Latest Odisha News

BREAKING NEWS

ଜାନୁୟାରୀ ୧୨ରୁ ଆରମ୍ଭ ହେବ NEET-PG କାଉନ୍‌ସେଲିଂ 

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ରବିବାର କହିଛନ୍ତି ଯେ ୨୦୨୧-୨୦୨୨ ପାଇଁ NEET-PG କାଉନ୍‌ସେଲିଂ  ଜାନୁୟାରୀ ୧୨ରୁ ଆରମ୍ଭ ହେବ। ସୁପ୍ରିମ୍‌କୋର୍ଟଙ୍କ କହିବାର ୨ ଦିନପରେ ସ୍ବାସ୍ଥ୍ୟମନ୍ତ୍ରୀ NEET-PG କାଉନ୍‌ସେଲିଂ ସମ୍ପର୍କରେ ଏକ ବିବୃତ୍ତି ଜାରି…

ପ୍ରଶଂସାମୂଳକ ମତାମତ ଅପେକ୍ଷା ନକରାତ୍ମକ ମତାମତର ଓଜନ ଅଧିକ : ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର

ସମକାଳୀନ ଓଡ଼ିଆ ସାହିତ୍ୟର ଯୁବ ଲେଖକ ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର ଏକ ଚର୍ଚ୍ଚିତ ବ୍ୟକ୍ତିତ୍ୱ । ସ୍ଵତନ୍ତ୍ର ତାଙ୍କର କଥା ଓ କଥନ। ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। ତାଙ୍କ ତିଆରି ଚରିତ୍ରମାନଙ୍କ ସହ ସେ ସବୁବେଳେ ମଗ୍ନ । କାହାର ପ୍ରଶଂସା ବା ନିନ୍ଦା ପ୍ରତି ଖିଆଲ ନଥାଏ…

[ଭିଡ଼ିଓ]ଅଟୋ ଚାଳକଙ୍କ ମହାନତା, ପର୍ଯ୍ୟଟକଙ୍କୁ ଫେରାଇଲେ ହଜିଯାଇଥିବା ଟଙ୍କା

ପୁରୀ: ଅଟୋ ଚାଳକଙ୍କ ମହାନତା । ପର୍ଯ୍ୟଟକଙ୍କୁ ଫେରାଇଲେ ତାଙ୍କ ହଜିଯାଇଥିବା ଟଙ୍କା । ଏହିପରି ମାନବିକତାର ଚିତ୍ର ଆସିଛି ପୁରୀ ଜିଲ୍ଲାର ଦକ୍ଷିଣ ଦ୍ୱାର ପଟେ ଥିବା ଅଟୋ ଚାଳକ ସଂଘଙ୍କ ନିକଟରୁ । ଅଟୋ ଷ୍ଟାଣ୍ଡର ତନ୍ମୟ ସେଠୀ ଓ ଅନୁରାଧା ସାମନ୍ତରାୟ ଲୋଭର ବଶବର୍ତ୍ତୀ ନହୋଇ ଟଙ୍କା ଫେରାଇ…

କେମିତି ଭୋଟ୍‌ ଦେବେ କରୋନା ସଂକ୍ରମିତ ବ୍ୟକ୍ତି?

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ ସମେତ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରିଛନ୍ତି। କରୋନା ବିସ୍ଫୋରଣ ହେତୁ କୌଣସି ରାଜ୍ୟରେ ରାଲି ଏବଂ ରୋଡ୍ ସୋ ଆୟୋଜନ କରିବାକୁ ଅନୁମତି ମିଳିବ ନାହିଁ। ଏହା ବ୍ୟତୀତ ସର୍ବସାଧାରଣ ସ୍ଥାନରେ…

ବରୁଣ ଗାନ୍ଧୀ କରୋନା ପଜିଟିଭ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ବିଜେପି ସାଂସଦ ବରୁଣ ଗାନ୍ଧୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ରବିବାର ଦିନ ସୋସିଆଲ ମିଡିଆ ମାଧ୍ୟମରେ ବରୁଣ ନିଜେ ଏହି ସୂଚନା ଦେଇଛନ୍ତି। ତାଙ୍କଠାରେ କରୋନାର ଲକ୍ଷଣ ଦେଖାଯିବା ପରେ ତାଙ୍କର କରୋନା ରିପୋର୍ଟ ପିଜିଟିଭ ଆସିଥିବା କହିଛନ୍ତି ବରୁଣ। ବରୁଣ…

ମାସ୍କ ପିନ୍ଧିଲେ ହବନି ଲକ୍‌ଡାଉନ୍‌

ନୂଆଦିଲ୍ଲୀ: ରବିବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି କୋଭିଡ-୧୯ ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ ଲାଗୁ କରିବାରେ ସରକାରଙ୍କର କୌଣସି ଯୋଜନା ନାହିଁ। କେଜ୍ରିୱାଲ କହିଛନ୍ତି ଯେ, "ଆମେ ଲକଡାଉନ୍ ଲଗାଇବାକୁ ଚାହୁଁ ନାହୁଁ, ଯଦି ଆପଣ ମାସ୍କ…

[ଭିଡ଼ିଓ] ଦୁର୍ବଳ ଡ୍ୟାମ୍ ଯୋଗୁ ଏକର ଏକର ଫସଲ ନଷ୍ଟ, ଚିନ୍ତାରେ ଚାଷୀ

ନୂଆପଡ଼ା: ଚାଷୀ ମୁଣ୍ଡରେ ପଡ଼ିଛି ଚଡ଼କ । ନୂଆପଡ଼ା ଖଡ଼ିଆଳ ବଡ଼ମହେଶ୍ୱର ଚାଷୀ ଚିନ୍ତାରେ । ଦୁର୍ବଳ ତିଖାଲି ଡ୍ୟାମ୍ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଯୋଗୁ ଏକର ଏକର ଡାଲି ଜାତୀୟ ଫସଲ ନଷ୍ଟ ହୋଇଯାଇଛି । ନିମ୍ନମାନର କାମ ଯୋଗୁ କେନାଲ ଭାଙ୍ଗି ସବୁ ପାଣି ଚାଷ ଜମିରେ ପଶି ସମସ୍ତ ଫସଲ ନଷ୍ଟ ହୋଇଛି…

୮ଜଣ ଓମିକ୍ରନ ଆକ୍ରାନ୍ତଙ୍କ ଅନ୍ତର୍ଜାତୀୟ ଟ୍ରାଭେଲ ହିଷ୍ଟ୍ରି ରହିଛି: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ଗତକାଲି ରାଜ୍ୟରେ ଆଉ ୧୪ଜଣ ଓମିକ୍ରନ ଚିହ୍ନଟ ହୋଇଥିଲେ । ଏହି ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରେ ୮ଜଣଙ୍କ ଅନ୍ତର୍ଜାତୀୟ ଟ୍ରାଭେଲ ହିଷ୍ଟ୍ରି ରହିଛି । ୬ଜଣ ସ୍ଥାନୀୟ କେସର ବାହାରିଛନ୍ତି । ଆକ୍ରାନ୍ତଙ୍କ ସମ୍ପର୍କରେ ଅଧିକ ତଥ୍ୟ ପ୍ରଦାନ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ…

ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ କଟାପ୍ପା

ନୂଆଦିଲ୍ଲୀ: ବାହୁବଳୀ ଫେମ୍‌ ଆକ୍ଟର କଟାପ୍ପା ଅର୍ଥାତ୍‌ ଅଭିନେତା ସତ୍ୟରାଜ କରୋନା ସଂକ୍ରମିତ ହୋଇଛନ୍ତି। ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ଚେନ୍ନାଇର ଏକ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତିି କରାଯାଇଥିବା ଜଣାପଡ଼ିଛି। କରୋନା ହେବା ପରେ ସେ ଘରେ…

୧୧ ଥର ଟିକା ନେଇଥିବା ବୃଦ୍ଧଙ୍କ ବିରୋଧରେ ଏଫ୍‌ଆଇଆର୍‌

ପାଟନା: ନିକଟରେ ବିହାରର ଜଣେ ୮୪ ବର୍ଷୀୟ ବ୍ୟକ୍ତି ୧୧ ଥର କରୋନା ଟିକା ନେଇଥିବା ଦାବି କରିଥିଲେ। ଏହାପରେ ଘଟଣାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ବ୍ୟକ୍ତି ଜଣକ ହେଉଛନ୍ତି ବ୍ରହ୍ମଦେବ ମଣ୍ଡଳ। ତେବେ ବର୍ତ୍ତମାନ ଏହି ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି। ପୋଲିସ…