Latest Odisha News

BREAKING NEWS

[ଭିଡ଼ିଓ] ଋଣବୋଝ ଓ ବେରୋଜଗାର ଚାପରେ ବୁଡି ରହିଛି ଓଡିଶା: ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: ଋଣବୋଝ ଓ ବେରୋଜଗାର ଚାପରେ ବୁଡି ରହିଛି ଓଡିଶା । ସଂସଦରେ ଓଡ଼ିଶାବାସୀଙ୍କ ଉପରେ ଋଣବୋଝ ଓ ରାଜ୍ୟର ବେରୋଜଗାର ପ୍ରସଙ୍ଗରେ ପ୍ରଶ୍ନ ଉଠାଇଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ନିକଟରେ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ପ୍ରତି ପରିବାରର ହାରାହାରି ସମ୍ପତ୍ତି…

ଏସ୍‌ଆଇଟିର ବଡ଼ ଖୁଲାସା; ଉଦ୍ଦେଶ୍ୟମୂଳକ ଥିଲା ଲଖୀମ୍‌ପୁର ହିଂସାକାଣ୍ଡ!

ନୂଆଦିଲ୍ଲୀ: ଏସ୍‌ଆଇଟିର ବଡ଼ ଖୁଲାସା। ଲଖୀମ୍‌ପୁର ହତ୍ୟ‌ାକାଣ୍ଡରେ ନୂଆ ଟ୍ବିଷ୍ଟ। ଲକ୍ଷ୍ମୀପୁର ଘଟଣାରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ରାଙ୍କ ସମେତ ୧୩ ଅଭିଯୁକ୍ତଙ୍କ ସମସ୍ୟା ଆହୁରି ବଢିବାରେ ଲାଗିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ଅପରାଧ କୌଣସି…

ବାରଣାସୀରେ ବିିଳମ୍ବିତ ରାତିରେ ବିକାଶମୂଳକ କାମ ବୁଲି ଦେଖିଲେ ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱନାଥ କରିଡରର ଉଦଘାଟନ କରିବା ପରେ ସୋମବାର ବିଳମ୍ବିତ ରାତିରେ ବାରଣାସୀରେ ବିକାଶମୂଳକ କାର୍ଯ୍ୟର ଯାଞ୍ଚ କରିଛନ୍ତି । ରାତି ୧ଟାଏ ସମୟରେ ବନାରସ ରେଲଓ୍ବେ ଷ୍ଟେସନକୁ ବୁଲି ଦେଖିଛନ୍ତି ମୋଦି ।  ପବିତ୍ର ସହର ପାଇଁ ସର୍ବୋତ୍ତମ ଭିତ୍ତିଭୂମି ସୃଷ୍ଟି…

କାହିଁକି ନର୍ଗିସ୍‌ଙ୍କ ପାଇଁ ରାତି ରାତି କାନ୍ଦୁଥିଲେ ଶୋମ୍ୟାନ୍‌

ନୂଆଦିଲ୍ଲୀ: ଶୋମ୍ୟାନ୍ ରାଜ କପୁରଙ୍କର ଭାରତୀୟ ସିନେମାରେ ଉଲ୍ଲେଖନୀୟ ଅବଦାନ ରହିଛି। ରାଜ କପୁରଙ୍କ ବିନା ଫିଲ୍ମ ଜଗତ ଅସମ୍ପୂର୍ଣ୍ଣ ବୋଲି ବିବେଚନା କରାଯାଏ। ରାଜ କପୁର ୧୦ ବର୍ଷ ବୟସରେ ଚଳଚ୍ଚିତ୍ରରେ ଡେବ୍ୟୁ କରିଥିଲେ। ୧୯୩୫ ମସିହାରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା।…

କୋଟିଆରେ ଖୋଲିବ ସ୍ୱତନ୍ତ୍ର ଆଦର୍ଶ ବିଦ୍ୟାଳୟ

ଭୁବନେଶ୍ୱର: କୋଟିଆରେ ଖୋଲିବ ସ୍ୱତନ୍ତ୍ର ଆଦର୍ଶ ବିଦ୍ୟାଳୟ । ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ନିକଟବର୍ତ୍ତୀ ଗାଁର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷାର ପ୍ରଦାନ ଲାଗି ଗଞ୍ଜେଇପଦରରେ ଏହି ସ୍କୁଲ ଖୋଲାଯିବ । ସ୍ୱତନ୍ତ୍ର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଖୋଲିବା ନେଇ ଜିଲ୍ଲାପାଳ ଅବଦଲ ଅଖତର…

ନୟାଗଡବାସୀଙ୍କୁ BSKY ସ୍ମାର୍ଟ କାର୍ଡ

ନୟାଗଡ : ନୟାଗଡବାସୀଙ୍କୁ ମିଳିବ ସ୍ମାର୍ଟ ସ୍ବାସ୍ଥ୍ୟ ସେବା, BSKY ସ୍ମାର୍ଟ କାର୍ଡର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ସ୍ବାସ୍ଥ୍ୟ ସେବାରେ ସାମିଲ ହେଲା ନୟାଗଡ ଜିଲ୍ଲା । ଭର୍ଚୁଆଲରେ ନୟାଗଡ ଜିଲ୍ଲା ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି…

ପରଲୋକରେ ବରିଷ୍ଠ ସାମ୍ବାଦିକ ମନୋଜ ପାତ୍ର

ଭୁବନେଶ୍ୱର : ଚାଲିଗଲେ ସାମ୍ବାଦିକ ମନୋଜ ପାତ୍ର । ରାୟଗଡାର ଜିଲ୍ଲାର ଓଡିଭି ପ୍ରତିନିଧି ତଥା ବରିଷ୍ଠ ସାମ୍ବାଦିକ ମନୋଜ ପାତ୍ରଙ୍କ ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ମନୋଜଙ୍କୁ ୫୫ ବର୍ଷ ବୟସ ହୋଇଥିଲା । ଅସୁସ୍ଥ ହେବାରୁ ମୋନଜଙ୍କ ଚିକିତ୍ସା ଚାଲିଥିଲା ।ହେଲେ ଆଜି ଚିକିତ୍ସାଧିନ…

ନୟାଗଡ ମହାବିଦ୍ୟାଳୟରେ କରୋନା, ଜଣେ ପଜିଟିଭ୍ ଚିହ୍ନଟ

ନୟାଗଡ : ନୟାଗଡ ସ୍ବୟଂଶାସିତ ମହାବିଦ୍ୟାଳୟର ପସିଲା କରୋନା । ମହାବିଦ୍ୟାଳୟ  ଫିଜିକ୍ସ ବିଭାଗର ଜଣେ ଅଧ୍ୟାପକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧ୍ୟାପକ ଜଣଙ୍କ କରୋନା ପଜିଟିଭ ଚିହ୍ନଟ ହେବା ପରେ ତତ୍ପରତା ପ୍ରକାଶ ପାଇଛି । ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ସଂପୃକ୍ତ ବିଭାଗକୁ…

ରାଜଧାନୀରେ ଆଉ ୪ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ରାଜଧାନୀରେ ଆଉ ୪ ଜଣ ନୂଆ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ ମୋଟ ମାମଲା ୬କୁ ବୃଦ୍ଧି ପାଇଛି। ସମସ୍ତ ୬ ଜଣ ରୋଗୀଙ୍କ ସାମାନ୍ୟ ଲକ୍ଷଣ ଥିବା ଜଣାପଡ଼ିଛି ଏବଂ ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ମଧ୍ୟ ହୋଇଥିବା ସୂଚନା ମିଳିଛି। ଦିଲ୍ଲୀର…

ଇନଷ୍ଟାଗ୍ରାମର ସମସ୍ତ ପୋଷ୍ଟ ଡିଲିଟ କଲେ ଜନ ଆବ୍ରାହମ

ମୁମ୍ବାଇ: ବଲିଉଡ ଅଭିନେତା ଜନ ଆବ୍ରାହମ ତାଙ୍କର ଇନଷ୍ଟାଗ୍ରାମ ଆକାଂଉଟର ସମସ୍ତ ପୋଷ୍ଟ ଡିିଲିଟ କରିଛନ୍ତି । ପ୍ରଥମେ ଏହା କୌଣସି ହ୍ୟାକର କରିଥିବା ଅନୁମାନ କରାଯାଉଥିଲା । ମାତ୍ର ପରେ ଅଭିନେତା ନିଜେ ଏହାକୁ ଡିଲିଟ କରିଥିବା ଜଣା ପଡିଥିଲା । ସତ୍ୟମେବ ଜୟତେ ୨ର ସଫଳତା ପରେ ଜନଙ୍କ ଏହି…