କୋଭିଡ-୧୯ ରିଲିଫ କାର୍ଯ୍ୟ ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରକୁ ସର୍ବଭାରତୀୟ ସିଏସ୍ଆର୍ ସମ୍ମାନ
ଭୁବନେଶ୍ୱର : କୋଭିଡ-୧୯ ମହାମାରୀର ମୁକାବିଲା ପାଇଁ ବହୁମୁଖୀ ପଦକ୍ଷେପ ନେଇଥିବା ଜେଏସପିକୁ ସିଏସଆର ଉତ୍କର୍ଷ ପୁରସ୍କାରରେ ସମ୍ମାନିତ କରାଯାଇଛି । ମୁମ୍ବାଇର ଯଶବନ୍ତରାଓ ଚଭନ କେନ୍ଦ୍ରରେ ଆୟୋଜିତ ହୋଇଥିବା ସିଏସଆର ଜର୍ଣ୍ଣାଲ ଏକ୍ସଲେନ୍ସ ଆୱାର୍ଡର ଚତୁର୍ଥ ସଂସ୍କରଣରେ ଏହି ସମ୍ମାନଜନକ…