Latest Odisha News

BREAKING NEWS

ସୁଶାନ୍ତ ଦାଶ ‘କବି ରାଜେନ୍ଦ୍ର କିଶୋର ପଣ୍ଡା କବିତା ସମ୍ମାନ’ରେ ସମ୍ମାନିତ

ବ୍ରହ୍ମପୁର : ବିଶିଷ୍ଟ କବି ସୁଶାନ୍ତ ଦାଶ ଓଡ଼ିଶା ରାଜଭାଷା ବିକାଶ ପରିଷଦ ପକ୍ଷରୁ 'କବି ରାଜେନ୍ଦ୍ର କିଶୋର ପଣ୍ଡା କବିତା ସମ୍ମାନ'ରେ ସମ୍ମାନିତ କରାଯାଇଛି । କବି ଶ୍ରୀ ଦାଶ ଓଡ଼ିଆ ସାହିତ୍ୟର ଜଣେ ସମ୍ବେଦନଶୀଳ ଓ ପ୍ରାଣବନ୍ତ ପ୍ରତିଭା । କିଛି ଅନ୍ଵେଷା, ରୋମରୁ ମୋନାଲିଆ, ପକେଟ ଖାତା,…

ଓଡ଼ିଶାରୁ ଓମିକ୍ରନ୍ ଚିହ୍ନଟ ପରେ ତତ୍ପରତା, ସ୍ୱାସ୍ଥ୍ୟ ବିଭାଗ ଡାକିଲା ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଓଡିଶାରୁ ଦୁଇ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ପରେ ତତ୍ପରତା । ଜଣଙ୍କର ଘର ଜଗତସିଂହପୁର ହୋଇଥିବା ବେଳେ ସେ କଟକରେ ଟ୍ରିଟମେଣ୍ଟ ହେଉଛନ୍ତି । ଅନ୍ୟ ଜଣଙ୍କ ଘର ଖୋର୍ଦ୍ଧାରେ ବୋଲି ଜଣାପଡିଛି । ଦୁଇ ଜଣ ଯାକ ପୁରୁଷ । ଜଣଙ୍କର ବୟସ ୪୧ ଓ ଆଉ ଜଣଙ୍କର ବୟସ ୪୩ ବର୍ଷ । ଜଣେ…

୨୦ରୁ ଉର୍ଦ୍ଧ୍ଵ ଗାଈଙ୍କୁ ଉଦ୍ଧାର କଲା ବଜରଙ୍ଗୀ ଦଳ

ଭଦ୍ରକ : ଗୋରୁ ବୋଝେଇ ଗାଡି ଜବତ । ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଞ୍ଚଳରୁ ଦୁଇଟି ଗୋରୁ ବୋଝେଇ ଗାଡି ଜବତ ହୋଇଛି ।୨୦ ରୁ ଉର୍ଦ୍ଧ୍ଵ ଗାଇ ଉଦ୍ଧାର ହୋଇଛନ୍ତି । ସୂଚନା ଅନୁସାରେ ଦୁଇଟି ଗୋରୁ ବୋଝେଇ ପିକଅଫ୍ ଭ୍ୟାନ୍ ବାସୁଦେବପୁର ଆସୁଥିଲା ।ଏହି ସମୟରେ ବଜରଙ୍କ ଦଳ ସଦସ୍ୟ ମାନେ ଦୁଇଟି…

୨୦୧୧ ବିଶ୍ୱକପ୍‌କୁ ନେଇ ତିଆରି ହେବ ଫିଲ୍ମ ‘୮୩’ର ସିକ୍ୱେଲ୍!

ମୁମ୍ବାଇ: ଫିଲ୍ମ '୮୩'ରେ ଭାରତୀୟ କ୍ରିକେଟ୍ ଦଳ ଜିତିଥିବା ପ୍ରଥମ ବିଶ୍ୱକପ୍ ର କାହାଣୀ ବର୍ଣ୍ଣନା କରାଯାଇଛି। ଡିସେମ୍ବର ୨୪ରେ ଏହା ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ରଣବୀର ସିଂ, ଦୀପିକା ପାଦୁକୋନଙ୍କ ଅଭିନୀତ ଏହି ଚଳଚ୍ଚିତ୍ରକୁ ଉଭୟଙ୍କ ପ୍ରଶଂସକମାନେ ଉତ୍କଣ୍ଡାର ସହ ଅପେକ୍ଷା…

‘ଶିଳାଶ୍ରୀ’ର ୧୪ତମ ବାର୍ଷିକ ଉତ୍ସବ ପାଳିତ

ଭୁବନେଶ୍ୱର : ତ୍ରୈମାସିକ ସାହିତ୍ୟ ପତ୍ରିକା ଶିଳାଶ୍ରୀର ୧୪ତମ ବାର୍ଷିକ ଉତ୍ସବ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ପୂର୍ବତନ ସଂସ୍କୃତି ନିର୍ଦ୍ଦେଶକ ବିଜୟ ନାୟକ ମୁଖ୍ୟ ଅତିଥି , ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପ୍ରଭାସ ଆଚାର୍ଯ୍ୟ ସମ୍ମାନିତ…

କୋଟିଏ ଟଙ୍କାର ବ୍ରାଉନସୁଗର ଜବତ, ୨ ବେପାରୀ ଗିରଫ

ଢେଙ୍କାନାଳ: ପୁଣି ରାଜ୍ୟରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ । ୨ ଜଣ ବେପାରୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଢେଙ୍କାନାଳ ଜିଲ୍ଲା ଘାଟିପିରି ଗାଁ ରାସ୍ତାରେ ଡିଲ୍ ବେଳେ ଧରିଲା ଏସଟିଏଫ୍ । ଅଭିଯୁକ୍ତଙ୍କ ପାଖରୁ ଜବତ ହୋଇଛି ୧କିଲୋ ୯୦ ଗ୍ରାମ୍ ବ୍ରାଉନସୁଗର । ଯାହାର…

‘ଗଳା ଯନ୍ତ୍ରଣା’ ଓମିକ୍ରନ୍‌ର ପ୍ରଥମ ଲକ୍ଷଣ

ନୂଆଦିଲ୍ଲୀ: ଓମିକ୍ରନ୍ ଭାରିଆଣ୍ଟ୍ ପୃଥିବୀର ବିଭିନ୍ନ ସ୍ଥାନକୁ ମାଡିସାରିଲାଣି। ବୈଜ୍ଞାନିକମାନେ ପ୍ରତିବନ୍ଧକ ଏବଂ ଲକଡାଉନ୍ ସହିତ ଟିକା କ୍ଷମତାକୁ ବଢାଇବା ପାଇଁ ମଧ୍ୟ ଚେତାବନୀ ଦେଇଛନ୍ତି। ଓମିକ୍ରନ୍ ରୋଗୀଙ୍କୁ ଯାଞ୍ଚ  କରୁଥିବା ବୈଜ୍ଞାନିକମାନେ ବର୍ତ୍ତମାନ ରିପୋର୍ଟ କରିଛନ୍ତି ଯେ…

ଭାରତରେ ୨୦୦ ଛୁଇଁଲା ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା, ସୁସ୍ଥ ହେଲେଣି ୭୭

ନୂଆଦିଲ୍ଲୀ: ଭାରତରେ ମାଡୁଛି ଓମିକ୍ରନ୍ । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଆଜି ଦୁଇ ଶହ ପାର କରିଛି ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ୧୨ ରାଜ୍ୟରୁ ଚିହ୍ନଟ ହୋଇଛି ନୂଆ ଭାରିଆଣ୍ଟ । ଦିଲ୍ଲୀରେ ଦ୍ରୁତ ବଢୁଛି ଓମିକ୍ରନ୍…

ଡେଲ୍‌ଟା ଅପେକ୍ଷା ଦ୍ରୁତ ଗତିରେ ବ୍ୟାପୁଛି ଓମିକ୍ରନ୍‌; ‘ହୁ’ ମୁଖ୍ୟଙ୍କ ଚେତାବନୀ

ନୂଆଦିଲ୍ଲୀ: କରୋନାର ଓମିକ୍ରନ୍ ଭାରିଆଣ୍ଟ ଡେଲଟା ଭାରିଆଣ୍ଟ ଅପେକ୍ଷା କ୍ଷୀପ୍ର ବେଗରେ ମାଡିଚାଲିଛି। ଏହାସହ ଟକାକରଣ କରିଥିବା କିମ୍ବା କରୋନାରୁ ମୁକ୍ତି ପାଇଥିବା ଲୋକଙ୍କଠାରେ ସଂକ୍ରମଣ ସୃଷ୍ଟି କରୁଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ମୁଖ୍ୟ କହିଛନ୍ତି। ହୁ ମୁଖ୍ୟ…

ବାହା ହୋଇପାରିବେନି ୨୧ ବର୍ଷରୁ କମ୍ ବୟସ୍କ ଯୁବକ; କିନ୍ତୁ ଲିଭ୍‌-ଇନ୍‌ରେ ରହିପାରିବେ

ନୂଆଦିଲ୍ଲୀ: ଗତ ସପ୍ତାହରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏକ ମାମଲାର ଶୁଣାଣି ବେଳେ କହିଥିଲେ ଯେ ୨୧ ବର୍ଷରୁ କମ୍ ବୟସ୍କ ଯୁବକ ବିବାହ କରିପାରିବେ ନାହିଁ, କିନ୍ତୁ ସେ ତାଙ୍କ ଇଚ୍ଛା ଅନୁଯାୟୀ ୧୮ ବର୍ଷ କିମ୍ବା ତାଠାରୁ ଅଧିକ ବୟସ୍କା ମହିଳାଙ୍କ ସହମତିରେ ତାଙ୍କ ସହ ରହିପାରିବେ।…