Latest Odisha News

BREAKING NEWS

ବନ୍ଦ ହେବ ତୁର୍କମେନିସ୍ତାନର ନର୍କର ଦ୍ୱାର !

ଅଶଗବାତ: ତୁର୍କମେନିସ୍ତାନର ପ୍ରମୁଖ ସ୍ଥାନ ତଥା ଏକ ପର୍ଯ୍ୟଟନ ସ୍ଥଳୀ ଭାବେ ବିବେଚିତ ଗେଟ୍ସ ଅଫ ହେଲ(ନର୍କର ଦ୍ୱାର)କୁ ସରକାର ବନ୍ଦ କରିବା ପାଇଁ ନିଷ୍ପତି ନେଇଛନ୍ତି । ଏହି ପ୍ରାକୃତିକ ଗ୍ୟାସ କ୍ରେଟର ଅସ୍ତିତ୍ୱ ଏଥର ସମାପ୍ତ ହେବ । ରାଜଧାନୀ ଅଶବବାତଠାରୁ ୧୬୦ ମାଇଲ ଦୂରରେ ଥିବା…

[ଭିଡ଼ିଓ] ଉଦ୍ଧାର ୨୦ ମତ୍ସ୍ୟଜୀବୀଙ୍କୁ ହସ୍ତାନ୍ତର କଲା ଭାରତୀୟ କୋଷ୍ଟଗାର୍ଡ

ପାରାଦ୍ଵୀପ : ପାରାଦ୍ଵୀପରୁ ବଙ୍ଗଳାଦେଶୀ ବୋଟ୍ ଓ ୨୦ ମତ୍ସ୍ୟଜୀବୀ ଉଦ୍ଧାର ଘଟଣା । ଘଟଣାରେ ସମସ୍ତ ୨୦ ମତ୍ସ୍ୟଜୀବୀଙ୍କୁ କୋଷ୍ଟଗାର୍ଡଙ୍କୁ ହସ୍ତାନ୍ତର କଲା ଭାରତୀୟ କୋଷ୍ଟଗାର୍ଡ । ଗତ ଡ଼ିସେମ୍ବର ୨୬ ତାରିଖରେ ସେମାନଙ୍କୁ  ଉଦ୍ଧାର କରିଥିଲେ ପାରାଦ୍ଵୀପର ମତ୍ସ୍ୟଜୀବୀ । ବୋଟ୍ ଖରାପ…

ଆରବ ସାଗରର ଭାରତୀୟ ସୀମାରେ ଧରାପଡିଲେ ୧୦ ପାକିସ୍ତାନୀ

ନୂଆଦିଲ୍ଲୀ: ଭାରତୀୟ ନୌସେନାକୁ ବଡ ସଫଳତା ମିଳିଛି । ଆରବସାଗରେ ଗସ୍ତ କରୁଥିବା ଭାରତୀୟ ଜାହଜ ଅଙ୍କିତ ଶନିବାର ରାତିରେ ଏକ ନୌକା ସମେତ ୧୦ଜଣ ପାକିସ୍ତାନୀ ନାଗରିକଙ୍କୁ ଧରିଛି । ଭାରତୀୟ ଜଳକ୍ଷେତ୍ରରେ ନୌକାଟି ପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିଲା । ଅଟକ ରଖାଯାଇଥିବା ବ୍ୟକ୍ତିମାନଙ୍କୁ…

ବାଲେଶ୍ୱରରେ ସମସ୍ତ ଧର୍ମାନୁଷ୍ଠାନ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ

ବାଲେଶ୍ୱର: ରାଜ୍ୟରେ ଦ୍ରୁତ ଗତିରେ ବଢ଼ୁଛି କରୋନା ସଂକ୍ରମଣ । ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୪୭୧୪ଜଣ କୋଭିଡ଼୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନାଇଟ୍ କର୍ଫ୍ୟୁ ଲାଗୁ କରିଛନ୍ତି । ବାଲେଶ୍ୱର ଜିଲ୍ଲାରେ ମଧ୍ୟ ୧୨୩ଜଣ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି ।…

ୱ, ଦ୍ରାବିଡଙ୍କ ରେକର୍ଡ ଭାଙ୍ଗିବେ କୋହଲି

କେପଟାଉନ: ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ୧୧ ଜାନୁୟାରୀରୁ କେପଟାଉନରେ ଖେଳାଯିବ । ଏହି ମ୍ୟାଚରେ ଷ୍ଟିଭ ୱ ଓ ରାହୁଲ ଦ୍ରାବିଡଙ୍କ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ରହିବେ କୋହଲି । ଏହି ମ୍ୟାଚରେ କୋହଲି ଆଉ ୧୪ ରନ ସଂଗ୍ରହ କଲେ ଦ୍ରାବିଡଙ୍କୁ ଅତିକ୍ରମ କରିବେ । ଦକ୍ଷିଣ…

‘ଭୁଲ୍‌ ଭୁଲେୟା ୨’ରେ ପୁଣି ଥରେ ମଞ୍ଜୁଲିକା ହେବେ ବିଦ୍ୟା!

ନୂଆଦିଲ୍ଲୀ: ୨୦୦୭ରେ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର 'ଭୁଲ୍‌ ଭୁଲେୟା' ବକ୍ସ ଅଫିସରେ ବେଶ୍‌ ସଫଳତା ହାସଲ କରିଥିଲା। ବର୍ତ୍ତମାନ ଖୁବ୍ ଶୀଘ୍ର ଦର୍ଶକ ଏହି ଚଳଚ୍ଚିତ୍ରର ସିକ୍ୱେଲ୍ ଦେଖିବାକୁ ପାଇବେ। 'ଭୁଲ୍‌ ଭୁଲେୟା ୨'ର ଚଳିତ ରିଲିଜ ହେବାକୁ ଯାଉଛି। ଯେଉଁଥିରେ କାର୍ତ୍ତିକ…

[ଭିଡିଓ] ବ୍ରାଜିଲରେ ଅଘଟଣ; ପାହାଡ଼ରୁ ଧସିଲା ପଥର, ୭ ମୃତ

ବ୍ରାଜିଲ୍: ଏମିତିବି ଆସିପାରେ ମୃତ୍ୟୁ । ଏହି ସଂସାରରେ ଯିଏ ଜନ୍ମ ନେଇଛି ତାକୁ ଦିନେ ନା ଦିନେ ମରିବାକୁ ପଡ଼ିଥାଏ । ମୃତ୍ୟୁ କେତେବେଳେ କାହା ପାଖକୁ କେଉଁ ରୂପରେ ଆସିବ ତାହା କାହାକୁ ଜଣାନଥାଏ । ଆପଣ ଅନେକ ସମସୟରେ ଅନେକ ପ୍ରକାରର ମୃତ୍ୟୁ ହୋଇଥିବା ଦେଖିଥିବେ । ଏଠିମଧ୍ୟ କିଛି ଅଦ୍ଭୁତ…

ଭୁୁବନେଶ୍ୱରରେ ଆଉ ୭ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ଭୁବନେଶ୍ୱର: ଭୁବନେଶ୍ୱର ଆଉ ୭ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ବଢ଼ୁଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି କଣ୍ଟେନମେଣ୍ଟ ଜୋନ୍ । ବିଏମସି ପକ୍ଷରୁ ଭୁବନେଶ୍ୱର ଦକ୍ଷିଣ ପୂର୍ବ ଜୋନର ଏହି ୭ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇଛି । କଣ୍ଟେନମେଣ୍ଟ…

ପ୍ରେମ୍‌ ଆନନ୍ଦ ଗଜଲ ସଂଧ୍ୟାରେ ଯୋଗଦେବେ ବଲିଉଡ୍‌ ଗୀତିକାର ସମୀର

ଭୁବନେଶ୍ବର: ରାଜ୍ୟର ପ୍ରତିଷ୍ଠିତ ସଂଗୀତ ନିର୍ଦ୍ଦେଶକ ପ୍ରେମ୍‌ ଆନନ୍ଦଙ୍କ ଲିଖିତ ଓ ନିର୍ଦ୍ଦେଶିତ ୮ଟି ମନଛୁଆଁ ଗଜଲଧର୍ମୀ ସଂଗୀତକୁ ନେଇ ଓଡ଼ିଆ ମିଡିଆ ପକ୍ଷରୁ ଆସନ୍ତା ୧୦ ତାରିଖରେ ଆୟୋଜିତ ହେଉଛି "ପ୍ରେମ୍‌ ଆନନ୍ଦ ଗଜଲ ସଂଧ୍ୟା ୨୦୨୨"। ରବୀନ୍ଦ୍ର ମଣ୍ଡପ ପରିସରରେ ଆୟାଜିତ ହେବାକୁ ଥିବା…

ଘରୋଇ ଇଞ୍ଜିନିୟରିଂ କଲେଜରୁ ୪୬ ଛାତ୍ର କରୋନା ପଜିଟିଭ୍

ରାୟଗଡ଼ା: ଘରୋଇ ଇଞ୍ଜିନିୟରିଂ କଲେଜରେ କରୋନା ବିସ୍ଫୋରଣ । ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଭୁଜବଳସ୍ଥିତ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଏକାଥରକେ ୪୬ଜଣ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସୂଚନା ଅନୁସାରେ, ୩ଶହ ଜଣ ଛାତ୍ରଛାତ୍ରୀଙ୍କ କୋଭିଡ଼ ପରୀକ୍ଷା କରାଯାଇଥିଲା । ଏଥିମଧ୍ୟରୁ…