Latest Odisha News

BREAKING NEWS

ରାଜବୀରଙ୍କ ସହାୟତା ପାଇଁ ବିଦେଶରେ ସ୍ୱର

ଫୁଲବାଣୀ : ରାଜବୀରଙ୍କ ସହାୟତା ପାଇଁ ବିଦେଶରେ ସ୍ୱର । ଓଡିଶା ପୁଅ ରାଜବୀର ପାଇଁ ବିଦେଶରେ କରାଯାଉଛି କ୍ୟାମ୍ପେନିଙ୍ଗ । ସ୍ପାଇନାଲ ମସ୍କୁଲାର ଅଟ୍ରୋଫି ତଥା ଏସ୍ଏମ୍ଏ ଭଳି ମେରୁଦଣ୍ଡ ମାଂସପେଶୀ ରୋଗରେ ଆକ୍ରାନ୍ତ ରାଜବୀର । ଫୁଲବାଣୀର ୧୯ ମାସର ପୁଅ ରାଜବୀର ପାଇଁ ଆମେରିକାରେ ଏକାଠି ହୋଇ…

ଟିକାକରଣ ଲାଗି ୧ରୁ ପଞ୍ଜୀକରଣ କରିପାରିବେ ୧୫ରୁ ୧୮ ବର୍ଷର ପିଲା

ନୂଆଦିଲ୍ଲୀ: ଜାନୁଆରୀ ୧ ରୁ, ୧୫ରୁ ୧୮ ବର୍ଷ ବୟସର ପିଲାମାନେ ଟିକାକରଣ ପାଇଁ CoWIN ଆପ୍‌ରେ ପଞ୍ଜୀକରଣ କରିପାରିବେ। CoWIN ପ୍ଲାଟଫର୍ମ ମୁଖ୍ୟ ଡା. ଆର.ଏସ୍ ଶର୍ମା କହିଛନ୍ତି ଯେ ୧୫ରୁ ୧୮ ବର୍ଷ ବୟସର ପିଲାମାନେ ଜାନୁଆରୀ ୧ ରୁ CoWIN ଆପ୍‌ରେ ପଞ୍ଜୀକରଣ କରିବେ। ଆମେ ପଞ୍ଜୀକରଣ ପାଇଁ…

‘ଓମିକ୍ରନ’ର ପ୍ରଥମ ଲକ୍ଷଣ କଣ ? ସଂକ୍ରମଣ ବ୍ୟାପିବା ପୂର୍ବରୁ ହୋଇଯାଆନ୍ତୁ ସାବଧାନ

ଭୁବନେଶ୍ୱର : ଦେଶରେ ଏବେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଅନେକ ପଜିଟିଭ୍ କେଶ୍ ମଧ୍ୟ ପ୍ରତିଦନ ସାମ୍ନାକୁ ଆସିଛି । ଭାରତରେ ଓମିକ୍ରନ ସଂଖ୍ୟା ୫ଶହ ପାର ହୋଇସାରିଲାଣି । ହେଲେ ଡେଲଟା ତୁଳନାରେ ଓମିକ୍ରନର ଲକ୍ଷଣ କିଛି ଅଲଗା ରହିଛି । ଦକ୍ଷିଣ ଆଫ୍ରିକାର ହେଲଥ୍…

ଅଭାବନୀୟ ଘଟଣା, ପୋଖରୀରେ ବୁଡ଼ି ଦୁଇ ବର୍ଷ ଶିଶୁର ମୃତ୍ୟୁ

ଜଗତସିଂହପୁର: ଜଗତସିଂହପୁର ବାଲିକୁଦା ଥାନା ଚଅଁରପୁର ଗାଁରେ ଅଭାବନୀୟ ଘଟଣା । ପୋଖରୀରେ ବୁଡ଼ି ଗଲା ଦୁଇବର୍ଷର ଶିଶୁ । ଚାଲିଗଲା ଜୀବନ । ସୂଚନା ଅନୁଯାୟୀ, ଚଅଁରପୁର ଗାଁରେ ରବିନ୍ଦ୍ର ଦାସଙ୍କ ପୁଅ ଆଜି ସକାଳେ ପୋଖରୀ କୂଳରେ ଖେଳୁଥିଲେ । ଏହି ସମୟରେ ଅସାବଧାନତା କାରଣରୁ ପୋଖରୀରେ ସେ ଖସି…

ମା’ର ମୃତ ଦେହ ପାଖରେ ତିନିଦିନ ହେଲା ଜଗି ବସିଥିଲା ୩ ବର୍ଷର କୁନି ଝିଅ

ବଲାଙ୍ଗୀର : ବଲାଙ୍ଗୀରରେ ପୁଣି ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି । ଜଣେ ତିନି ବର୍ଷର କୁନି ଝିଅ ତିନି ଦିନ ହେଲା ମା’ ର ମୃତଦେହ ପାଖରେ ଜଗି ବସିଛି । ବଲାଙ୍ଗୀର ସାଗରପଡା ଶିବ ମନ୍ଦିର ନିକଟରେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । କୁନି ନାଏକ ଜଣେ ମହିଳା ନିଜ ତିନି ବର୍ଷର…

ରାଜଧାନୀରେ ଆଜିଠୁ ଲାଗୁ ହେବ ନାଇଟ୍‌ କର୍ଫ୍ୟୁ

ନୂଆଦିଲ୍ଲୀ: ଓମିକ୍ରନ୍ ମାମଲାରେ ବ୍ୟାପକ ବୃଦ୍ଧି ଘଟିବାରେ ଲାଗିଛି। ରାଜଧାନୀ ଦିଲ୍ଲୀରେ ନାଇଟ୍ କର୍ଫ୍ୟୁ ଆଜି ରାତିରୁ କାର୍ଯ୍ୟକାରୀ ହେବାରେ ଲାଗିଛି। ସୋମବାର ଦିନ ଦିଲ୍ଲୀରେ ୨୪ ଘଣ୍ଟା ମଧ୍ୟରେ ୬୩ଟି ଓମିକ୍ରନ୍ ମାମଲା ବୃଦ୍ଧି ପାଇଥିବା ସୂଚନା ମିଳିଛି। ଦିଲ୍ଲୀରେ ଏପର୍ଯ୍ୟନ୍ତ ଓମିକ୍ରନ୍…

ଦେଶ ବାହାରେ ଅସ୍ତ୍ରଶସ୍ତ୍ର ତିଆରି କରିବ ଭାରତୀୟ କମ୍ପାନୀ

ନୂଆଦିଲ୍ଲୀ: ଚଳିତ ମାସ ଆରମ୍ଭରେ ଭାରତ ଏବଂ ରୁଷିଆ ମଧ୍ୟରେ ହୋଇଥିବା ୨+୨ ଆଲୋଚନାରେ ଦେଶ ବାହାରେ ଅସ୍ତ୍ରଶସ୍ତ୍ର ଉତ୍ପାଦନ ଉପରେ ଏକ ଚୁକ୍ତିନାମା ହୋଇଛି। ଏ ସମ୍ପର୍କରେ କୌଣସି ଚୁକ୍ତି ହୋଇନାହିଁ, କିନ୍ତୁ ଦୁଇ ଦେଶ ମଧ୍ୟରେ ଏକ କାଗଜପତ୍ର ବିନିମୟ ହୋଇଛି। ଏହା ଅଧୀନରେ ମଧ୍ୟ ଏସିଆ,…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଆଦୌ ରୂପାନ୍ତର ଚାହୁଁ ନଥିବା ପୃଥିବୀ ଏହି ଗୋଟିକ ଶେଷ ଚିଠି ହେଉ ତୁମ ପାଇଁ ପ୍ରକାଶ୍ୟରେ । 'ଶେଷ' ଶବ୍ଦଟି ହିଁ ଲୁହଉଦ୍ରେକକାରୀ କାରଣ ବିଦାୟର ଭାବଟି କେମିତି କେଜାଣି ଯୋଡ଼ି ହୋଇରହିଥାଏ ଏହା ସହ ପ୍ରଚ୍ଛନ୍ନ ଭାବରେ। ଦିନେ କେବେ କହୁଥିଲି ପ୍ରତିଟି ପରିଣତି ପୂର୍ଣ୍ଣତାରେ ସମ୍ପନ୍ନ ହେଉ…

ପୁଣି ଜୋର ଧରିଲା ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧିନତା ସଂଗ୍ରାମ ମାନ୍ୟତା ଦାବି

ଭୁବନେଶ୍ୱର : ପୁଣି ଗର୍ଜିଲେ ପାଇକ । ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧିନତା ସଂଗ୍ରାମ ଦାବି ଜୋର ଧରିଲା । ଏନେଇ ଖୋର୍ଦ୍ଧା ବରୁଣେ ପୀଠରୁ ଶହଶହ ପାଇକ ମାନେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି । କେନ୍ଦ୍ର ବିରୋଧରେ ରଣହୁଙ୍କାର ଦେବେ ପାଇକମାନେ । କେନ୍ଦ୍ର ପାଇକ ବିଦ୍ରୋହକୁ…

ଓମିକ୍ରନ୍‌; ଆଗାମୀ ୨ ସପ୍ତାହ ଅତି ଗୁରୁତ୍ବପୂର୍ଣ୍ଣ

ମୁମ୍ବାଇ: ମହାରାଷ୍ଟ୍ର ସରକାର ୧୫ରୁ ୧୭ ବର୍ଷ ବୟସର ପିଲାମାନଙ୍କୁ ଟିକାକରଣ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ପ୍ରସ୍ତୁତ ହେଉଛନ୍ତି। ବରିଷ୍ଠ ନାଗରିକଙ୍କ ସହିତ ସ୍ୱାସ୍ଥ୍ୟସେବା କର୍ମଚାରୀମାନେ, ଓମିକ୍ରନ୍ ମାମଲା ସମେତ ବଢୁଥିବା କୋଭିଡ୍-୧୯ ସଂଖ୍ୟା ରାଜ୍ୟ ପାଇଁ ଚିନ୍ତାର କାରଣ ପାଲଟିଛି।…