Latest Odisha News

BREAKING NEWS

ଭୁବନେଶ୍ୱରରେ ଆରମ୍ଭ ହେଲା ଜାତୀୟ ଭାରୋତୋଳନ ଚାମ୍ପିୟନଶିପ

ଭୁବନେଶ୍ୱର: ଜାତୀୟ ଭାରୋତୋଳନ ଚାମ୍ପିୟନଶିପ ଭୁବନେଶ୍ୱରରେ ଆରମ୍ଭ ହୋଇଯାଇଛି । ୩୦ ରାଜ୍ୟର ୮୦୦ ପ୍ରତିଯୋଗୀ ଯୁବ, ଜୁନିୟର ଓ ସିନିୟର ବିଭାଗରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ଭାରତୀୟ ୱେଟଲିଫ୍ଟିଂ ଫେଡେରେଶନ, ଓଡିଶା ୱେଟଲିଫ୍ଟିଂ ଆସୋସିଏଶନ ଏବଂ ଓଡିଶା ସରକାର କ୍ରୀଡା ଓ ଯୁବ ବ୍ୟାପାର…

ରାଜଧାନୀରେ ଗୁଳିମାଡ଼: ଜଣେ ଆହତ, ୫ ଅଟକ

ଭୁବନେଶ୍ୱର: ରାଜଧାୀରେ ପୁଣି ଗୁଳିମାଡ଼ । ଗୁଳିମାଡ଼ରେ ଜଣେ ଆହତ ହୋଇଥିବା ଜଣାପଡ଼ିଛି । ପୋଲିସ ଏଥିରେ ସମ୍ପୃକ୍ତ ଥିବା ୫ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ଅଟକ ଥିବା ଅଭିଯୁକ୍ତଙ୍କ ମଧ୍ୟରେ ନୟାଗଡ଼ ଅଞ୍ଚଳର ମାନସ କୁମାର ସାହୁ, ସୁଶାନ୍ତ ପ୍ରଧାନ ଓ ସର୍ବେଶ୍ୱର ସେଠ । ରାଜେଶ କୁମାର…

ଆରଜେଡିରେ ବିଲୟ ହେଲା ଏଲଜେଡି

ପାଟନା: ବିହାରରେ ଦୀର୍ଘ ଦିନ ପରେ ଦୁଇ ପୁରୁଣା ରାଜନୈତିକ ବନ୍ଧୁ ଏକତ୍ର ହୋଇଛନ୍ତି କହିଲେ ଭୁଲ ହେବନି । ରବିବାର ଶରଦ ଯାଦବଙ୍କ ଲୋକତାନ୍ତ୍ରିକ ଜନତା ଦଳ ଲାଲୁ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳରେ ବିଲୟ ହୋଇଛି । ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହା ଘୋଷଣା କରାଯାଇଛି । ଆରଜେଡି ମୂଖ୍ୟ…

ଖରାଦିନ ଆରମ୍ଭରୁ ଡାମେରିକିଆ ଜଙ୍ଗଲରେ ନିଆଁ, ମୂଲ୍ୟବାନ ଗଛ ପୋଡି ନଷ୍ଟ

କନ୍ଧମାଳ: ଖରାଦିନ ଆରମ୍ଭରୁ  ଜଙ୍ଗଲରେ ନିଆଁ ଲାଗିଛି । କନ୍ଧମାଳ ଜିଲ୍ଲା ବାଲିଗୁଡା ଜଙ୍ଗଲ ଡିଭିଜନର ଡାମେରିକିଆ ଜଙ୍ଗଲ ଜଳୁଛି । ଦିନ ରାତି ଦ୍ରୁତ ଗତିରେ ନିଆଁ ଜଙ୍ଗଲରେ ବ୍ୟାପୁଥିବାରୁ ବହୁ ମୂଲ୍ୟବାନ ଗଛ ପୋଡି ନଷ୍ଟ ହୋଇଛି । ସେପଟେ ଜଙ୍ଗଲ ଜଳୁଥିବାରୁ ଭୟଭୀତ ହୋଇଛନ୍ତି ଜୀବଜନ୍ତୁ । କେ…

ସୁପରସୋନିକ ମିଜାଇଲ ଆକ୍ରମଣ କଲା ରୁଷ, ୟୁକ୍ରେନ ତୈଳ ଭଣ୍ଡାର ଛାରଖାର

ଦିଲ୍ଲୀ : ୟୁକ୍ରେନ-ରୁଷ ଯୁଦ୍ଧର ୨୫ ଦିନରେ ଘନ ଘନ ବୋମାମାଡ ଓ ମିଜାଇଲ ଆକ୍ରମଣ । ରବିବାର ୟୁକ୍ରେନର ଦକ୍ଷିଣରେ ଥିବା ମାଇକୋଲାଇଭ ଅଞ୍ଚଳର ସୁପରସୋନିକ ମିଜାଇଲ ମାଡ କରି ତୈଳ ଭଣ୍ଡାରକୁ ଛାର ଖାର କରିଦେଇଛି । ବ୍ଲାକ ସିିରୁ ସୁପରସୋନିକ ମିଜାଇଲ ମିଜାଇଲ ମାଡରେ ତୈଳଭଣ୍ଡାର ନଷ୍ଟ ହେବା ସହ…

ଋଷର ଜୋରଦାର ଆକ୍ରମଣ, ପ୍ରାଣ ହରାଇଲେ ୧୦୦ ଯବାନ

ଦିଲ୍ଲୀ : ଥମିବାର ନାଁ ଧରୁନି ଯୁଦ୍ଧ । ୨୫ ଦିନରେ ୟୁକ୍ରେନ ଓ୍ବାର । ଦିନକୁ ଦିନ ତୀବ୍ର ହେଉଛି ଆକ୍ରମଣ । ମାୟକୋଲେଭର ଏକ ସାମରିକ ବାରାକ ଉପରେ ଋଷ କରିଥିବା ବୋମାମାଡ ଘଟଣାରେ ମୃତ୍ୟୁସଂଖ୍ୟା ୧୦୦ରୁ ଅଧିକ ହୋଇଥିବା ଆଶଙ୍କା କରାଯାଉଛି । ବାରାକରେ ୨୦୦ରୁ ଅଧିକ ସୈନ୍ୟ ଶୋଇଥିବା ବେଳେ ଏହି…

ଦିଲ୍ଲୀରେ ବିଜେପିର ବିଜୟ ଉତ୍ସବ ଓ ମହା ବାଇକ୍ ରାଲିରେ ବୈଜୟନ୍ତ ପଣ୍ଡା

ନୂଆଦିଲ୍ଲୀ/ଭୁବନେଶ୍ବର: ଦେଶର ପ୍ରମୁଖ ୪ଟି ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ଆଜି ଦିଲ୍ଲୀ ପ୍ରଦେଶ ବିଜେପି ତରଫରୁ ଦିଲ୍ଲୀର ବୁରାଡି ନିରଙ୍କାରୀ ପଡିଆରେ ବିଜୟ ଉତ୍ସବ ଓ ବିଶାଳ ମଟରସାଇକେଲ ରାଲିର ଆୟୋଜନ କରାଯାଇଥିଲା। ଏହି ଉତ୍ସବରେ ବିଜେପି ରାଷ୍ଟ୍ରୀୟ ଉପସଭାପତି…

[ଦେଖନ୍ତୁ ଭିଡିଓ] ପଖାଳ ଦିବସ: ସହରର ବିଭିନ୍ନ ହୋଟେଲରେ ବିଶେଷ ପ୍ରସ୍ତୁତି

କଟକ :  ଓଡିଆର ପ୍ରିୟ ଖାଦ୍ୟ ହେଉଛି ପଖାଳ । ଘରେ ଘରେ ପରିଚିତ ପଖାଳ ଓଡିଆ ଜାତିର । ଏଥିପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖରେ ଏହି ଦିବସକୁ ପାଳନ କରିଥାନ୍ତି ପଖାଳ ଦିବସ । ଆଜି ପଖାଳ ଦିବସ ଥିବାରୁ କଟକର ବିଭିନ୍ନ ହୋଟେଲ୍, ରେଷ୍ଟୁରାଣ୍ଟରେ ବିଶେଷ ପ୍ରସ୍ତୁତି କରାଯାଇଥିଲା ।…

୪୧ ଡିଗ୍ରୀ ଟପିଲା ଟିଟିଲାଗଡ଼ ସହରର ତାପମାତ୍ରା

ଭୁବନେଶ୍ୱର: ଆଜି ରାଜ୍ୟର ୫ଟି ସହହରରେ ଦିନ ତାପମାତ୍ରା ୪୦ ଡ଼ିଗ୍ରିରୁ ଅଧିକ ରେକର୍ଡ କରାଯାଇଛି। ୪୧.୪ ଡ଼ିଗ୍ରି ସହ ଟିଟଲାଗଡ ରାଜ୍ୟର ଉତ୍ତପ୍ତ ସହର ପାଲଟିଛି । ସେହିପରି ବଲାଙ୍ଗୀରରେ ୪୧ ଡ଼ିଗ୍ରି, ଅନୁଗୁଳରେ ୪୦.୧ ଡ଼ିଗ୍ରି, ବୌଦ୍ଧ ଏବଂ ବାରିପଦା ରେ ୪୦ ଡ଼ିଗ୍ରି ଦିନ ତାପମାତ୍ରା ରେକର୍ଡ…

[ଭିଡିଓ] ଡ୍ରେନ ଭିତରୁ ନବଜାତ ଉଦ୍ଧାର

କେନ୍ଦୁଝର: କାହିଁକି ଅଲୋଡା ହେଉଛନ୍ତି ଶିଶୁକନ୍ୟା ? ବ୍ୟାପକ ପ୍ରଚାର ପ୍ରସାର ପରେ ମଧ୍ୟ ଆଜି ଶିଶୁକନ୍ୟ ଅଲୋଡା । କେନ୍ଦୁଝର ମେଡିକାଲ ଆହାର କେନ୍ଦ୍ର ଡ୍ରେନରୁ ଆଜି ଏକ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ଉଦ୍ଧାର କରି ଶିଶୁ କନ୍ୟାଟିକୁ ଏସଏନସିୟୁରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।…