Latest Odisha News

BREAKING NEWS

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା

ଭୁବନେଶ୍ୱର: ୨୦୨୨ମସିହା ପାଇଁ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା । ଭୋଟର ତାଲିକା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ଭୋଟର ତାଲିକାରେ ୯ ଲକ୍ଷ ୫୦ହଜାର ୭୮୯ ନୂଆ ଭୋଟର ସାମିଲ ହେଲେ । ନୂଆ ତାଲିକାରୁ ୩ଲକ୍ଷ ୪୪ହଜାର ୯୪୪ଜଣଙ୍କୁ ବାଦ୍ ଦିଆଯାଇଛି । ରାଜ୍ୟରେ…

୨୦୨୨ ମହିଳା ବିଶ୍ୱକପ କ୍ରିକେଟ: ମିତାଲୀଙ୍କ ନେତୃତ୍ୱରେ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡରେ ହେବାକୁ ଥିବା ଆଇସିସି ମହିଳା ବିଶ୍ୱକପ କ୍ରିକେଟ ପାଇଁ ମିତାଲି ରାଜଙ୍କ ନେତୃତ୍ୱରେ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ହରମନପ୍ରୀତ କୌରଙ୍କୁ ଉପ ଅଧିନାୟକ ନିଯୁକ୍ତ କରାଯାଇଛି । ଜେମିମା ରୋଡ୍ରିଗ୍ୟୁସ, ଶିଖା ପାଣ୍ଡେ, ରାଧା ଯାଦବ ଓ ବେଦା…

ରାଜଧାନୀରେ ଏବେ ଲକ୍‌ଡାଉନ୍‌ର ଆବଶ୍ୟକତା ନାହିଁ; ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ କୋଭିଡ-୧୯ ମାମଲା ବଢିବା ସହ ଦିଲ୍ଲୀରେ ଲକ୍‌ଡାଉନ୍‌ ଲାଗୁ କରିବା ନେଇ ବର୍ତ୍ତମାନ କୌଣସି ଯୋଜନା ନଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ। ଗଣମାଧ୍ୟମକୁ ସମ୍ବୋଧିତ କରି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ରାଜଧାନୀ ବାସିନ୍ଦା…

[ଭିଡ଼ିଓ]ବ୍ୟାଟେରୀ ବାଇକ ସୋରୁମରେ ନିଆଁ, ୨୦ଟି ଇ-ବାଇକ୍ ଓ ଅନ୍ୟାନ୍ୟ ସାମଗ୍ରୀ ପୋଡ଼ି ନଷ୍ଟ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁରରେ ରହିଥିବା ସତ୍ୟନାରାୟଣ ମୋଟର୍ସରେ ଅଗ୍ନିକାଣ୍ଡ । ନିଆଁ ଲାଗି ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ଜଣାପଡ଼ିଛି । ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ସୋ ରୁମ୍…

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ଉଲ୍ଲଘଂନ; ଆସନ୍ତାକାଲି ସୁପ୍ରିମକୋର୍ଟରେ ହୋଇପାରେ ଶୁଣାଣି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥା ଉଲ୍ଲଘଂନ ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ପଞ୍ଜାବର ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ସର୍ବୋଚ୍ଚ ସୁରକ୍ଷା ବ୍ୟବସ୍ଥା ବାଧ୍ୟତାମୂଳକ ଥିଲା। ସୁପ୍ରିମକୋର୍ଟରେ…

କରୋନା ସଂକ୍ରମଣ ବୃଦ୍ଧି ନେଇ ବରଗଡରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ

ବରଗଡ : ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି ।ଏହାକୁ ନେଇ ବରଗଡ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଡିଅ।ରଡିଏ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କୋଭିଡର ସ୍ଥିତି ସମୀକ୍ଷା କରାଯିବା ସହ କୋଭିଡ ପରିଚାଳନାକୁ ନେଇ ଆଲୋଚନା କରାଯାଇଥିଲା । ବ୍ଲକ…

୩ ବର୍ଷ ପରେ ବଲିଉଡ୍‌ରେ ଧମାକାଦାର ଏଣ୍ଟ୍ରି କରିବେ ଅନୁଷ୍କା

ମୁମ୍ବାଇ: ନୂଆ ବର୍ଷରେ ଧମାକାଦାର ଏଣ୍ଟ୍ରି କରିବେ ଅନୁଷ୍କା। ଅନୁଷ୍କା ଶର୍ମାଙ୍କ ପ୍ରଶଂସକଙ୍କ ଲାଗି ଖୁସି ଖବର। ଆପଣ ଖୁବ୍ ଶୀଘ୍ର ତାଙ୍କୁ ଝୁଲନ୍ ଗୋସ୍ୱାମୀଙ୍କ ଭୂମିକାରେ ବଡ଼ ପରଦାରେ ଦେଖିବାକୁ ପାଇବେ। ଖୁବ ଶୀଘ୍ର ଝଲନ୍‌ଙ୍କ ବାୟ‌ୋପିକ୍‌ର ସୁଟିଂ ଆରମ୍ଭ ହେବ। ତେବେ ଏହି ଚଳଚ୍ଚିତ୍ର…

ଭୁବନେଶ୍ୱରରେ ବଢୁଛି କଣ୍ଟେନମେଣ୍ଟ ଜୋନ୍

ଭୁବନେଶ୍ୱର: ବଢୁଛି କରୋନା ସଂକ୍ରମଣ । ତାସହ ବଢୁଛି କଟକଣା । ଭୁବନେଶ୍ୱରରେ ଆଉ ୪ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ଭୁବନେଶ୍ୱର ମହାନଗର ନିଗମ । ନୟାପଲ୍ଲୀ ଓ ଭୀମପୁରର ଗୋଟିଏ ଲେଖାଏ ସ୍ଥାନକୁ କଣ୍ଟେନମେଣ୍ଟ କରାଯାଇଛି । ସେହିପରି ଶ୍ରୀକ୍ଷେତ୍ର ବିହାରରେ ଦୁଇଟି ଅଞ୍ଚଳକୁ…

ସଡ଼କ ଦୁର୍ଘଟଣାରେ ଦୁଇ ଗୁରୁତର, ଘଟଣାସ୍ଥଳରେ ଉତ୍ତେଜନା

ସୋନପୁର: ସୁବର୍ଣ୍ଣପୁର ସଦର ବୁଢ଼ାରଜା ଛକରେ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ୨ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ଦୁଇ ଗୁରୁତର ବ୍ୟକ୍ତିଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏନେଇ ଘଟଣା ସ୍ଥଳରେ ଉତ୍ତେଜନା ଲାଗିରହିଛି । କାରକୁ ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ ।

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ଉଲ୍ଲଂଘନ; ଯାଞ୍ଚ ପାଇଁ ଉଚ୍ଚ ସ୍ବତନ୍ତ୍ର କମିଟି ଗଠନ କଲେ ପଞ୍ଜାବ ସରକାର

ଚଣ୍ଡିଗଡ଼: ପଞ୍ଜାବ ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥାର ଉଲ୍ଲଘଂନ ଅଭାବର ଯାଞ୍ଚ ପାଇଁ ପଞ୍ଜାବ ସିଏମ୍‌ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିଛନ୍ତି। ଖବର ଅନୁଯାୟୀ ଆସନ୍ତା ତିନି ଦିନ ମଧ୍ୟରେ ଏହି କମିଟି ଏହାର ରିପୋର୍ଟ ଦାଖଲ କରିବ। ରିପୋର୍ଟ…