ବସ୍ତି ବାସିନ୍ଦାଙ୍କ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଆଗକୁ ଆସିଛି ଏସାର ବଲକ୍ ଟର୍ମିନାଲ
ପାରଦୀପ : ବସ୍ତି ବାସିନ୍ଦାଙ୍କ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଆଗକୁ ଆସିଛି ଏଷାର ବଲକ୍ ଟର୍ମିନାଲ । ପାରଦୀପ ଅଠରବାଙ୍କୀ ଲକ ପଡା ବସ୍ତି ବାସିନ୍ଦାଙ୍କ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ମାଗଣା ମେଗା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ କରାଯାଇଛି ।
ଦୀର୍ଘ ୧୦ ବର୍ଷ ହେଲା ଏଷାର ପକ୍ଷରୁ ଅଠର ବାଙ୍କୀ…