Latest Odisha News

BREAKING NEWS

ଅଷ୍ଟ୍ରେଲିଆନ ଓପନ ଟେନିସ: ଭ୍ୟାକ୍ସିନ ସାର୍ଟିଫିକେଟ ନ ଥିବାରୁ ରଦ୍ଦ ହେଲା ଜୋକୋଭିଚଙ୍କ ଭିସା

ମେଲବୋର୍ଣ୍ଣ: ୧୭ ଜାନୁୟାରୀରୁ ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଂଟ ଆରମ୍ଭ ହେବାକୁ ଯାଉଛି । ଏହି ଟୁର୍ଣ୍ଣାଂମେଟ ପାଇଁ କଡା କରୋନା କଟକଣା ନିୟମ ଲାଗୁ କରାଯାଇଛି । ସର୍ବିୟାର ଷ୍ଟାର ଖେଳାଳି ନୋଭାକ ଜୋକୋଭିଚ ଭ୍ୟାକ୍ସିନ ସାର୍ଟିଫିକେଟ ନ ଦେଖାଇ ପାରିବାରୁ ତାଙ୍କ ଭିସା ରଦ୍ଦ…

ପୁଣି ଘୁଞ୍ଚିଲା ଗ୍ରାମୀ ଆୱାର୍ଡ ୨୦୨୨

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବଢିଚାଲିଛି କରୋନା। ଓମିକ୍ରନ୍ ଭାରିଆଣ୍ଟର ବିପଦକୁ ଦୃଷ୍ଟିରେ ରଖି ଗ୍ରାମୀ ଆୱାର୍ଡ ୨୦୨୨ କୁ ସ୍ଥଗିତ ରଖାଯାଇଛି। ପୁରସ୍କାର ସମାରୋହ ୩୧ ଜାନୁୟାରୀ ୨୦୨୨ରେ ଲସ୍ ଆଞ୍ଜେଲ୍ସର କ୍ରିପ୍ଟୋ କମ ଆରେନାରେ ଅନୁଷ୍ଠିତ ହେବାର ଥିଲା। ଯାହା ବର୍ତ୍ତମାନ…

୨ଟି କଲରା ପତରିଆ ବାଘ ଛାଲ ଜବତ, ୨ ଅଭିଯୁକ୍ତ ଗିରଫ

ବାରିପଦା: ଡିଲ୍ ବେଳେ ମାଡ଼ି ବସିଲା ଏସଟିଏଫ୍ । ଧରା ପଡ଼ିଲା ବାଘ ଛାଲ ବେପାର । ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ଅନ୍ତର୍ଗତ ଏସସିବି ଜୁନିଅର୍ କଲେଜ ନିକଟରୁ ବାଘ ଛାଲ ବିକ୍ରି ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ପାଖରୁ ଜବତ ହୋଇଛି ୨ଟି କଲରା ପତରିଆ ବାଘ ଛାଲ । ବିଶେଷ…

ଦିଲୀପ ରାୟ କରୋନା ସଂକ୍ରମିତ

ଭୁବନେଶ୍ୱର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ କରୋନା ସଂକ୍ରମିତ । ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଟ୍ୱିଟ୍ କରି ନିଜେ ଏହି ସୂଚନା ଦେଇଛନ୍ତି ଦିଲୀପ ରାୟ । ତାଙ୍କ ପାଖରେ ସାମାନ୍ୟ ଲକ୍ଷଣ ଦେଖାଦେଇଛି । ଡାକ୍ତରଙ୍କ ପରମର୍ଶରେ ସଂଗରୋଧରେ ଅଛନ୍ତି ଦିଲୀପ ରାୟ । ଏଥିସହ…

କଠୋର ‌ହେବ ଇସିଙ୍କ ନିୟମ; ଉଲ୍ଲଘଂନ କଲେ ବ୍ୟାନ୍‌ ହୋଇପାରେ ନିର୍ବାଚନୀ ପ୍ରଚାର

ନୂଆଦିଲ୍ଲୀ: ଚଳିତ ବର୍ଷ ଉତ୍ତରପ୍ରଦେଶ ଏବଂ ପଞ୍ଜାବ ସମେତ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତର ନିର୍ବାଚନ ଆୟୋଗ କୋଭିଡ-୧୯ ନିର୍ଦ୍ଦେଶାବଳୀକୁ କଡାକଡି କରିବାକୁ ପ୍ରସ୍ତୁତ ହେଉଛି। ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ,…

୨୬ ରାଜ୍ୟରେ ପଶିଲାଣି ଓମିକ୍ରନ୍, ମହାରାଷ୍ଟ୍ର ଓ ଦିଲ୍ଲୀରୁ ସର୍ବାଧିକ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କାୟା ମେଲାଇ ଚାଲିଛି ଓମିକ୍ରନ୍ । ୨୬ ରାଜ୍ୟରେ ପଶିଲାଣି । ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୬ଶହ ୩୦ । ମହାରାଷ୍ଟ୍ର ଓ ଦିଲ୍ଲୀରେ ପାଖାପାଖି ଅଧା ନୂଆ ଭାରିଆଣ୍ଟ କେସ୍ ରହିଛି । ମହାରାଷ୍ଟ୍ରରୁ…

[ଭିଡ଼ିଓ]ନବରଙ୍ଗପୁରରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ନବରଙ୍ଗପୁର: ରାଜ୍ୟରେ ଦିନକୁ ଦିନ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଯାହାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ଏହି ମଧ୍ୟରେ ନବରଙ୍ଗପୁର ସହରରେ ଚିହ୍ନଟ ହେଲେ ପ୍ରଥମ ଓମିକ୍ରନ ଆକ୍ରାନ୍ତ । ମ୍ୟୁନିସିପାଲଟି ଅଞ୍ଚଳର ୧୩ନମ୍ବର ୱାର୍ଡ଼ରୁ ଆକ୍ରାନ୍ତ ଜଣକ ଚିହ୍ନଟ ହୋଇଥିବା…

ପୁଣି ସ୍ୱାମୀ ରାଜଙ୍କୁ ନେଇ ଟ୍ରୋଲ ହେଲେ ଶିଳ୍ପା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ସହ ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ଉଭୟ ମହାରାଷ୍ଟ୍ରର ଶିରିଡି ସାଇ ବାବାଙ୍କ ମନ୍ଦିର ପରିଦର୍ଶନ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ଦମ୍ପତି ସାଇ ବାବାଙ୍କ…

ଦିଲ୍ଲୀ ଲାଜପତ ରାୟ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଜଳିଗଲା ଦିଲ୍ଲୀ ଚାନ୍ଦନୀଚୌକରେ ଥିବା ଲାଜପତ ରାୟ ମାର୍କେଟ । ସକାଳୁ ସକାଳୁ ଅଗ୍ନିକାଣ୍ଡ ହୋଇଥିଲା । ନିଆଁରେ ଛାରଖାର ହୋଇଯାଇଛି ବହୁ ଦୋକାନ ଘର । ଲକ୍ଷାଧିକ ଟଙ୍କା ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି । ପ୍ରଥମେ ଗୋଟିଏ ଦୋକାନରୁ ନିଆଁ ବାହାରିଥିଲା । ପରେ ଚାରିଆଡ଼େ ମାଡ଼ି…

ରାଜ କୁମାରଙ୍କ ନାଁରେ ୩ କୋଟି ଠକେଇ ଯୋଜନା; ଠକାମିରୁ ସତର୍କ ରହିବାକୁ ଚେତାବନୀ ଦେଲେ ରାଜ

ନୂଆଦିଲ୍ଲୀ: ଏକ ନକଲି ଇମେଲ ବିଷୟରେ ବଲିଉଡ ଅଭିନେତା ରାଜକୁମାର ରାଓ ଚେତାବନୀ ଦେଇଛନ୍ତି। ୩ କୋଟି ଟଙ୍କା ଆଦାୟ ପାଇଁ ଅଭିନେତାଙ୍କ ନାମ ବ୍ୟବହାର କରି ଏହି ମେଲ ପଠାଯାଇଛି। ଲୋକଙ୍କୁ ଏ ବିଷୟରେ ସଚେତନ କରାଇ ରାଜକୁମାର ସୋସିଆଲ୍‌ ମିଡିଆରେ ଏହି ମେଲର ସ୍କ୍ରିନସଟ ସେୟାର କରିଛନ୍ତି। ଯାହା…