Latest Odisha News

BREAKING NEWS

ଆମେରିକାରେ ପହଂଚିଲା ଫ୍ଲୁରୋନା, ଜାଣନ୍ତୁ କ’ଣ ରହିଛି ଏହାର ଲକ୍ଷଣ ?

ଭୁବନେଶ୍ୱର: ଲସ୍ ଏଂଜେଲିସରେ ଚିହ୍ନଟ ହେଲା ପ୍ରଥମ ଫ୍ଲୁରୋନା ଭୂତାଣୁ ସଂକ୍ରମିତ । ମେକ୍ସିକୋ ବୁଲି ଯାଇଥିବା ଗୋଟିଏ ପରିବାରର ଶିଶୁ ନିକଟରେ ଏହି ଭୂତାଣୁ ଠାବ ହୋଇଥିବା ଆମେରିକୀୟ ସ୍ୱାସ୍ଥ୍ୟ ଅଧିକାରୀ ପ୍ରକାଶ କରିଛନ୍ତି । କେତେ ଜାଣିଛନ୍ତି ଫ୍ଲୁରୋନା ବିଷୟରେ ? ଫ୍ଲୁ ଓ କରୋନା…

ଭିଏତନାମରୁ ଚୀନ ଆସିଥିବା ଡ୍ରାଗନ ଫଳରେ କରୋନା ଭାଇରସ

ବେଜିଂ:ଭିଏତନାମରୁ ଚୀନ ବଜାରକୁ ଆସିଥିବା ଡ୍ରାଗନ ଫଲରେ କରୋନା ଭାଇରସ ମିଳିଛି । ଏହି ଖବର ପ୍ରସାରିତ ହେବା ପରେ ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରି ଦେଶର ସମସ୍ତ ସୁପରମାର୍କେଟକୁ ବନ୍ଦ କରି ଦିଆଯାଇଛି । ଖାଦ୍ୟ, ପଦାର୍ଥରୁ କରୋନା ବ୍ୟାପିବା ନେଇ କୌଣସି ପ୍ରମାଣ ମିଳି ନ ଥିବାରୁ…

୩ ବର୍ଷ ଧଳା କୁମ୍ଭୀରର ହେଲା ନାମକରଣ: ‘ଶ୍ୱେତା’ ପାଲଟିବ ମୁଖ୍ୟ ଆକର୍ଷଣ

ଭୁବନେଶ୍ୱର: ୩ ବର୍ଷ ଧଳା କୁମ୍ଭୀରର ହେଲା ନାମକରଣ । ଭିତରକନିକା ଜାତୀୟ ଉଦ୍ୟାନରେ ଥିବା ଏକ ଅଢେଇ ଫୁଟ ଲମ୍ବ ଧଳା କୁମ୍ଭୀରର ନାମକରଣ କରାଯାଇଛି । ଡ଼ାଙ୍ଗମାଳ କୁମ୍ଭୀର ଗାବେଷଣା ଓ ସଂରକ୍ଷଣ କେନ୍ଦ୍ରରେ ଥିବା ୩ ବର୍ଷର ଧଳା କୁମ୍ଭିରର ନାଁ 'ଶ୍ୱେତା' ବୋଲି ରଖାଯାଇଛି । ପୂର୍ବରୁ ଧଳା…

କଟକରେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ କଟକ ସହର ପାଇଁ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ଲୋକାର୍ପଣ କରିଛନ୍ତି।ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିବା ପାନୀୟ ଜଳ କାର୍ଯ୍ୟକ୍ରମ ଦ୍ବାରା କଟକ ସହରର ସବୁ ପରିବାର ୨୪ ଘଣ୍ଟିଆ ପାଇପ ପାଣିର…

ବଲାଙ୍ଗୀରରେ ରାଜ୍ୟର ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ

ବଲାଙ୍ଗୀର: ବଲାଙ୍ଗୀରରେ ରାଜ୍ୟର ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ଘଟଣାକୁ ନେଇ ସାରା ବଲାଙ୍ଗୀର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି। ମୃତ୍ୟୁର ଦଶ ଦିନ ପରେ ଆସିଲା ଓମିକ୍ରନ ଟେଷ୍ଟିଂ ରିପୋର୍ଟ। ଗତ ଡିସେମ୍ୱର ୨୦ ତାରିଖ…

ଓମିକ୍ରନ୍ ବିରୁଦ୍ଧରେ କପଡା ମାସ୍କ କେତେ ପ୍ରଭାବଶାଳୀ?

ନୂଆଦିଲ୍ଲୀ: ଓମିକ୍ରନ୍ ଆତଙ୍କ ମଧ୍ୟରେ କରୋନାର ତୃତୀୟ ତରଙ୍ଗ ଭାରତ ଛୁଇଁଥିବା ଆଶଙ୍କା କରାଯାଉଛି। ଆଜି ୯୦ ହଜାରରୁ ଅଧିକ ମାମଲା ରିପୋର୍ଟ ହୋଇଛି। ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ବୈଜ୍ଞାନିକମାନେ ମତ ଦେଇଛନ୍ତି ଯେ କପଡା ମାସ୍କଗୁଡ଼ିକ ଓମିକ୍ରନ୍ ସଂକ୍ରମଣକୁ ରୋକିପାରିବ ନାହିଁ। କିନ୍ତୁ…

ରାସ୍ତା ନଥିବାରୁ ଗାଁରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଚାଲିଗଲା ପ୍ରସୂତିଙ୍କ ଜୀବନ

ସୁନ୍ଦରଗଡ଼: ରାସ୍ତା ନ ଥିବାରୁ ଗାଁରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ପ୍ରସବ ପରେ ଯନ୍ତ୍ରଣାରେ ଛଟପଟ ହୋଇ ଚାଲିଗଲା ପ୍ରସୂତିଙ୍କ ଜୀବନ। ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ତଲସେରା ପାତ୍ରାଟୋଲି ବସ୍ତିରେ ଘଟିଛି ଏହି ଘଟଣା । ପ୍ରସବ ବେଦନା ହେବାରୁ ପରିବାର ଲୋକଙ୍କ ପକ୍ଷରୁ ସ୍ଥାନୀୟ…

ଆସନ୍ତା ୧୦ତାରିଖରୁ ବୟସ୍କ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ବୁଷ୍ଟର ଡୋଜ ଦିଆଯିବ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ଦେଶରେ ଓମିକ୍ରନ ଓ କରୋନା ସଂକ୍ରମଣ ବୃଦ୍ଧି ହେବାରେ ଲାଗିଛି । ଜିଲ୍ଲାରେ ମଧ୍ୟ ଓମିକ୍ରନ ଉପସ୍ଥିତି ଦେଖା ଦେଲାଣି ।ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ଟିକା କରଣ ଓ ସର୍ଭିଲାନ୍ସ ଜାରି ରହିଛି । ଆଇସିୟୁ ବେଡ୍ ବଢାଇବା ପାଇଁ ବ୍ୟବସ୍ଥା…

ମୋଦୀଙ୍କ ଦୀର୍ଘ ଜୀବନ ପାଇଁ ମହାମୃତ୍ୟୁଞ୍ଜୟ ଜପ କରିବେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ

ଭୋପାଳ: ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥା ଉଲ୍ଲଂଘନର ଗୋଟିଏ ଦିନ ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ତାଙ୍କ ଦୀର୍ଘ ଜୀବନ ପାଇଁ ମହାମୃତ୍ୟୁଞ୍ଜୟ ଜପ କରିବେ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଜୀବନ ଏବଂ ସୁରକ୍ଷା…

ଦିବ୍ୟାଙ୍ଗ ଭୂମିକାରେ ନଜର ଆସିବେ ରାଜ କୁମାର

ନୂଆଦିଲ୍ଲୀ: ରାଜକୁମାର ରାଓ ତାଙ୍କ କ୍ୟାରିୟରରେ ଆଉ ଏକ ଚ୍ୟାଲେଞ୍ଜିଂ ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛନ୍ତି। ତାଙ୍କର ଆଗାମୀ ଚଳଚ୍ଚିତ୍ରରେ ସେ ଦୃଷ୍ଟିହୀନ ଶିଳ୍ପପତି ଶ୍ରୀକାନ୍ତ ବୋଲା ଭୂମିକାରେ ଅବତୀର୍ଣ୍ଣ ହେବେ। ଏହାର ନିର୍ଦ୍ଦେଶନା ଦେଇଛନ୍ତି ତୁଷାର ହିରାନନ୍ଦାନୀ। ଶ୍ରୀକାନ୍ତ…