Latest Odisha News

BREAKING NEWS

କଣ ହେବ ତପସ୍ୱିନୀ-ସୁମିତଙ୍କ ବିବାଦର ପରିଣାମ ? ଆଜି ଆସିବ କୋର୍ଟଙ୍କ ରାୟ

ବ୍ରହ୍ମପୁର: ନ୍ୟାୟ ପାଇଁ ଶ୍ୱଶୁର ଘର ବାରଣ୍ଡାରେ ଧାରଣାରେ ବସିଥିବା ତପସ୍ୱିନୀଙ୍କ ତପସ୍ୟାରେ ପଡ଼ିବ କି ଯବନିକା ? ଶାଶୁ ଘରକୁ ପ୍ରବେଶ କରିବେ ନା ଧାରଣା ଜାରି ରଖିବେ ? ଉଭୟ ସୁମିତ୍ ଓ ପତ୍ନୀ ତପସ୍ୱିନୀଙ୍କ ପକ୍ଷରୁ ଦାୟକ ପିଟିସନର ଆଜି ଶୁଣାଣି କରିବେ ଗଞ୍ଜାମ ଜିଲ୍ଲା ଦୌରା ଜଜ୍ । କଣ…

ସଲ୍‌ମାନଙ୍କ ‘ଟାଇଗର୍‌ ୩’ ପୂର୍ବରୁ ରିଲିଜ କରିବ ଶାହାରୁଖ୍‌ଙ୍କ ‘ପଠାନ’

ମୁମ୍ବାଇ: ଶାହରୁଖ ଖାନଙ୍କ ପ୍ରଶଂସକମାନେ ତାଙ୍କ ୫୬ ତମ ଜନ୍ମଦିନରେ ସଲମାନ ଖାନ ପ୍ରକାଶ କରିଛନ୍ତି ଯେ ଶାହାରୁଖ୍‌ଙ୍କ ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର 'ପଠାନ' ଫିଲ୍ମ ଟାଇଗର ୩ ପୂର୍ବରୁ ମୁକ୍ତିଲାଭ କରିବ। ତେବେ ଆଜି ବଲିଉଡ୍‌ର ଭାଇଜାନଙ୍କ ଜନ୍ମଦିନ। ଜନ୍ମଦିନ ପୂର୍ବରୁ ଗତକାଲି ତାଙ୍କ…

କପଡ଼ା ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ୧୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରଠାରେ ଲୁଗା ଦୋକାନରେ ଭୟାବହ ଅଗ୍ନିକାଣ୍ଡ । ଗାନ୍ଧୀ ରୋଡ଼ରେ ଥିବା କପଡ଼ା ଦୋକାନରେ ଗତକାଲି ରାତି ୧୧ଟା ପରେ ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି । ଏଥିରେ ଲକ୍ଷାଧିକ ଟଙ୍କା ସମ୍ପତ୍ତିର ସାମଗ୍ରୀ ଜଳିପୋଡ଼ି ନଷ୍ଟ ହୋଇଯାଇଛି । ଦୋକାନ ସମେତ ଗୋଦାମରେ…

ତାଲିବାନର ନୂଆ ଫତଓ୍ୱା: ପୁରୁଷଙ୍କ ବିନା ଏସକର୍ଟରେ ମହିଳାଙ୍କୁ ଦୂର ଯାତ୍ରା ମନା

କାବୁଲ: ଆଫଗାନିସ୍ତାନକୁ ତାଲିବାନୀ ସରକାର ଫେରିବା ପରେ ନୂଆ ନୂଆ ନିୟମ କରୁଛନ୍ତି । ମହିଳାଙ୍କ ପାଇଁ ପୁଣି କଳା ନିୟମ ଲାଗୁ କରିଛନ୍ତି ତାଲିବାନୀ । ଏଣିକି ପୁରୁଷଙ୍କ ବିନା ଏସକର୍ଟରେ ଦୂର ଯାତ୍ରା କରି ପାରିବେ ନାହିଁ ଆଫଗାନ ମହିଳା । କୌଣସି ସ୍ଥାନକୁ ଦୂରଯାତ୍ରା ବେଳେ ମହିଳାଙ୍କ ସହ ଜଣେ…

ବେକାବୁ ଓମିକ୍ରନ୍‌; ରାଜଧାନୀରେ ସର୍ବାଧିକ ମାମଲା

ନୂଆଦିଲ୍ଲୀ: ଦେଶ ତଥା ବିଶ୍ବରେ କରୋନା ଭୂତାଣୁ ଓମିକ୍ରନ୍ ର ନୂତନ ପ୍ରକାରର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସୋମବାର ସକାଳ ସୁଦ୍ଧା ଭାରତରେ ଓମିକ୍ରନ୍ ରୋଗୀଙ୍କ ସଂଖ୍ୟା ୫୭୮ କୁ ବୃଦ୍ଧି ପାଇଛି। ଏଥି ସହିତ ଗତକାଲି ପର୍ଯ୍ୟନ୍ତ ଦ୍ୱିତୀୟ ସ୍ଥାନରେ ଥିବା ଦିଲ୍ଲୀ ଆଜି ମହାରାଷ୍ଟ୍ରକୁ ପଛରେ…

ରାଜ୍ୟରେ ୨୪ଘଣ୍ଟା ଭିତରେ ୧୨୩ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ଘଣ୍ଟା ଭିତରେ ୧୨୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୭୨ଜଣ ଓ ସ୍ଥାନୀୟ ସଂକ୍ରମଣରୁ ୫୧ଜଣ ଆକ୍ଟିଭ୍ କେସ୍ ରହିଛି । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୧୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ…

ଓମିକ୍ରନ୍‌ ଭୟ; ଘୁଞ୍ଚିବ ୫ ରାଜ୍ୟର ନିର୍ବାଚନ‌?; ଆଜି ଆସିପାରେ ନିଷ୍ପତ୍ତି

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବେ ଓମିକ୍ରୋନର ପ୍ରକୋପ ବଢିବାରେ ଲାଗିଛି। ଏହି ବିପଦ ମଧ୍ୟରେ ଆସନ୍ତା ବର୍ଷ ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇ ଛିଡା ହୋଇଛି। ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ…

ହାପି ବର୍ଥ ଡ଼େ ସଲମାନ୍ ଖାନ୍.. .

ମୁମ୍ବାଇ: ବଲିଉଡ଼ ସୁପରଷ୍ଟାର ତଥା ଭାଇଜାନ ସଲମାନ ଖାନଙ୍କ ଆଜି ଜନ୍ମଦିନ । ୫୬ବର୍ଷରେ ପାଦ ଥାପିଛନ୍ତି ଅଗଣିତ ଦର୍ଶକଙ୍କ ପ୍ରିୟ ସଲମାନ୍ । ଦୀର୍ଘଦିନ ଧରି ବଲିଉଡ଼ରେ ରାଜ କରୁଛନ୍ତି ସଲ୍ଲୁ । ବଲଉଡ଼ରେ ସୁଲତାନ୍, ଭାଇଜାନ, ଦବଙ୍ଗ ଆଦି ଭିନ୍ନ ଭିନ୍ନ ନାଁରେ ପରିଚିତ ସୁପରଷ୍ଟାର ସଲମାନଙ୍କ ଆଜି…

ଧର୍ମ ସଂସଦରେ ନରସଂହାର ଆହ୍ବାନର ଆରୋପ; ସିଜେଆଇଙ୍କୁ ଚିଠି ଲେଖିଲେ ୭୬ ଓକିଲ

ନୂଆଦିଲ୍ଲୀ: ୭୬ ଜଣ ସୁପ୍ରିମକୋର୍ଟର ଓକିଲ ଭାରତର ପ୍ରଧାନ ବିଚାରପତି ଏନ.ଭି ରମଣଙ୍କୁ ଚିଠି ଲେଖିଛନ୍ତି। ହରିଦ୍ୱାର ଏବଂ ଦିଲ୍ଲୀରେ ଧାର୍ମିକ ସମାବେଶ ସମୟରେ ଦିଆଯାଇଥିବା ଭାଷଣକୁ ନେଇ ଚିଠିରେ ଚିନ୍ତା ପ୍ରକଟ କରାଯାଇଛି। ଏହା କୁହାଯାଇଛି ଯେ ଦେଶର ଧାର୍ମିକ ସ୍ୱାଧୀନତାକୁ ଦମନ କରିବାକୁ…

ଦେଶରେ ପାଖାପାଖି ୬୦୦ ହେଲାଣି ଓମିକ୍ରନ୍ କେସ୍

ନୂଆଦିଲ୍ଲୀ: ଦେଶରେ ମାଡୁଛି ଓମିକ୍ରନ୍ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଦିଲ୍ଲୀ ଓ ମହାରାଷ୍ଟ୍ରରେ ବଢ଼ି ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୭୮କୁ ବୃଦ୍ଧି ପାଇଛି । ଦିଲ୍ଲୀରୁ ବାହାରିଛି ସର୍ବାଧିକ ୧୪୨ ଜଣ ନୂଆ…