Latest Odisha News

BREAKING NEWS

ଚିଲିକାକୁ ଏବର୍ଷ ଆସିଛନ୍ତି ଲକ୍ଷେ କମ୍ ପକ୍ଷୀ

ବାଣପୁର(ଖୋର୍ଦ୍ଧା): ଚଳିତବର୍ଷ ଚିଲିକାରେ କମିଛି ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା । ଗତବର୍ଷ ଅପେକ୍ଷା ଏବର୍ଷ ପାଖାପାଖି ଲକ୍ଷେ କମ୍ ପକ୍ଷୀ ଆସିଛନ୍ତି । ଗତକାଲି ଗଣନାରୁ ଏହି ତଥ୍ୟ ସାମନାକୁ ଆସିଛି । ଏବର୍ଷ ଚିଲିକାରେ ମୋଟ୍ ୧୦ ଲକ୍ଷ ୭୪ ହଜାର ୧୭୩ଟି ପକ୍ଷୀ ଥିବା ଗଣନାକୁ ଜଣାପଡିଛି ।…

ମାର୍କେଟ ବିଲ୍ଡିଂ ବନ୍ଦ, ଆଜି ବିଏମସି ଓ ବ୍ୟବସାୟୀ ସଂଘ ମଧ୍ୟରେ ଆଲୋଚନା

ଭୁବନେଶ୍ୱର: ବ୍ୟବସାୟୀ ସଂଘ ଓ ଉଠାଦୋକାନୀଙ୍କ ବିବାଦ ମଧ୍ୟରେ ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ବନ୍ଦ ହେଲା । ଆଜି ୧୧ଟାରେ ବ୍ୟବସାୟୀ ସଂଘ, ବିଏମସି ଅଧିକାରୀ ଓ ପୋଲିସ ମଧ୍ୟରେ ଆଲୋଚନା ହେବ । ଏହାପରେ ମାର୍କେଟ ବିଲ୍ଡିଂ ଖୋଲିବ କି ନାହିଁ ନିଷ୍ପତ୍ତି ନିଆଯିବ । ଉଠାଦୋକାନୀଙ୍କ ଦୌରାତ୍ମ୍ୟ…

ଦେଶରେ ୫୦ ହଜାର ଟପିଲା ଦୈନିକ କରୋନା ସଂକ୍ରମଣ, ମୃତ୍ୟୁସଂଖ୍ୟା ୫୩୪

ନୂଆଦିଲ୍ଲୀ: ଦେଶରେ କରୋନା କାୟା ମାଡ଼ି ମାଡ଼ି ଚାଲିଛି । ଲମ୍ବା ଡିଆଁ ମାରିଛି ସଂକ୍ରମଣ । ଦୈନିକ ସଂକ୍ରମଣ ୫୦ ହଜାର ଟପିଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୫୮ହଜାର ୯୭ ନୂଆ ଆକ୍ରାନ୍ତ । ଅର୍ଥାତ ଗତକାଲି ଅପେକ୍ଷା ୨୦ ହଜାର ୭୧୮ ନୂଆ ସଂକ୍ରମିତ ବାହାରିଛନ୍ତି । ଗତକାଲି…

ଓମିକ୍ରନ୍‌କୁ ନେଇ ‘ହୁ’ର ଚେତାବନୀ; ଅଧିକ ମାମଲା ନୂଆ ପ୍ରଜାତି ସୃଷ୍ଟି କରିପାରେ

ନୂଆଦିଲ୍ଲୀ: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଚେତାବନୀ ଦେଇଛି ଯେ ସମଗ୍ର ବିଶ୍ୱରେ ଓମିକ୍ରନ୍ ବୃଦ୍ଧି ମାମଲା କରୋନାର ଆଉ ଏକ ନୂତନ ଏବଂ ଅଧିକ ମାରାତ୍ମକ ରୂପକୁ ଜନ୍ମ ଦେଇପାରେ। 'ହୁ'ର କହିବା ମୁତାବକ ଓମିକ୍ରନ୍ ସମଗ୍ର ବିଶ୍ୱରେ ନିଆଁ ପରି ବ୍ୟାପିଚାଲିଛି। ଏହା ପୂର୍ବରୁ ଓମିକ୍ରନ୍ ଏତେଟା ଘାତକ…

ସୋନୁ ନିଗମ କରୋନା ପଜିଟିଭ

ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ ଗାୟକ ସୋନୁ ନିଗମ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତାଙ୍କ ସହିତ ତାଙ୍କ ପରିବାର ସଦସ୍ୟ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସୋନୁ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ତାଙ୍କ ପତ୍ନୀ ମଧୁରିମା,…

କଳାହାଣ୍ଡି ବନ୍ଦ ପାଳନ: ହକ୍ ଦାବିରେ ଆଦିବାସୀଙ୍କ ଆନ୍ଦୋଳନ

ଭବାନୀପାଟଣା: ହକ୍ ଦାବିରେ ଆଦିବାସୀଙ୍କ ଆନ୍ଦୋଳନ । ପଞ୍ଚାୟତ ନିର୍ବାଚରେ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ ଦାବିରେ କଳାହାଣ୍ଡି ଜିଲ୍ଲା ବନ୍ଦ ଡାକରା ଦେଇଛି ଆଦିବାସୀ ସଂଘ । ସକାଳ ୭ଟାରୁ ଆରମ୍ଭ ହୋଇଛି ବନ୍ଦ ପାଳନ । ବିଭିନ୍ନ ସ୍ଥାନରେ ବନ୍ଦ ରହିଛି ଗାଡ଼ି ମୋଟର ଚଳାଚଳ । ସମସ୍ତ ସରକାରୀ,…

ରାଜ୍ୟରେ ବଦଳିବ ପାଣିପାଗ, କମିବ ଶୀତ

ଭୁବନେଶ୍ୱର: ପୁଣି ଶୀତରେ ଥରୁଛି ସାରା ଓଡ଼ିଶା । ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା । ବର୍ଷା ପରେ ଶୀତ ବଢ଼ିଛି । ରାଜ୍ୟରେ ବଦଳିବ ପାଣିପାଗ । ଏବେ ପୁଣି ତାପମାତ୍ରା ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତାପମାତ୍ରା ବଢ଼ିଲେ ଜାଡ଼ କମିବ । ୭ତାରିଖ ପରେ…

ଫେରୁଛି କଡ଼ା କଟକଣା: ଶୁକ୍ରବାରଠୁ ଏହି ରାଜ୍ୟରେ ସପ୍ତାହାନ୍ତ କର୍ଫ୍ୟୁ

ବେଙ୍ଗାଳୁରୁ: ବଢୁଛି ସଂକ୍ରମଣ । କଟକଣା ବି ବଢୁଛି । ବିଭିନ୍ନ ରାଜ୍ୟରେ କଡ଼ାକଡ଼ି ହେଲାଣି କର୍ଫ୍ୟୁ । କରୋନା କେସ୍ ବଢୁଥିବାରୁ ଦିଲ୍ଲୀ ପରେ କର୍ଣ୍ଣାଣ୍ଟକରେ ଲାଗିବ ସପ୍ତାହାନ୍ତ କର୍ଫ୍ୟୁ । ରାଜ୍ୟରୁ ୧୪୯ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ପରେ ସପ୍ତାହାନ୍ତ କର୍ଫ୍ୟୁ ଘୋଷଣା କରିଛନ୍ତି…

ଚଳିତବର୍ଷର ପ୍ରଥମ ରାଜ୍ୟ କ୍ୟାବିନେଟ୍, ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିବ ମୋହର

ଭୁବନେଶ୍ୱର: ଆଜି ବସୁଛି ଚଳିତବର୍ଷର ରାଜ୍ୟ କ୍ୟାବିନେଟର ପ୍ରଥମ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଦିନ ୧୧ଟା ୪୫ ମିନିଟରେ ବୈଠକ ବସିବ । ଭିଡିଓ କନଫରେନ୍ସିଂରେ କ୍ୟାବିନେଟ ବୈଠକରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ । ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର…

ଆଜିଠୁ ମାଟ୍ରିକ ସମ୍ମେଟିଭ-୧ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର:ଆଜିଠାରୁ ମାଟ୍ରିକର ପ୍ରଥମ ସମ୍ମେଟିଭ ଆସେସମେଣ୍ଟ-୧ ପରୀକ୍ଷା ଆରମ୍ଭ । କୋଭିଡ଼ କଟକଣା ମଧ୍ୟରେ ପରୀକ୍ଷା କରିବା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । ଦିନକୁ ଦୁଇଟି ସିଟିଂରେ ଅନୁଷ୍ଠିତ ହେବ ପରୀକ୍ଷା ।ସକାଳ ୧୦ଟାରୁ ୧୧ଟା ଓ ଦିନ ୧୨ଟାରୁ ଗୋଟାଏ ଯାଏଁ ପରୀକ୍ଷା ହେବ ।…