Latest Odisha News

BREAKING NEWS

କରୋନା କବଳରେ କୋଲକାତା, ୮୦ ପୋଲିସ କର୍ମଚାରୀ ସଂକ୍ରମିତ

ଭୁବନେଶ୍ୱର: କୋଲକାତାରେ କରୋନା ଖେଳୁଛି ମୃତ୍ୟୁର ଖେଳ । ଗତକାଲି ଶତାଧିକ ଡାକ୍ତର କରୋନାରେ ସଂକ୍ରମିତ ହୋଇଥିବା ଖବର ଚାଂଚଲ୍ୟ ସୃଷ୍ଟି କରିଥିଲା । ଆଜି ଅତ୍ୟଧିକ ସଂଖ୍ୟାରେ ପୋଲିସ କର୍ମଚାରୀ କରୋନାରେ ସଂକ୍ରମିତ ହେବା ଘଟଣା ପଶ୍ଚିମବଙ୍ଗ ପ୍ରଶାସନକୁ ଚିନ୍ତାରେ ପକାଇଛି । କରୋନା କବଳରେ…

ଓମିକ୍ରନ ମୂଷା ମାଧ୍ୟମରେ ମଣିଷ ଶରୀରରେ ପଂହଚିଛି : ଚୀନ ବୈଜ୍ଞାନିକ

ବେଜିଂ: କରୋନା ମହାମାରୀର ନୂତନ ଭ୍ୟାରିଆଂଟ ଓମିକ୍ରନ ଏବେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହା ଚୀନର ରିସର୍ଚ୍ଚ ସାଇନ୍ସ ଡାଇରେକ୍ଟ ଜର୍ଣ୍ଣାଲରେ ପ୍ରକାଶ ପାଇଛି । ଗବେଷକମାନେ ଗବେଷଣା କରି କହିଛନ୍ତି ଯେ, ଓମିକ୍ରନ ମୂଷାଙ୍କ ଶରୀରରେ ମ୍ୟୁଟେଟ ହୋଇ ମଣିଷ ପାଖକୁ ଆସିଛି । ଏହାକୁ ହୋଷ୍ଟ…

୧୦ ଦିନ ମଧ୍ୟରେ ସରକାରୀ, ବେସରକାରୀ ଓ କୋଭିଡ ହସ୍‌ପିଟାଲ ପ୍ରସ୍ତୁତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର : ରାଜ୍ୟରେ କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ରାଜ୍ୟର ବିଭିନ୍ନ ବିଭାଗର ମୁଖ୍ୟ ପଦାଧିକାରୀ ଓ ଜିଲ୍ଲାପାଳଙ୍କ ସହିତ କୋଭିଡ ମୁକାବିଲା ସଂପର୍କରେ ସମୀକ୍ଷା କରି କୋଭିଡ ପ୍ରସ୍ତୁତିକୁ ତ୍ବରାନ୍ବିତ କରିବାକୁ…

ଓଡ଼ିଶାର ୭ଟି ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆସନ୍ତା ୩ ଦିନ ପାଇଁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଘନ କୁହୁଡ଼ି ହେବାର ସତର୍କ ସୂଚନା ଜାରି କରାଯାଇଛି । ଏନେଇ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଗଜପତି ଏବଂ ଗଞ୍ଜାମ ଜିଲ୍ଲା…

ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ମାର୍କେଟ୍ ବିଲ୍ଡିଂ

ଭୁବନେଶ୍ବର : ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ମାର୍କେଟ୍ ବିଲ୍ଡିଂ । ଉଠା ଦୋକାନୀଙ୍କୁ ଉଠାଇବା ଦାବିରେ ଭୁବନେଶ୍ବର ୟୁନିଟ୍-୨ ମାର୍କେଟ୍ ବିଲ୍ଡିଂକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯାଇଛି । ଜଣେ ଉଠାଦୋକାନୀ ମାର୍କେଟ୍ ବିଲ୍ଡିଂରେ ଥିବା ଜଣେ ଦୋକାନୀଙ୍କୁ ଧମକ ଦେଇଥିଲେ ।…

ଆଇପିଏଲକୁ ଫେରିବା ସଙ୍କେତ ଦେଲେ ଡିଭିଲର୍ସ !

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଏବି ଡିଭିଲର୍ସ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବା ପରେ ପ୍ରଶଂସକମାନେ ନିରାଶ ହୋଇ ପଡିଥିଲେ । ତେବେ ଆଜି ବିଶ୍ୱର ଏହି ମହାନ ଖେଳାଳି ପରୋକ୍ଷରେ ଆଇପିଏଲ ଓ ଆରସିବିକୁ ଫେରିବା ନେଇ ସଙ୍କେତ ଦେଇଛନ୍ତି । ସଣ୍ଡେ ଟାଇମ୍ସକୁ…

ତପସ୍ୱିନୀ ଘରେ ରହିବା ନେଇ ଖୁସି ନାହାନ୍ତି ସୁମିତ, ହାଇକୋର୍ଟ ଯିବେ ସୁମିତ

ବ୍ରହ୍ମପୁର : ତପସ୍ୱିନୀ ଓ ସୁମିତ ମାମାଲାରେ କୋର୍ଟର ରାୟ ଆସିବା ପରେ ଖୁସି ନାହାଁନ୍ତି ଡକ୍ଟର ସୁମିତ । ଏନେଇ ସୁମିତଙ୍କ ଓକିଲ ସୂଚନା ସୂଚନା ଦେଇଛନ୍ତି । ଜିଲ୍ଲା କୋର୍ଟରେ ରାୟ ବିରୋଧରେ ସୁମିତ୍ ହାଇକୋର୍ଟ ଯିବେ ବୋଲି ଜଣାପଡିଛି । ୪୪ ଦିନ ଧରି ତପସ୍ୱିନୀ ଧାରଣାରେ ବସିବା ପରେ…

ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି, ୧୦ରେ ସର୍ବଦଳୀୟ ବୈଠକ ଡାକିଲେ ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନ ଲାଗି ପ୍ରସ୍ତୁତି । ଖୁବଶୀଘ୍ର ଘୋଷଣା ହୋଇପାରେ ନିର୍ବାଚନ ତାରିଖ । କିନ୍ତୁ ଏହା ପୂର୍ବରୁ ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଆସନ୍ତା ୧୦ ତାରିଖରେ ବସିବ ସର୍ବଦଳୀୟ ବୈଠକ । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରକାଶ…

ରାଜ୍ୟ ସରକାର ଉଠାଇବେ ଉଷୁନା ଚାଉଳ

ଭୁବନେଶ୍ବର : ଖରିଫ ମାର୍କେଟିଂ ୨୦୨୧-୨୨ର ଗାଇଡଲାଇନ ସଂଶୋଧନ କରିଛି ଯୋଗାଣ ନିଗମ । ଗତବର୍ଷ ପରି ଚଳିତ ଖରିଫ ଋତୁରେ ମଧ୍ୟ କେନ୍ଦ୍ର ସରକାର ଉଷୁନା ଚାଉଳ ଉଠାଇବାକୁ ମନା କରିଛନ୍ତି । ତେଣୁ ନିଜ ମିଲରଙ୍କ ଦ୍ବାରା ଉଷୁନା ଚାଉଳ ଉଠାଇବାକୁ ନୀତି ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର ।…

କରଡ଼ା ଘାଟିରେ ୭୦ଫୁଟ୍ ତଳକୁ ଖସିଲା କାର, ୩ମୃତ୍ୟୁ ଓ ୬ଜଣ ଆହତ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ କରଡ଼ା ଘାଟିରେ ଦୁର୍ଘଟଣା । ପିକନିକ୍ ପାଇଁ ଯାଉଥିବାବେଳେ ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା କାର୍ । ଆଜି ଅପରାହ୍ନରେ ଘଟିଛି ଏହିଭଳି ଦୁର୍ଘଟଣା । ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୬ଜଣ ଗୁରୁତର ଆହତ ହୋଇଛନ୍ତି ।…