Latest Odisha News

BREAKING NEWS

କାଲିଠୁ ଓଡ଼ିଶା ପଲିଟିକାଲ ସାଇନ୍ସ ଆସୋସିଏସନ୍‌ର ଦୁଇ ଦିନିଆ ସମ୍ମିଳନୀ

ଭୁବନେଶ୍ୱର: ଆସନ୍ତାକାଲିଠୁ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ ଓଡ଼ିଶା ପଲିଟିକାଲ ସାଇନ୍ସ ଆସୋସିଏସନ୍‌ର ୨୯ତମ ସମ୍ମିଳନୀ । ଉତ୍କଳ ବିଶ୍ୱବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ଏହି ସମ୍ମିଳନୀ ଦୁଇ ଦିନ ଧରି ଆୟୋଜିତ ହେବ । କାଲି ସକାଳ ୧୦ଟାରେ ଉତ୍କଲଳ…

ଓମିକ୍ରନ୍‌ ଭୟ; ଖ୍ରୀଷ୍ଟମାସଠୁ ଏହି ରାଜ୍ୟରେ ଲାଗୁ ହେବ ନାଇଟ୍‌ କର୍ଫ୍ୟୁ

ନୂଆଦିଲ୍ଲୀ: ବଢୁଥିବା ଓମିକ୍ରନ୍ ମାମଲାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ସରକାର ଖ୍ରୀଷ୍ଟମାସ ଠାରୁ ରାଜ୍ୟରେ ରାତ୍ରି କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଡିସେମ୍ବର ୨୫ ରୁ ରାତି ୧୧ ଟା ରୁ ୫ ଟା ପର୍ଯ୍ୟନ୍ତ ୟୁପିରେ ରାତ୍ରି କର୍ଫ୍ୟୁ ଲାଗୁ ହେବ। ବିବାହ ଉତ୍ସବ କିମ୍ବ‌ା…

ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ବିଶିଷ୍ଟ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି, ସ୍ୱର୍ଗତ ପଟ୍ଟନାୟକ ଜଣେ ଅଭିଜ୍ଞ ଜନନେତା ଓ ପ୍ରଶାସକ ଥିଲେ । ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଜନସେବାରେ…

ପୁଣି ଛୁଟି ବଢ଼ାଇଲେ ସୁମିତ, ଶ୍ୱଶୁର ଘରେ ତପସ୍ୱିନୀଙ୍କ ଧାରଣା ଜାରି

ବ୍ରହ୍ମପୁର: ବହୁ ଚର୍ଚ୍ଚିତ ବ୍ରହ୍ମପୁରର ଡାକ୍ତର ସୁମିତ ଓ ପତ୍ନୀ ତପସ୍ୱିନୀଙ୍କ ବିବାଦ କେବେ ତୁଟିବ ? ନ୍ୟା ଦାବିରେ ତପସ୍ୱିନୀଙ୍କ ତପସ୍ୟା ଜାରି ରହିଥିବା ବେଳେ ସୁମିତଙ୍କ ଖୋଜଖବର ନାହିଁ । ସୁମିତ ଛୁଟି ପରେ ଛୁଟି ବଢ଼ାଇ ଚାଲିଛନ୍ତି । ପୁଣି ଥରେ ୧୫ ଦିନ ଛୁଟି ନେଇଛନ୍ତି ସୁମିତ ।…

ପରଲୋକରେ ବର୍ଷିୟାନ୍ ରାଜନେତା ରାମକୃଷ୍ଣ ପଟ୍ଟନାୟକ

ଭୁବନେଶ୍ୱର: ଆଉ ନାହାନ୍ତି ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକ । ଆଜି ସକାଳ ୯ଟା ୩୦ରେ ଭୁବନେଶ୍ୱରରେ ତାଙ୍କର ଦେହାନ୍ତ ହୋଇଛି । ୮୧ ବର୍ଷ ବୟସର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ରାମକୃଷ୍ଣ ପଟ୍ଟନାୟକଙ୍କ ମୃତ୍ୟୁ ନେଇ ଝିଅ ଅନୀତା ଶୁଭଦର୍ଶିନୀ ସୂଚନା ଦେଇଛନ୍ତି…

ରାଜ୍ୟରେ ଆଉ ଦୁଇଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଆଉ ଦୁଇ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଗତ ୨୪ଘଣ୍ଟା ମଧ୍ୟରେ ୧୪୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ମଧ୍ୟରେ ଦୁଇଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…

୩୦୦ ଟପିଲା ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ୍ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗୁରୁବାର ଦିନ ଗୋଟିଏ ଦିନରେ ରେକର୍ଡ ୮୪ ଟି ନୂଆ ମାମଲା ରିପୋର୍ଟ ହୋଇଛି। ଏହା ସହିତ ଦେଶରେ ଓମିକ୍ରନ୍ ଭାରିଆଣ୍ଟର ମୋଟ ମାମଲା ୩୪୧ ଅତିକ୍ରମ କରିଛି। ଏହାପୂର୍ବରୁ ବୁଧବାର ଦିନ ଓମିକ୍ରନ୍‌ ମାମଲା ୨୦୦ ଟପିଛି।…

ବନ୍ଧୁ ଘରକୁ ଯିବା ବେଳେ ଦୁର୍ଘଟଣା ନେଲା ୨ ବନ୍ଧୁଙ୍କ ଜୀବନ

ରାୟଗଡ଼ା: ବନ୍ଧୁ ଘରକୁ ଯିବା ରାସ୍ତାରେ ଅପେକ୍ଷା କରି ରହିଥିଲା ମୃତ୍ୟୁ । ବାଇକକୁ ପିଟି ଦେଲା ଅଜଣା ଗାଡ଼ି । ରାୟଗଡ଼ାରେ ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଗୌଡ଼ଲେଲିବାଡ଼ି ଗାଁ ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏହି…

ଗାୟବ ହୋଇଗଲା ମୀରାଙ୍କ ୪ ବର୍ଷ ପୁରୁଣା ଖ୍ରୀଷ୍ଟମାସ ଟ୍ରି

ମୁମ୍ବାଇ: ଆସନ୍ତାକାଲି ବଡଦିନ ଅର୍ଥାତ୍‌ ଖ୍ରୀଷ୍ଟମାସ। ଖ୍ରୀଷ୍ଟମାସ ପାଳନ ଲାଗି ଏବେଠୁ ପାର୍ଟି ମଧ୍ୟ ଆରମ୍ଭ ହୋଇଗଲାଣି। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଅନେକ ବଲିଉଡ ସେଲିବ୍ରିଟି ସେମାନଙ୍କ ଘରେ ଖ୍ରୀଷ୍ଟମାସ ଟ୍ରି ସଜାଇଛନ୍ତି। ଏଥି ସହିତ, କେହି କେହି ଏହି ଅବସରରେ ଏକ ପାର୍ଟିର ଆୟୋଜନ…

ଆଜି ରାଜ୍ୟରୁ ୧୪୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣରେ ରହିଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୧୯ ଜିଲ୍ଲାରୁ ବାହାରିଛନ୍ତି ୧୪୧ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟିନରୁ ୮୪ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ୫୭ ରହିଛି । ୧୮ ବର୍ଷ ଭିତରେ ଆଉ ୧୯ ଜଣ ପଜିଟିଭ୍ ବାହାରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୮…