Latest Odisha News

BREAKING NEWS

ରାଜଧାନୀରେ ନାବାଳିକାଙ୍କୁ ଧରି ଚମ୍ପଟ୍ ଟ୍ୟୁସନ୍ ମାଷ୍ଟର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ ଖେଳାଇଲା ନାବାଳିକାଙ୍କ ଉଭାନ ମାମଲା । ଦୁଇ ନାବାଳିକାଙ୍କୁ ଧରି ଜଣେ ଟ୍ୟୁସନ ମାଷ୍ଟର ଚମ୍ପଟ୍ ମାରିବା ନେଇ ସଙ୍ଗୀନ ଅଭିଯୋଗ ହୋଇଛି । ବଡ଼ଗଡ଼ ଥାନା ଅନ୍ତର୍ଗତ ମଝିସାହିରେ ସାମ୍ନାକୁ ଆସିଛି ଏପରି ଅଭାବନୀୟ ଘଟଣା । ଜଣେ ଟ୍ୟୁସନ ମାଷ୍ଟର ଗୁରୁ…

ବିଜେପି ଉପରେ ଭୀଷଣ ବର୍ଷିଲେ ଜୟା

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ସାଂସଦ ଜୟା ବଚ୍ଚନ ଆଜି ବିଜେପି ଉପରେ ଭୀଷଣ ବର୍ଷିଛନ୍ତି। ସେ କହିଛନ୍ତି ଯେ ଦିନେ କେବଳ 'ଲାଲ ଟୋପି' ହିଁ ତାଙ୍କୁ କୋର୍ଟକୁ ଟାଣିବ। ଆଗାମୀ ୟୁପି ବିଧାନସଭା ନିର୍ବାଚନର ଫଳାଫଳକୁ ନେଇ ଭୟଭୀତ ହୋଇଥିବାରୁ ବିରୋଧୀ ଦଳ ବିରୋଧରେ ବିଜେପି ଆକ୍ରମଣ କରୁଛି।…

[ଭିଡ଼ିଓ] ଚିତ୍ତରଞ୍ଜନ ହତ୍ୟାକାଣ୍ଡ ଘଟଣା: ଲାଏ ଡିଟେକ୍ସନ୍ ଟେଷ୍ଟ ରିପୋର୍ଟ ଦାଖଲ

ପୁରୀ: ପୁରୀ ବ୍ରହ୍ମଗିରି ଚିତ୍ତରଞ୍ଜନ ପଲେଇ ହତ୍ୟାକାଣ୍ଡ ଘଟଣା। ଏହି ଘଟଣାର ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ ପୋଷ୍ଟମର୍ଟମ ରିପୋର୍ଟ ଆସିଥିବା ବେଳେ ଏହା ଫରେନସିକ୍ ଲ୍ୟାବକୁ ଦିଆଯାଇଛି ଯାଞ୍ଚ ପାଇଁ । ପୋଷ୍ଟମର୍ଟମ ରିପୋର୍ଟ ମେଳ ଖାଇବା ପରେ ଚିତ୍ତ ମର୍ଡରର ପର୍ଦ୍ଦାଫାଶ ହେବ। ଯାହା…

ସନ୍ଧ୍ୟାବେଳେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଉ କିଛି ସମୟ ପରେ ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂଣ୍ଣୟ ବୈଠକ । ଏହି ବୈଠକରେ ଭର୍ଚୁଆଲ ମାଧ୍ୟମରେ ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ । ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କ’ଣ କହିବେ । ତା’ ଉପରେ ଏବେ…

[ଭିଡ଼ିଓ] ନୂଆବର୍ଷ ପାଇଁ ପୁରୀରେ ଡ୍ରଙ୍କ ଏଣ୍ଡ ଡ୍ରାଇଭ କାର୍ଯ୍ୟକ୍ରମ ଶୁଭାରମ୍ଭ

ପୁରୀ: ନୂଆବର୍ଷ ପାଇଁ ପୁରୀରେ ଡ୍ରଙ୍କ ଏଣ୍ଡ ଡ୍ରାଇଭ କାର୍ଯ୍ୟକ୍ରମ । ଆଜିଠାରୁ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ପୁରୀ ସହରରେ ଚାଲିବ ଡ୍ରଙ୍କ ଏଣ୍ଡ ଡ୍ରାଇଭ କାର୍ଯ୍ୟକ୍ରମ । ଭିଆଇପି ରୋଡର ସୁବାଷ ବୋଷ ଛକରୁ ଏହି ସ୍ୱତନ୍ତ୍ର ଡ୍ରାଇଭ୍ ର ଶୁଭାରମ୍ଭ କରାଯାଇଛି । ମଦ୍ୟପାନ କରି ଗାଡି ଚଳାଉଥିବା…

ଜେଲରୁ ମୁକୁଳିଲେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟଙ୍କୁ ମିଳିଲା ଜାମିନ। ୧୪ ମାସ ଜେଲ୍‌ରେ ରହିବା ପରେ ମୁକୁଳିଲେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ। କୋର୍ଟଙ୍କ ସର୍ତ୍ତମୂଳକ ଜାମିନ ପାଇବା ପରେ ସୋମବାର ସନ୍ଧ୍ୟାରେ ସେ ବାହାରକୁ ବାହାରିଛନ୍ତି। ନିର୍ଯାତନା ମାମଲାରେ ଜାମିନ ମିଳିବା ପରେ…

ଆମେରିକାକୁ ଚୀନ୍‌ର ଧମକ; ମୁକାବିଲାକୁ ଭୟ ନାହିଁ; ଶେଷ ଯାଏ ଲଢିବୁ

ନୂଆଦିଲ୍ଲୀ: ଚୀନ୍ ଏବଂ ଆମେରିକା ମଧ୍ୟରେ ତିକ୍ତତା କ୍ରମାଗତ ଭାବେ ବୃଦ୍ଧି ପାଉଛି। ବର୍ତ୍ତମାନ ଚୀନ୍‌ର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି କହିଛନ୍ତି ଯେ ଆମେରିକା ସହ ସିଧାସଳଖ ମୁହାଁମୁହିଁ ହେବାକୁ ଆମେ ଭୟ କରୁନାହୁଁ। ଉଭୟ ପକ୍ଷ ସମାନ ଭାବରେ ଲାଭବାନ ହେଲେ ଆମେ ସହଯୋଗ କରିବୁ ବୋଲି ସେ…

ହାପି ବର୍ଥ ଡେ’ ତମନ୍ନା

ମୁମ୍ବାଇ : ଆଜି ହେଉଛି ସାଉଥ୍ ଆକ୍ଟ୍ରିସ୍ ତମନ୍ନା ଭାଟିଆଙ୍କ ବର୍ଥ ଡେ । ୩୨ ବର୍ଷ ବୟସରେ ପାଦ ଥାପିଛନ୍ତି ତମନ୍ନା । ଏନେଇ ତାଙ୍କ ପାଖକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ହେଲେ ଏଥର ବର୍ଥ ଡେ' କୁ ଫ୍ରେଣ୍ଡ ଓ ଫ୍ୟାମିଲଙ୍କ ସହ ସେଲିବ୍ରେସନ କରୁଛନ୍ତି ତମନ୍ନା । ତମନ୍ନା ତାଙ୍କ…

ଟିକା ପ୍ରମାଣପତ୍ରରୁ ହଟିବନି ମୋଦୀଙ୍କ ଫଟୋ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋକୁ କରୋନା ଟିକା ପ୍ରମାଣପତ୍ରରୁ ହଟାଇବାକୁ ଏକ ଆବେଦନକୁ କେରଳ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏହା ସହିତ କୋର୍ଟର ସମୟ ନଷ୍ଟ କରିବା ପାଇଁ ଆବେଦନକାରୀଙ୍କ ଉପରେ କୋର୍ଟ ୧ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଲାଗୁ କରିଛନ୍ତି। ଟିକାକରଣ…

ହାପି ବର୍ଥ ଡ଼େ’ ଛୋଟେ ମିଆଁ ଗୋବିନ୍ଦା.. .

ମୁମ୍ବାଇ: ମଲ୍ଟି ଟ୍ୟାଲେଣ୍ଟେଡ଼ ଷ୍ଟାର ଗୋବିନ୍ଦା । ଏହି ନାଁ ଆଜିବି ଲୋକଙ୍କ ହୃଦରେ ରାଜ୍ କରୁଛି । ୯୦ଦଶକରେ ସେ ଏପରି ଅନେକ ଫିଲ୍ମ କରିଛନ୍ତି ଯାହା ଆଜିବି ତାଙ୍କ ଫ୍ୟାନ୍ସ ଦେଖିଲା ମାତ୍ରେ ନହସି ରହିପାରନ୍ତି ନାହିଁ । ସେହି ସମୟରେ ଗୋବିନ୍ଦା ଯେଉଁ ଫିଲ୍ମରେ ଅଭିନୟ କରୁଥିଲେ ତାହା ବକ୍ସ…