Latest Odisha News

BREAKING NEWS

ଚୀନ ଅର୍ଥନୀତି ଉପରେ ଲାଗିବ ବଡ଼ ଝଟକା, ଆମଦାନୀ ଉପରେ ନିଷେଧାଦେଶ ଲଗାଇଲା ଆମେରିକା

ଓ୍ବାସିଂଟନ୍ : ବଢ଼ିଲା ବିଶ୍ବ ଦୁଇ ଶକ୍ତିଶାଳୀ ରାଷ୍ଟ୍ରଙ୍କ ମଧ୍ୟରେ ବିବାଦ । ଚୀନ ବିରୋଧରେ ବଡ଼ ଅର୍ଥନୈତିକ କଟକଣା ଲଗାଇଛି ଆମେରିକା । ଚୀନର ଜିଞ୍ଜିଆଙ୍ଗ ଅଞ୍ଚଳରୁ ଆମଦାନୀ ଉପରେ ନିଷେଧାଦେଶ ଜାରି କରିଛି ଆମେରିକା । ଏନେଇ ଏକ ଆଇନ ଉପରେ ମୋହର ମାରିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ । ଏହି…

ପ୍ରବଳ ଜାଡ଼ ପରେ ଆସୁଛି ବର୍ଷା

ଭୁବନେଶ୍ବର : ପ୍ରବଳ ଜାଡରେ ଥରୁଛି ସାରା ଓଡ଼ିଶା । ଅସହ୍ୟ ଶୀତରେ ଅସ୍ତବ୍ୟସ୍ତ ହେଲାଣି ଜନଜୀବନ । ଶୀତ ବଢୁଥିବା ବେଳେ, ଏବେ ଜାଡ ପରେ ଆସୁଛି ବର୍ଷା । ଶୀତ ଓ କୋହଲା ପାଗରେ ଅସ୍ତବ୍ୟସ୍ତ ହେବ ଜନଜୀବନ । ଆସନ୍ତା ୨୭ ତାରିଖରେ ରାଜ୍ୟରେ କୋହଲା ପାଗ ସାଙ୍ଗକୁ ବର୍ଷା ହେବ ବୋଲି ସୂଚନା…

ଓଡ଼ିଶାରେ ୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ପରେ ସ୍ବାସ୍ଥ୍ୟ ବିଭାଗ ସଜାଗ

ଭୁବନେଶ୍ବର : ରାଜ୍ୟରେ ଏବେ ଚିନ୍ତା ବଢ଼ାଇଲା ଭାଇରସ ଓମିକ୍ରନ୍ । ୪ ଆକ୍ରାନ୍ତ ଚିହ୍ନଟ ପରେ ସଜାଗ ରହିଛି ସ୍ବାସ୍ଥ୍ୟ ବିଭାଗ । ସଂକ୍ରମଣରୁ ବର୍ତ୍ତିବା ପାଇଁ ଗୋଟିଏ ଲେୟାର ମାକ୍ସ ନପିନ୍ଧି ତିନି ଲେୟାର ମାକ୍ସ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ଡିଏମଇଟି । କାରଣ, ଭାଇରସ ଓମିକ୍ରନ ୫ ଗୁଣ…

ରାମକୃଷ୍ଣଙ୍କ ପରଲୋକରେ ମୁଁ ଅତ୍ୟନ୍ତ ମ୍ରିୟମାଣ: ରାଜା ସ୍ୱାଇଁ

ଭୁବନେଶ୍ୱର: ରାଜ୍ୟର ଜଣେ ବର୍ଷିଆନ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ପରଲୋକ ହୋଇଯାଇଛି । ଆଜି ସକାଳ ୯.୩୦ ମିନିଟ୍ରେ ଭୁବନେଶ୍ୱର ସ୍ଥିତ ତାଙ୍କ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଏ ବାବଦରେ ତାଙ୍କ ଝିଅ ଅନୀତା ଶୁଭଦର୍ଶିନୀ ସୂଚନା ଦେଇଥିଲେ ।…

ଭାରତୀୟ ଦୃଷ୍ଟିହୀନ ଟିମରେ ଓଡିଆ ପୁଅ ନକୁଳ ବଡନାୟକ

ଭୁବନେଶ୍ୱର: ମଧ୍ୟପ୍ରଦେଶର ଭୋପାଳରେ ବାଂଲାଦେଶ ବିପକ୍ଷ ଦୃଷ୍ଟିହୀନ ଟି୨୦ ଏବଂ ଦିନିକିଆ କ୍ରିକେଟ ପାଇଁ ଶୁକ୍ରବାର ୧୪ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ଦଳରେ ଓଡିଶା ଅଲରାଉଣ୍ଡର ନକୁଳ ବଡନାୟକଙ୍କୁ ସୁଯୋଗ ମିଳିଛି । ସୁନୀଲ ରମେଶ ଏବଂ ଦୀପକ ମଲିକଙ୍କୁ ଦଳର ଅଧିନାୟକ ଏବଂ ଉପ…

ପାକିସ୍ତାନ ଯୁବକଙ୍କୁ ଏବେ ଘାରିଛି ବିଛା ଧୂମ୍ରପାନ ନିଶା !

ଲାହୋର: ପାକିସ୍ତାନର ଖୈବର ଅଂଚଳରେ ଯୁବ ପିଢ଼ୀଙ୍କ ଏବେ ଘାରିଛି ବିଛା ଧୂମ୍ରପାନ ନିଶା । ଏହା ଏବେ ସେଠାରେ ଏକ ବଡ ସମସ୍ୟା ଭାବେ ଉଭା ହୋଇଛି । ପାକିସ୍ତାନର ଡନ ଖବରକାଗଜରେ ଏହି ଚାଂଚଲ୍ୟକର ଏବଂ ଚିନ୍ତାଜନକ ଖବର ପ୍ରକାଶ ପାଇଛି । ବିଛାମାନଙ୍କୁ ମାରି ଖରାରେ ଶୁଖା ଯାଇଥାଏ । ଏହା ପରେ କୋଇଲା…

ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ସଂରକ୍ଷଣ ନେଇ ପୁଣି ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ବର : ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ସଂରକ୍ଷଣ ନେଇ ପୁଣି ପ୍ରକାଶ ପାଇଲା ବିଜ୍ଞପ୍ତି । ଏନେଇ ଚିଠି ଜରିଆରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ସଂରକ୍ଷଣ ନେଇ ନୂଆ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ୧୦ ଦିନ ପର୍ଯ୍ୟନ୍ତ ଅଭିଯୋଗ ଗ୍ରହଣ ପାଇଁ ସମୟ ଦିଆଯାଇଛି । ଆସନ୍ତା…

ପ୍ରସନ୍ନ କୁମାର ପଟ୍ଟନାୟକଙ୍କ ‘ରିଡିଙ୍ଗସ ଫ୍ରମ ଦି ଶ୍ରୀମଦ ଭାଗବତ’ ଉନ୍ମୋଚିତ

ଭୁବନେଶ୍ୱର : ପୂର୍ବତନ ପ୍ରଶାସକ ପ୍ରସନ୍ନ କୁମାର ପଟ୍ଟନାୟକଙ୍କ ରଚିତ 'ରିଡିଙ୍ଗସ ଫ୍ରମ ଦି ଶ୍ରୀମଦ ଭାଗବତ' ସ୍ଥାନୀୟ ଓଡ଼ିଶା ପ୍ରେସ କ୍ଳବ ପ୍ରେକ୍ଷାଳୟରେ , ରମାକାନ୍ତ ରଥଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି । ଏହି ପୁସ୍ତକରେ ଅତିବଡ଼ି ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ସହ ସଂସ୍କୃତର…

ଶହେ ବର୍ଷରେ ପ୍ରଦାର୍ପଣ କଲା ରେଭେନ୍ସା ଇଷ୍ଟ ହଷ୍ଟେଲ

କଟକ : ଶହେ ବର୍ଷରେ ପ୍ରଦାର୍ପଣ କଲା ରେଭେନ୍ସା ଇଷ୍ଟ ହଷ୍ଟେଲ  । ଏହି ଅବସରରେ ଏକ ସ୍ମରଣିକା ଉନ୍ମୋଚନ କରାଯିବା ସହ ବିଦ୍ୟାଳୟର କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଦିତ କରାଯାଇଥିଲା । ରେଭେନ୍ସା ସେଭେନ ପିଲର ସମ୍ମିଳନୀ କକ୍ଷରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର…

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ଭଜି

ମୁମ୍ବାଇ: ଭାରତୀୟ କ୍ରିକେଟର ମହାନ ଅଫ ସ୍ପିନର ହରଭଜନ ସିଂ ଆଜି କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଏଥିସହ ୨୩ ବର୍ଷର କ୍ୟାରିୟରର ଅନ୍ତ ଘଟିଛି । ୧୯୯୮ରେ ହରଭଜନ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ । ସେ ୧୦୩ ମ୍ୟାଚରେ ୪୧୭ ୱିକେଟ ଅକ୍ତିଆର…