କାମାକ୍ଷାନଗରରେ ୧୨ତମ ଜାତୀୟ ମତଦାତା ଦିବସ ପାଳିତ
କାମାକ୍ଷାନଗର : କାମାକ୍ଷାନଗରରେ ମତଦାତା ଦିବସ ପାଳିତ । କାମାକ୍ଷାନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ୧୨ତମ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି । କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁଙ୍କ ଅଧ୍ୟକ୍ଷତା ଆୟୋଜିତ ଏହି କାର୍ଯ୍ୟକ୍ରମରେ କାମାକ୍ଷାନଗର ବିଡିଓ , ଅତିରିକ୍ତ…