ଧାରାବାହିକ ଉପନ୍ୟାସ : ଦେବୀ (୨୬)
କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୨୬
ଆଗରେ ଉଦଣ୍ଡ ହୋଇ ନାଚୁଥିଲା ସମୁଦ୍ର। ଭୋର ବେଳର ସେହି ଅମୃତ ମୁହୂର୍ତ୍ତରେ ଦେବ ଚାହିଁଥିଲା ଦରିଆ ସେପାରି ଦିଗନ୍ତ ଆଡେ।ତାର ମନେ ପଡ଼ୁଥିଲା ପିଲାଦିନେ ଶୁଣିଥିବା କେଦାର ଆଉ ସୁମିତା କଥା। ଆଖି ଆଗରେ ଚଳଚ୍ଚିତ୍ର ପରି…