Latest Odisha News

BREAKING NEWS

କରୋନାର ପରବର୍ତ୍ତୀ ଭାରିଆଣ୍ଟ ଓମିକ୍ରନଠୁ ଅଧିକ ଘାତକ ହୋଇପାରେ, ଚେତେଇଲା WHO

ଓ୍ୱାଶିଂଟନ୍: କରୋନାର କେବେ ହେବ ଅନ୍ତ ? ଏପ୍ରଶ୍ନର ଉତ୍ତର କାହା ପାଖରେ ନାହିଁ । ପାଖାପାଖି 3 ବର୍ଷ ହେବ ସାରା ବିଶ୍ୱ ମହାମାରୀ ସହ ଲଢୁଛି । ଆଗକୁ କରୋନାର ନୂଆ ଭାରିଆଣ୍ଟ ଆସିଲେ ତାହା ଅଧିକ ଘାତକ ହେବ । ଓମିକ୍ରନଠାରୁ ଅଧିକ ସଂକ୍ରାମକ ହୋଇପାରେ । ଏପିରିକି ଅନ୍ୟ ଭାରିଆଣ୍ଟ ଅପେକ୍ଷା…

ଓସ୍କାର ୨୦୨୨ନୋମିନେଶନ: ଡକ୍ୟୁମେଂଟ ବିଭାଗରେ ସ୍ଥାନ ପାଇଲା ଭାରତର ରାଇଟିଂ ୱିଥ ଫାୟାର

ନୂଆଦିଲ୍ଲୀ: ଓସ୍କାର ୨୦୨୨ ନୋମିନେଶନରେ ଡକ୍ୟୁମେଂଟ ବିଭାଗରେ ସ୍ଥାନ ପାଇଲା ଭାରତର ରାଇଟିଂ ୱିଥ ଫାୟାର । ରିଂଟୁ ଥୋମାସ ଓ ସୁସ୍ମିତ ଘୋଷ ଏହି ଡକ୍ୟୁମେଂଟ ଫିଲ୍ମ ପ୍ରସ୍ତୁତ କରିଥିଲେ । ନୋମିନେଶନରେ ସାମିଲ ହେବା ଶୁଣିବା ପରେ ରିଂଟୁ ଓ ଥୋମାସ ଖୁସିରେ ନାଚିଥିଲେ । ରିଂଟୁ ଟୁଇଟରରେ ଏ…

ପୱନଦୀପ ରାଜନଙ୍କ ଭଉଣୀ ବାହାଘରରେ ଯୋଗଦେଲେ ଅରୁଣିତା କାଞ୍ଜିଲାଲ ,ଫଟୋ ଭାଇରାଲ

ମୁମ୍ୱାଇ : ଇଣ୍ଡିଆନ ଆଇଡଲ ୧୨ର ବିଜେତା ପୱନଦୀପ ରାଜନଙ୍କ ଭଉଣୀ ବାହାଘରରେ ଯୋଗଦେଲେ ଅରୁଣିତା କାଞ୍ଜିଲାଲ ।ଏହି ୱଡିଂ ସେରିମନିରେ ଅରୁଣିତା ଯୋଗଦେଇଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅରୁଣିତା ଏହି ବାହାଘରରେ ପହଁଞ୍ଚି ସବୁ ରୀତିନୀତିରେ ସାମିଲ ହୋଇଥିଲେ ।…

୪୮ଘଣ୍ଟା ପରେ ପାହଡରେ ଫସିଥିବା ଟ୍ରେକର ଉଦ୍ଧାର

ପାଲକ୍କଡ(କେରଳ): ୪୮ଘଣ୍ଟା ପରେ କେରଳ ପାଲକ୍କଡ ଜିଲ୍ଲାର ଏକ ପାହଡରେ ଫସିଥିବା ଟ୍ରେକର ଉଦ୍ଧାର । ଦୁଇ ଦିନ ବିନା ଖାଦ୍ୟ ଓ ପାଣିରେ ଜୀବନ ସହ ସଂଘର୍ଷ କରୁଥିବା ୨୩ ବର୍ଷୀୟ ଟ୍ରେକରଙ୍କୁ ଆଜି ଉଦ୍ଧାର କରିଛି ଭାରତୀୟ ସେନା । ତାଙ୍କ ପାଖରେ ସେନାର ଗୋଟିଏ ଟିମ୍ ପହଞ୍ଚିଥିଲେ । ତାଙ୍କୁ ପ୍ରଥମେ…

୪୦ ଫୁଟ ମୋବାଇଲ୍ ଟାଓ୍ୱାର ଉପରେ ଚଢ଼ି ଆତ୍ମହତ୍ୟା ଧମକ ଦେଲେ ଯୁବକ

ବାଙ୍କି(କଟକ): ୪୦ ଫୁଟ୍ ଉଚ୍ଚର ମୋବାଇଲ୍ ଟାଓ୍ୱାର ଉପରେ ଚଢ଼ିଗଲେ ଯୁବକ । ଉପରୁ ଆତ୍ମହତ୍ୟା ଧମକ ଦେଉଛନ୍ତି । ଏଭଳି ଏକ ଘଟଣା କଟକ ଜିଲ୍ଲା ବାଙ୍କି ଅଞ୍ଚଳରୁ ସାମନାକୁ ଆସିଛି । ମୋବାଇଲ୍ ଟାଓ୍ୱାର ଉପରେ ଚଢ଼ିଥିବା ଯୁବକଙ୍କ ନାଁ ମଳୟ ଗୋଚ୍ଛି । ତାଙ୍କ ଘର ରାମଚନ୍ଦ୍ରପୁର ଅନ୍ତର୍ଗତ…

ଭୋଟ୍‌ ପାଇଁ ଷ୍ଟାମ୍ପ୍‌ ପେପର୍‌ରେ ଲିଖିତ ପ୍ରତିଶ୍ରୁତି, ଭୋଟ ବର୍ଜନ ନିଷ୍ପତ୍ତି ପ୍ରତ୍ୟାହୃତ

ରାୟଗଡ଼ା: ରାଜନୀତି ମଇଦାନରେ ପ୍ରାର୍ଥୀଙ୍କ ଟକ୍କର। ଆଉ ଏହାରି ଭିତରେ କିଏ ମାରିବ ବାଜି ସେ ନେଇ ଚାଲିଛି ଜୋରଦାର ଲଢେଇ। ତା ସହିତ ପ୍ରାର୍ଥୀ ମାନେ ମଧ୍ୟ ବିଭିନ୍ନ ତରିକା ଆପଣାଇବାକୁ ଭୁଲୁନାହାନ୍ତି। ଏହିଭଳି କିଛି ଅଲଗା ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ। ଜଣେ…

ଆଜି ରାଜ୍ୟରୁ ୧୭୧୨ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦୁଇ ହଜାର ଭିତରେ ରହୁଛି ଦୈନିକ କରୋନା କେସ୍ । ଓଡ଼ିଶାରେ ନିୟନ୍ତ୍ରଣରେ ରହିଛି ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୧୭ଶହ ୧୨ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୯୯୭ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୭୧୫ । ୧୮ ବର୍ଷ ଭିତରେ ଆଉ ୩୨୩…

କେନ୍ଦ୍ରରେ ଦୁଇ ଜଣ IAS ଅଧିକାରୀଙ୍କୁ ମିଳିଲା ନିଯୁକ୍ତି

ଭୁବନେଶ୍ୱର: କେନ୍ଦ୍ରରେ ଦୁଇ ଜଣ IAS ଅଧିକାରୀଙ୍କୁ ମିଳିଲା ନିଯୁକ୍ତି ।  ଓଡ଼ିଶା କ୍ୟାଡରର ଦୁଇ ଆଇଏଏସ୍ ଅଧିକାରୀଙ୍କୁ ନିଯୁକ୍ତି ମିଳିଛି । ସେମାନେ ୧୯୯୦ ବ୍ୟାଚର ଦୁଇ ଅଧିକାରୀ ମନୋଜ ଆହୁଜା ଓ ଆରତୀ ଆହୁଜା । ମନୋଜଙ୍କୁ କେନ୍ଦ୍ରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଓଏସଡି ଭାବେ…

ଦେଶରେ ୭୦ ହଜାରକୁ ଖସିଲାଣି ଦୈନିକ କରୋନା କେସ୍, ବଢୁଛି ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ତଳମୁହାଁ ହେଉଛି ଦୈନିକ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୭୧ହଜାର ୩୬୫ ନୂଆ ଆକ୍ରାନ୍ତ । କେରଳରୁ ସର୍ବାଧିକ ୨୯ହଜାର ୪୭୧ ପଜିଟିଭ୍ ବାହାରିଛନ୍ତି । ମହାରାଷ୍ଟ୍ରରୁ ୬ହଜାର ୧୦୭, ତାମିଲନାଡୁରୁ ୪ହଜାର ୫୧୯, କର୍ଣ୍ଣାଟକରୁ ୪ହଜାର ୪୫୨ ଓ ରାଜସ୍ଥାନରୁ…

ଆଜି ଭାରତ-ଓ୍ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଦିନିକିଆ, ଆଗୁଆ ସିରିଜ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଅହମ୍ମଦାବାଦ: ଆଜି ଭାରତ-ଓ୍ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଦିନିକିଆ । ଆଜିର ମ୍ୟାଚ୍ ଜିତି ଆଗୁଆ ସିରିଜ କବଜା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ଆଜିର ମ୍ୟାଚରେ କିଏ ଖେଳିବେ, କାହାକୁ ମିଳିବ ବିଶ୍ରାମ ତାଉପରେ ନଜର ରହିଛି । ପ୍ଲେଇଂ ଇଲେଭେନରେ କାହାକୁ ସୁଯୋଗ ମିଳିବ । ଟିମକୁ ଫେରିଛନ୍ତି ଲୋକେଶ…