୍ଦିର ବିକାଶ କାମର ସମୀକ୍ଷା ଲାଗି ସମ୍ବଲପୁରରେ ୫ଟି ସଚିବ ଭି.କେ ପାଣ୍ଡିଆନ୍ ଓ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରମୁଖ ପହଞ୍ଚିଛନ୍ତି । ଏଦୁଇ ବରିଷ୍ଠ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ…

କୃଷ୍ଣ ପ୍ରତିହାରୀ ହତ୍ୟା ମାମଲାରେ ନୂଆ ମୋଡ : ୨ ଷଡ଼ଯନ୍ତ୍ରକାରୀଙ୍କ ସହ ୪ ଅଟକ

ପୁରୀ:  ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟା ମାମଲା । ମାମଲାରେ ୨ ଷଡ଼ଯନ୍ତ୍ରକାରୀଙ୍କ ସମେତ ୪ ଜଣଙ୍କୁ ପୁଲିସ ଅଟକ ରଖିଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରେ କାଳିଆ ସିଂହାରୀ ଓ ତାଙ୍କ ପୁଅ ଦୋଳଗୋବିନ୍ଦ ରହିଥିବା କୁହାଯାଉଛି । ବାବା ମହାପାତ୍ର ଓ ଅନ୍ୟ ଜଣେ ସହଯୋଗୀ ମଧ୍ୟ ଅଟକ…

ପିପିଲିରେ ନିର୍ବାଚନୀ ହିଂସା : କଂଗ୍ରେସ କ୍ୟାମ୍ପ ଅଫିସକୁ ଜାଳିଦେଲେ ଦୁର୍ବୃତ୍ତ

ପୁରୀ:  ପୌର ନିର୍ବାଚନ ପାଇଁ ପ୍ରଚାର ସମୟ ଶେଷ ହୋଇଆସୁଥିବା ବେଳେ ତୀବ୍ର ହେବାରେ ଲାଗିଛି ରାଜନୈତିକ ହିଂସା । ଗୋଟିଏ ଗୋଷ୍ଠୀ ଆଉଗୋଟିଏ ଗୋଷ୍ଠୀ ଉପରେ ଆକ୍ରମଣ କରିଛନ୍ତି ।। ପିପିଲିରେ ଏ ହେଉଛି ରାଜନୈତିକ ହିଂସାର ଆଉ ଏକ ଦୃଶ୍ୟ । ଏନଏସିର ୭ ନମ୍ବର ୱାର୍ଡରେ ଥିବା କଂଗ୍ରେସର କ୍ୟାମ୍ପ…

ୟୁକ୍ରେନରେ ମୃତ ମେଡିକାଲ ଛାତ୍ର ନବୀନଙ୍କ ମୃତଦେହ ବେଙ୍ଗାଲୁରୁରେ ପହଞ୍ଚିଲା

ବେଙ୍ଗାଳୁରୁ: ୟୁକ୍ରେନ୍ ଖାରକିଭରେ ରୁଷ ସେନାର ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ଭାରତୀୟ ମେଡିକାଲ ଛାତ୍ର ନବୀନ ଜ୍ଞାନଗୌଦରଙ୍କ ମୃତଦେହ ବେଙ୍ଗାଳୁରୁରେ ପହଞ୍ଚିଛି । ମାର୍ଚ୍ଚ ୧ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ୨୦ ଦିନ ପରେ ମରଶରୀର ଭାରତରେ ପହଞ୍ଚିଛି । ବେଙ୍ଗାଳୁରୁ…