Latest Odisha News

BREAKING NEWS

‘ମିଶନରୀ ଅଫ୍ ଚାରିଟି’ ବିରୋଧରେ ଏଫ୍‌ଆଇଆର୍‌; ବଳପୂର୍ବକ କରାଯାଉଛି ଝିଅଙ୍କ ଧର୍ମ ପରିବର୍ତ୍ତନ

ନୂଆଦିଲ୍ଲୀ: ସୂଚନା ମୁତାବକ ଗୁଜରାଟରେ 'ମିଶନାରୀଜ୍‌ ଅଫ୍‌ ଚାରିଟି 'ମିଶନରୀ ଅଫ୍ ଚାରିଟି' ଦ୍ୱାରା ପରିଚାଳିତ ଏକ ଶିଶୁ ଗୃହ ବିରୋଧରେ ଏକ ଏଫଆଇଆର ପଞ୍ଜୀକୃତ ହୋଇଛି। ଅଭିଯୋଗ ହୋଇଛି ଯେ ଝିଅମାନଙ୍କୁ ବଳପୂର୍ବକ ଭାବେ କ୍ରସ୍‌ ପିନ୍ଧିଯାଇ ସେମାନଙ୍କୁ ‌ବାଇବେଲ୍‌ ପାଠ କରିବା ପାଇଁ ଏବଂ…

ମୁଣ୍ଡ ନେଲା ଲାଲବାହିନୀ, ଜଣଙ୍କୁ ଗଳା କାଟି ହତ୍ୟା

ମାଲକାନଗିରି: ମାଓବଦୀଙ୍କ ବର୍ବରତା । ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ଗଳା କାଟି ହତ୍ୟା କଲା ଲାଲବାହିନୀ । ମାଲକାନିଗିରି ସୀମାନ୍ତ ଛିତଶଗଡ଼ ସୁକୁମା ଜିଲ୍ଲା ଏରାବର ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ଘରୁ ଡାକି ନେଇ ହତ୍ୟା କଲେ ମାଓବାଦୀ । ମୃତକଙ୍କ ନାଁ ଦାରେ ନବୀନ । ଗତକାଲି…

ବିବାହ ସମୟରେ କେବଳ ପଞ୍ଜାବୀରେ କଥା ହେଉଥିଲେ କ୍ୟାଟ୍ରିନା!

ମୁମ୍ବାଇ: କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର୍‌ଥିଲା। ସେମାନଙ୍କ ବିବାହର କିଛି ଫଟୋ ଦେଖିବା ପାଇଁ ପ୍ରଶଂସକ ଉତ୍କଣ୍ଠାର ସହ ଅପେକ୍ଷା କରିରହିଥିଲେ। ଡିସେମ୍ବର ୯ରେ, ସେଲିବ୍ରିଟି ଦମ୍ପତି ଆନୁଷ୍ଠାନିକ ଭାବରେ ବିବ‌ାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।…

ଅଡୁଆରେ ପେଗାସସ୍‌ ନିର୍ମାତା; ବିକ୍ରି ହେବ କମ୍ପାନୀ!

ନୂଆଦିଲ୍ଲୀ: ପେଗାସସ୍ ଗୁଇନ୍ଦାଗିରି ଦୁର୍ନୀତିକୁ ନେଇ ଭାରତ ସମେତ ଅନେକ ଦେଶରେ ଉତ୍ତେଜନା ଦେଖାଦେଇଥିଲା। ବର୍ତ୍ତମାନ ଏହି ସ୍ପାଏୱେର୍‌ ନିର୍ମାଣ କରିଥିବା କମ୍ପାନୀ ଏନ୍‌ଏସ୍‌ଓ ଖୁବ୍‌ ଶୀଘ୍ର ବିକ୍ରି ହେବାକୁ ଯାଉଛି। ସୂଚନା ଅନୁଯାୟୀ ଏନ୍‌ଏସ୍‌ଓ ଗ୍ରୁପ୍ ଲିମିଟେଡ୍ ଶୀଘ୍ର ଏହାର…

ମାରାତ୍ମକ ହେଉଛି ଓମିକ୍ରନ୍‌; ସାମ୍‌ନାକୁ ଆସିଲା ଓମିକ୍ରନ୍‌ ଦ୍ବାରା ବିଶ୍ବରେ ପ୍ରଥମ ମୃତ୍ୟୁ ମାମଲା

ନୂଆଦିଲ୍ଲୀ: ସୋମବାର ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ କରୋନାଭାଇରସର ଓମିକ୍ରନ୍ ପ୍ରଜାତି ଦ୍ବାରା ଦେଶରେ ପ୍ରଥମ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ବ୍ରିଟେନର ଜଣେ ବ୍ୟକ୍ତି କରୋନାଭାଇରସ୍ ର ଓମିକ୍ରନ୍ ଭାରିଆଣ୍ଟ ଯୋଗୁଁ ମୃତ୍ୟୁ ବରଣ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ…

କୋହଲି ଖେଳିବେନି ସାଉଥ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ !

ନୂଆଦିଲ୍ଲୀ: ସାଉଥ୍ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ରୋହିତ ଶର୍ମା ବାଦ ପଡ଼ିଛନ୍ତି । ଦିନିକିଆ ସିରିଜ ଖେଳି ନପାରନ୍ତି ବିରାଟ କୋହଲି । ଝିଅ ଭାମିକାର ପ୍ରଥମ ଜନ୍ମଦିନ ସେଲିବ୍ରେସନ୍ ପାଇଁ ସେ ଦିନିକିଆ ସିରିଜକୁ ଓହରିବାକୁ ଚାହୁଁଛନ୍ତି ବୋଲି ସୂଚନା ମିଳିଛି । ଗତବର୍ଷ ଜାନୁଆରୀ ୧୧…

ବାଲିଗୁଡ଼ା ସବଜେଲରୁ କଏଦୀ ଚମ୍ପଟ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସବଜେଲରୁ କଏଦୀ ଫେରାର୍ । ଫେରାର କଏଦୀର ନାଁ ଟୁକୁନା ମାଳି । ଘର ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ କୁମ୍ଭାରୀଗାଁରେ । ଜେଲ ପରିସରରେ ଥିବା ଏକ ଝରକାର ଲୁହା ଗ୍ରିଲ୍ କାଟି ଚମ୍ପଟ ମାରିଛି ଟୁକୁନା । ଏନେଇ ବାଲିଗୁଡ଼ା ଥାନାରେ ଜେଲର୍ ଏତଲା ଦେଇଛନ୍ତି ।…

ସୁରତରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଗୁଜୁରାଟ: ଦେଶରେ ବଢ଼ିବାରେ ଲାଗିଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ସୁରତରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣକ କିଛିଦିନ ତଳେ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ । ୪୨ବର୍ଷର ବ୍ୟକ୍ତି ଓମିକ୍ରନ ସଂକ୍ରମିତ ଥିବା ଜଣାପଡ଼ିଛି । ଦେଶରେ ମୋଟ୍ ଓମିକ୍ରନ ସଂଖ୍ୟା ୪୧କୁ…

କାଶୀରେ ଆଜି ମୋଦିଙ୍କ ପାଠଶାଳା: ବିଜେପି ଶାସିତ ୧୨ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ

ବାରଣାସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାରଣାସୀ ଗସ୍ତର ଆଜି ଦ୍ୱିତୀୟ ଦିନ । ଆଜି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ୧୨ ବିଜେପି ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ । ସେମାନଙ୍କ ରାଜ୍ୟରେ ହେଉଥିବା ବିକାଶମୂଳକ କାମର ହିସାବ…

ଧାରାବାହିକ ଉପନ୍ୟାସ : ଦେବୀ (୧୩)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୧୩  ଅଦୂର ସମୁଦ୍ର କୂଳରୁ ଶୁଣାଯାଉଥିଲା ମିଳନ ବ୍ୟାକୁଳ ପ୍ରାଚୀ ନଈର ଚୁପ୍ ଚୁପ୍ କଥା। ଗାଁର ଶେଷ ମୁଣ୍ଡରୁ ମୁହାଣ ଯାଏ ଯାଇଥିବା ସରୁ ରାସ୍ତାରେ ଧୀର ପାଦରେ ଚାଲୁଥାଏ ଦେବ।ହାଲକା ଶୀତକୁ ବଳ ଦେଉଥାଏ ପବନ। ଅନ୍ଧାର ଭିତରୁ ନଈ…