Latest Odisha News

BREAKING NEWS

ପାରାଦୀପରେ ନଦୀ ମହୋତ୍ସବ ଆରମ୍ଭ

ପାରାଦୀପ : ପାରାଦୀପରେ ଆରମ୍ଭ ହୋଇଛି ନଦୀ ମହୋତ୍ସବ । ପାରାଦୀପ ବେଳାଭୂମିରେ ଏହି ମହୋତ୍ସବ ଅନୁଷ୍ଠିତ ହୋଇଛି । ଏହି ଉତ୍ସବକୁ ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟୱାରି ଉଦଘାଟନ କରିଛନ୍ତି ।ଆଜି ଠାରୁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ମହୋତ୍ସବ । ଏହି ମହୋତ୍ସବରେ ସକାଳୁ…

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ୍ ହେଲା କେନ୍ଦ୍ରାପଡା

କେନ୍ଦ୍ରାପଡା : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେଲା କେନ୍ଦ୍ରାପଡା ଜିଲ୍ଲା । ଭିଡିଓ କନଫରେନ୍ସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡାରେ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । କେନ୍ଦ୍ରାପଡାର ୩ ଲକ୍ଷ ପରିବାର ଏହି ସ୍ମାର୍ଟ ହେଲଥ କାର୍ଡ ଯୋଜନାରେ ଉପକୃତ…

ଆଇଏଏଫ ହେଲିକପ୍ଟର ଦୁର୍ଘଟଣା: ଶେଷ ଜୀବିତ ବ୍ୟକ୍ତି ଗ୍ରୁପ କ୍ୟାପଟେନ ବରୁଣଙ୍କ ପରଲୋକ

ନୂଆଦିଲ୍ଲୀ: ସିଡିଏସ ଜେନେରାଲ ବିପିନ ରାୱତ ହେଲିକପ୍ଟର ଦୁର୍ଘଟଣାରେ ଏକମାତ୍ର ବ୍ୟକ୍ତି ଭାବେ ଜୀବିତ ଥିବା ଗ୍ରୁପ କ୍ୟାପଟେନ ବରୁଣ ସିଂଙ୍କ ଆଜି ପରଲୋକ ହୋଇଯାଇଛି । ଭାରତୀୟ ବାୟୁ ସେନା ପକ୍ଷରୁ ଏହି ଶୋକ ଖବର ନେଇ ସୂଚନା ଦେଇଛି । ଡିସେମ୍ବର ୮ରେ ହୋଇଥିବା ଏହି ଦୁର୍ଘଟଣାରେ ହେଲିକପ୍ଟରରେ…

ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ

ରାୟଗଡ଼ା: ସାଧାରଣ ଲୋକଙ୍କ ପାଖରେ ସମସ୍ତ ସୁବିଧା ପହଞ୍ଚାଇବା ପାଇଁ ବିଭିନ୍ନ ଜନହିତକର କାର୍ଯ୍ୟ କରାଯାଉଛି । ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ହେଲେ ଏବେବି ଲୋକଙ୍କ ପାଖରେ ସୁବିଧା ପହଞ୍ଚିପାରୁନାହିଁ । ଏହିଭଳି ଅଭିଯୋଗ ଆସିଛି ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକର ଉକାମ୍ବା,…

ମାଲକାନଗିରିରେ ଲ୍ୟାଣ୍ଡମାଇନ ବିସ୍ପୋରଣରେ ଯବାନ ଗୁରୁତର

ମାଲକାନଗିରି : ଲ୍ୟାଣ୍ଡମାଇନ ବିସ୍ପୋରଣରେ ଯବାନ ଗୁରୁତର । ମାଲକାନଗିରି ତେଲେଙ୍ଗାନା ସୀମାନ୍ତରେ ଲ୍ୟାଣ୍ଡମାଇନ ବିସ୍ପୋରଣ ହେବା ଯୋଗୁଁ ଜଣେ ଗ୍ରେହାଣ୍ଡ RSI ଯବାନ ଗୁରୁତର ହୋଇଛନ୍ତି ।ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ବଡାରି କାତା ଗୁଡ଼େମ ଜିଲ୍ଲାର ଚାର୍ଲା ଥାନା ଅନ୍ତର୍ଗତ…

‘ଅନ୍ତିମ’ ବନାମ ସୂର୍ଯ୍ୟବଂଶୀ; ବାଜି ମାରିଲେ ସଲ୍‌ମାନ

ନୂଆଦିଲ୍ଲୀ: ବଲିଉଡ୍‌ର ଦମ୍‌ଦାର ଷ୍ଟାର ସଲ୍‌ମାନ ଖାନ ଏବଂ ଅକ୍ଷୟ କୁମାରଙ୍କ ଅଭିନୀତ ଅନ୍ତିମ ଓ ସୂର୍ଯ୍ୟବଂଶୀ ବେଶ୍‌ ଲୋକପ୍ରିୟତା ହାସଲ କରିଛି। ଏହା କହିବା ଭୁଲ ହେବ ନାହିଁ ଯେ ଅକ୍ଷୟ କୁମାରଙ୍କ ସୂର୍ଯ୍ୟବଂଶୀ ଏବଂ ସଲମାନ ଖାନଙ୍କ ଅନ୍ତିମ ଦ ଫାଇନାଲ ଟ୍ରୁଥ ଭଳି ଫିଲ୍ମ ରିଲିଜ ହେବା ପରେ…

ଜାଡରେ ଥରୁଛି ଓଡିଶା , ଦାରିଙ୍ଗବାଡିରେ ତାପମାତ୍ରା ୭.୫ ଡିଗ୍ରୀ

ଭୁବନେଶ୍ୱର : ଜାଡରେ ଥରୁଛି ସାରା ଓଡିଶା । ରାଜ୍ୟର ୧୯ ଟି ସ୍ଥାନରେ ୧୫ ଡିଗ୍ରୀ ତଳେ ରହିଛି ତାପମାତ୍ରା ।ଅନ୍ୟପଟେ ପାହାଡିଆ ଅଞ୍ଚଳ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରୀ ତଳେ ରହିଛି । ଫଳରେ ଜାଡରେ ଘରୁଛି ଦାରିଙ୍ଗବାଡି । ଏନେଇ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ପ୍ରବଳ…

ଦକ୍ଷିଣ ଆଫ୍ରିକା ଗସ୍ତରେ ଗୋଟିଏ ଦିନ କ୍ୱାରେଂଟାଇନରେ ରହିବ ଟିମ ଇଣ୍ଡିଆ

ନୂଆଦିଲ୍ଲୀ:ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତୀୟ କ୍ରିକେଟ ଦଳ ମାତ୍ର ଗୋଟିଏ ଦିନ କ୍ୱାରେଂଟାଇନରେ ରହିବ । ଟିମ ଇଣ୍ଡିଆ ୧୬ ଡିସେମ୍ବରରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ । ଏହା ପୂର୍ବରୁ ମୁମ୍ବାଇରେ ୩ ଦିନ ଖେଳାଳିମାନେ ବାୟୋବବଲରେ ରହିବ । ସେଠାରେ ପଂହଚିବା ପରେ ହୋଟେଲରେ ଗୋଟିଏ ଦିନ ଅଲଗା…

ଭୁବନେଶ୍ବର-କଟକ କମିଶନରେଟ୍‌ ପୋଲିସ ପାଇଁ ଖୋଲାଯିବ ସ୍ବତନ୍ତ୍ର ଅପରାଧ ନିୟନ୍ତ୍ରଣ ଶାଖା

ଭୁବନେଶ୍ବର: ଭୁବନେଶ୍ବର-କଟକ କମିଶନରେଟ୍‌ ପୋଲିସ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ ନିମନ୍ତେ ଏହି ଦୁଇ ସହରାଞ୍ଚଳ ପାଇଁ ସ୍ବତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖା ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏଥିନିମନ୍ତେ ଆସିଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ…

ସ୍କୁଲ ଭିତରେ ଭାଲୁ, ସିସିଟିଭିରେ କଏଦ ଚିତ୍ର

ମାଲକାନଗିରି: ସ୍କୁଲ ଭିତରେ ଭାଲୁ । ଗୋଟିଏ କି ଦୁଇଟି ନୁହେଁ ତିନୋଟି ଭାଲୁ ସ୍କୁଲ ହତା ଭିତରେ ପଶିଥିବା ଦେଖିବାକୁ ମିଳିଛି । ତା ପୁଣି ସିସିଟିଭିରେ କଏଦ ହୋଇଛି । ଏହି ଦୃଶ୍ୟ ହେଉଛି ମାଲକାନଗିରି ଜିଳ୍ଲା ଗୋବିନ୍ଦପାଲ୍ଲୀ ଅଞ୍ଚଳରେ ଦେଖିବାକୁ ମିଳିଛି । ଗତ କାଲି ରାତି ସମୟରେ ଏହି ତିନି…