ପିପିଲିରେ ନିର୍ବାଚନୀ ହିଂସା : କଂଗ୍ରେସ କ୍ୟାମ୍ପ ଅଫିସକୁ ଜାଳିଦେଲେ ଦୁର୍ବୃତ୍ତ
ପୁରୀ: ପୌର ନିର୍ବାଚନ ପାଇଁ ପ୍ରଚାର ସମୟ ଶେଷ ହୋଇଆସୁଥିବା ବେଳେ ତୀବ୍ର ହେବାରେ ଲାଗିଛି ରାଜନୈତିକ ହିଂସା । ଗୋଟିଏ ଗୋଷ୍ଠୀ ଆଉଗୋଟିଏ ଗୋଷ୍ଠୀ ଉପରେ ଆକ୍ରମଣ କରିଛନ୍ତି ।। ପିପିଲିରେ ଏ ହେଉଛି ରାଜନୈତିକ ହିଂସାର ଆଉ ଏକ ଦୃଶ୍ୟ ।
ଏନଏସିର ୭ ନମ୍ବର ୱାର୍ଡରେ ଥିବା କଂଗ୍ରେସର କ୍ୟାମ୍ପ…