Latest Odisha News

BREAKING NEWS

ଓଡ଼ିଶାରେ ପଶିଲା ଓମିକ୍ରନ, ୨ ଜଣ ପଜିଟିଭ୍

ଭୁବନେଶ୍ୱର: ଓଡ଼ିଶାରେ ପଶିଲା ଓମିକ୍ରନ୍ । ଚିହ୍ନଟ ହେଲା ପ୍ରଥମ ଓମିକ୍ରନ ଆକ୍ରାନ୍ତ । ୨ ଜଣ ବିଦେଶ ଫେରନ୍ତା ଓମିକ୍ରନ ସଂକ୍ରମିତ ହୋଇଛନ୍ତି । ଜିନୋମ୍ ସିକ୍ୱେନ୍ସିଂରୁ ସେମାନେ ନୂଆ ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣା ପଡିଛି । ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ନାଇଜେରିଆ ଓ ଅନ୍ୟ ଜଣେ…

ଦୁନିଆର ସବୁଠୁ ବଡ କ୍ରୁଜ୍ ଜାହାଜରେ ୪୮ଟି ଓମିକ୍ରନ୍‌ ମାମଲା ଚିହ୍ନଟ!

ନୂଆଦିଲ୍ଲୀ: ଦୁନିଆର ସବୁଠୁ ବଡ କ୍ରୁଜ୍ ଜାହାଜ ରୟାଲ୍ କାରିବିଆନ୍ ର ସିମ୍ଫୋନୀରେ ବର୍ତ୍ତମାନ ୪୮ଟି କୋଭିଡ୍ ମାମଲା ରିପୋର୍ଟ ହୋଇଥିବା ଜଣାପଡ଼ିଛି। ଜାହାଜରେ ୬୦୦୦ ରୁ ଅଧିକ ଯାତ୍ରୀ ଥିଲେ। ଏହାର ଅପରେଟର ରୟାଲ କାରିବିଆନ୍ କହିଛନ୍ତି ଯେ କଡା ନିର୍ଦ୍ଦେଶନାମା ସତ୍ତ୍ୱେ ଏହି ବିସ୍ଫୋରଣ…

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ପୁଣି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୧୪୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ମଧ୍ୟରେ ରାଜ୍ୟରୁ ଆଉ ଜଣେ କୋଭିଡ଼ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଖୋର୍ଦ୍ଧା ଜିଲ୍ଲାରୁ । ଖୋର୍ଦ୍ଧା ଜିଲ୍ଲାରୁ ୭୧ବର୍ଷୀୟ…

ରାସନ୍ କାର୍ଡ ହିତାଧିକାରୀଙ୍କୁ ମିଳିବ ହଜାରେ ଟଙ୍କା କୋଭିଡ୍ ସହାୟତା

ଭୁବନେଶ୍ୱର: ରାସନ କାର୍ଡଧାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ପଞ୍ଚାୟତ ନିର୍ବାଚନ ପୂର୍ବରୁ ମିଳିବ କୋଭିଡ୍ ସହାୟତା । ଏଣିକି ପ୍ରତ୍ୟେକ ରାସନକାର୍ଡଧାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଯିବ ହଜାରେ ଟଙ୍କା । ୩୦ ଜିଲ୍ଲାର ୩କୋଟି ୫୦ ଲକ୍ଷ କାର୍ଡଧାରୀ ଏହି ସୁବିଧା…

ନିଜ ସ୍ବୟଂବରରେ ଏହି ବିବାହିତ ଅଭିନେତାଙ୍କୁ ନିମନ୍ତ୍ରଣ କରିବେ ସାରା!

ନୂଆଦିଲ୍ଲୀ: ଆଜିକାଲି ସାରା ଅଲି ଖାନ ତାଙ୍କ ଚଳଚ୍ଚିତ୍ର 'ଅତ୍‌ରଙ୍ଗୀ ରେ'ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଧନୁଷ ଏବଂ ଅକ୍ଷୟ କୁମାରଙ୍କ ସହ ସାରା। 'ଅତ୍‌ରଙ୍ଗୀ ରେ' ଖୁବ ଶୀଘ୍ର ରିଲିଜ୍ ହେବାକୁ ଯାଉଛି। ଏହାପୂର୍ବରୁ ସାରା ଏବଂ ଧନୁଷ…

ଦାରିଙ୍ଗିବାଡ଼ିରେ ବାଘୁଆ ଶୀତ: ୩.୫ ଡିଗ୍ରୀ ସେଲସିୟସକୁ ଖସିଲା ପାରଦ

ଦାରିଙ୍ଗିବାଡ଼ି: ଶୀତରେ ଥରୁଛି ସାରା ଓଡ଼ିଶା । ଅସମ୍ଭାଳ ଶୀତ । ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗିବାଡ଼ିରେ ବାଘୁଆ ଶୀତ । ତଳକୁ ତଳକୁ ଖସୁଛି ପାରଦ । ଆଜି ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି ଦାରିଙ୍ଗିବାଡି । ସେଠାରେ ସର୍ବନିମ୍ନ ତାପମାତ୍ରା ୩.୫ ଡିଗ୍ରୀ ସେଲସିୟସ୍ ରେକର୍ଡ…

ଗତ ୨୪ଘଣ୍ଟା ଭିତରେ ୧୪୬ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୧୪୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୮୬ଜଣ ଓ ସ୍ଥାନୀୟ ସଂକ୍ରମଣରୁ ୬୦କେସ୍ ରହିଛି । ଏଥିମଧ୍ୟରୁ ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୨୫ଜଣ କୋଭିଡ଼ ପଜିଟିଭ୍ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ…

ବ୍ୟାନ୍‌ ହେଲା ୨୦ଟି ଆଣ୍ଟି-ଇଣ୍ଡିଆ ୟୁଟ୍ୟୁବ୍‌ ‌ଚ୍ୟାନେଲ୍‌

ନୂଆଦିଲ୍ଲୀ: ସୋମବାର ଦିନ ଭାରତ ସରକାର ୨୦ଟି ୟୁଟ୍ୟୁବ ଚ୍ୟାନେଲକୁ ଜାତୀୟ ବିରୋଧୀ ପ୍ରଚାର ପ୍ରସାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ପ୍ରଥମ ଥର ପାଇଁ, ଆଇଟି ଆକ୍ଟରେ ସମ୍ପ୍ରତି ଅନ୍ତର୍ଭୁକ୍ତ ନିର୍ଦ୍ଦେଶାବଳୀ ଆଧାରରେ ସେମାନଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହି ୟୁଟ୍ୟୁବ୍ ଚ୍ୟାନେଲ ସହିତ…

ଆମେରିକାରେ ଓମିକ୍ରନ୍‌ର ପ୍ରଥମ ମୃତ୍ୟୁ; ସପ୍ତାହରେ ମାମଲା ୩ରୁ ୭୩%କୁ ବୃଦ୍ଧି

ୱାଶିଂଟନ୍‌: କରୋନାର ଓମିକ୍ରନ୍ ଭାରିଆଣ୍ଟରୁ ପ୍ରଥମ ମୃତ୍ୟୁ ଆମେରିକାରେ ରେକର୍ଡ କରାଯାଇଥିବା ଜଣାପଡ଼ିଛି। ସୋମବାର ଟେକ୍ସାସରେ ଏହି ମୃତ୍ୟୁ ଘଟିଥିବା ସୂଚନା ମିଳିଛି।। ତେବେ ଏପର୍ଯ୍ୟନ୍ତ ସିଡିସି କୌଣସି ସରକାରୀ ବିବୃତ୍ତି ଦିଆଯାଇନାହିଁ। ସୂଚନା ମୁତାବକ ମୃତକଙ୍କ ବୟସ ୫୦ ରୁ ୬୦ ବର୍ଷ…

ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା, ଜନଜୀବନ ଅସ୍ତବ୍ୟସ୍ତ

ଭୁବନେଶ୍ୱର: ଅସହ୍ୟ ହେଲାଣି ଶୀତ । ଜାଡ଼ରେ ଥରୁଛି ସାରା ଓଡ଼ିଶା । ଉପକୂଳରୁ ଆଭ୍ୟନ୍ତରୀଣ ଅଞ୍ଚଳ ସବୁଠି କୋହଲା ପବନ । ଆସନ୍ତା ୨ରୁ ୩ ଦିନ ଯାଏଁ ପ୍ରବଳ ଥଣ୍ଡା ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏହି ସମୟରେ ରାଜ୍ୟର କିଛି ଜିଲ୍ଲାରେ ରାତି ତାପମାତ୍ରା ୪ରୁ ୬ ଡ଼ିଗ୍ରୀ ତଳେ…