Latest Odisha News

BREAKING NEWS

ଓଡ଼ିଶାରେ ପିକ୍ ଛୁଇଁ ସାରିଛି କରୋନା ସଂକ୍ରମଣ !

ଭୁବନେଶ୍ୱର: ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ କମୁଛି । ଆକ୍ଟିଭ କେସ ତଳମୁହାଁ ରହିଛି । ରାଜ୍ୟରେ କରୋନା ସଂକ୍ରମଣ ପିକ ଛୁଇଁ ସାରିଥିବା ଜଣାପଡୁଛି । ଏହି ସୂଚନା ଦେଇଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ସଂକ୍ରମଣର ବେସ୍ ଲାଇନ୍ ଆସିବା ଦରକାର । ଏବେ…

କଟକରେ ମାଲବାହୀ ଟ୍ରେନର ୩ଟି ବଗି ଲାଇନଚ୍ୟୁତ

କଟକ: ରେଳ ଧାରଣାରୁ ତଳକୁ ଖସିଲା ଟ୍ରେନ୍ ବଗି । କଟକରେ ମାଲବାହୀ ଟ୍ରେନର ୩ଟି ବଗି ଲାଇନଚ୍ୟୁତ ହୋଇଛି । କଟକ ରେଳ ଷ୍ଟେସନ ୟାର୍ଡରେ ଏହି ଘଟଣା ଘଟିଛି । ତେବେ ଏହି ଘଟଣା ପରେ ରେଳ ଚଳାଚଳ ସ୍ୱାଭାବିକ ରହିଛି । ଟ୍ରେନ୍ ଚଳାଚଳ ଉପରେ କୌଣସି ପ୍ରଭାବ ପକାଇନି । ଲାଇନଚ୍ୟୁତ ହୋଇଥିବା…

ହାତୀ ଆକ୍ରମଣରେ ବୃଦ୍ଧ ଆହତ

ଟାଙ୍ଗୀ: ବିଭିନ୍ନ ସ୍ଥାନରେ ହାତୀ ଆତଙ୍କ । ଟାଙ୍ଗୀ ରେଞ୍ଜରେ ବି ହାତୀ ଆତଙ୍କ ଦେଖିବାକୁ ମିଳିଛି । ନରମାନବୀ ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଆହତ ହୋଇଛନ୍ତି । ଆହତ ଜଣକ ଗୋପାଳ ରାଉତ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ବୁଧବାର ବିଳମ୍ବିତ ରାତିରେ ଗୋପାଳ ରାଉତ ଘରୁ ବାହାରକୁ…

ଦେଶରୁ ୨ଲକ୍ଷ ୮୬ ହଜାର କରୋନା ଆକ୍ରାନ୍ତ ଚିହ୍ନଟ, ୫୭୩ ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା କେସ୍ ଅଢ଼େଇ ଲକ୍ଷ ଉପରେ ରହିଛି । ଲଗାତାର ତୃତୀୟ ଦିନ ପାଇଁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୩ ଲକ୍ଷ ରହିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୨ଲକ୍ଷ ୮୬ହଜାର ୩୮୪ ସଂକ୍ରମିତ । ଆମେରିକା ପରେ ଭାରତ ଦ୍ୱିତୀୟ ସର୍ବାଧିକ କରୋନା ପ୍ରଭାବିତ ଦେଶ…

ରାଜ୍ୟରେ ଆଉ ୮ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଆଉ ୮ଜଣଙ୍କ ଜୀବନ ନେଲା କରୋନା । ରାଜ୍ୟରେ ୨୪ଘଣ୍ଟା ଭିତରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ମଧ୍ୟରେ କରୋନାରେ ୮ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍…

ଆଜି ଓଡ଼ିଶାରୁ ୫୯୦୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଉପର ତଳ ହେଉଛି । କେବେ ବଢୁଛି ତ କେବେ କମୁଛି । ଗତକାଲି ଅପେକ୍ଷା ଆଜି କମିଛି ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୫ହଜାର ୯୦୧ ଆକ୍ରାନ୍ତ । କ୍ୱାରେଣ୍ଟିନରୁ ୩୪୧୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨ହଜାର…

ଆଜିଠୁ ୟୁଟ୍ୟୁବରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା

ଭୁବନେଶ୍ୱର: ରାଜ୍ୟରେ ଆଜିଠୁ ୟୁଟ୍ୟୁବରେ ପାଠପଢ଼ା । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ୟୁଟ୍ୟୁବରେ ପାଠପଢ଼ା ହେବ । ସୋମବାରରୁ ଶୁକ୍ରବାର ନିୟମିତ ଚାଲିବ କ୍ଲାସ । ପ୍ରତ୍ୟେକ ଦିନ ଗୋଟାଏ ଲେଖାଏଁ କ୍ଲାସ ହେବ । ଏନେଇ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।…

ଫେରିବ ଶୀତ: କାଲିଠୁ ରାଜ୍ୟରେ ବଢ଼ିବ ଜାଡ଼, ରାତିର ତାପମାତ୍ରା ୩-୫ ଡିଗ୍ରୀ ଖସିବ

ଭୁବନେଶ୍ୱର: କାଲିଠୁ ରାଜ୍ୟରେ ବଢ଼ିପାରେ ଶୀତ । ଜାଡ଼ରେ ଥରିବ ଓଡ଼ିଶା । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏବେ ପାଗ ଶୁଷ୍କ ରହିଛି । ବିଭିନ୍ନ ଜିଲ୍ଲାରେ ଶୀତ ଲହରି ଅନୁଭୂତ ହେବ । ଆଗାମୀ ତିନି ଦିନ ଭିତରେ ରାତିର ସର୍ବନିମ୍ନ ତାପମାତ୍ରା ୩-୫…

ଧାରାବାହିକ ଉପନ୍ୟାସ : ଦେବୀ (୫୦)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୫୦ ଆଠ ଦିନ ପରେ ଦେବ ଭାଇ ଗାଆଁ କୁ ଫେରି ସେ ଟେଷ୍ଟ ପରୀକ୍ଷାରେ ଭଲ କରିଛି ଜାଣି ଖୁବ୍ ଖୁସି ହେଲେ। ସେ ଏତେ ଖୁସି ହେବା କେବେ ଦେଖିନଥିଲା ଦେବୀ। ସେ ଆହୁରି ଆଶ୍ଚର୍ଯ୍ୟ ହେଲା ଯେତେବେଳେ ଦେବ ଭାଇ କହିଲେ - ତୁ ଯଦି ଏମିତି ମାର୍କ…

ମହାମାରୀ ଓ ମଦ

ଚିନ୍ମୟ କୁମାର ହୋତାଙ୍କ ନିୟମିତ ସ୍ତମ୍ଭ ଏଇ କଥାକୁ …… ମହାମାରୀ ସମୟରେ ଏପରି କ୍ଵଚିତ କିଛି ଜିନିଷ ଦେଖିବାକୁ ମିଳେ ଯାହା ବିପର୍ଯ୍ୟସ୍ତ କିମ୍ବା ଅବନତିର ଶିକାର ନ ହୋଇଛି। ମଣିଷ ଜୀବନ ବିପର୍ଯ୍ୟସ୍ତ ହୋଇଯାଇଛି, ଜୀବିକା ଛିନ୍ନ ଭିନ୍ନ, ମଣିଷ ମନର ଦମ୍ଭ ଓ ଆଶା ହୋଇଛି ବିକ୍ଷିପ୍ତ।…