୧୦ଟି ଛୋଟ ଦଳ ସହ ଗଠବନ୍ଧନ କଲା ବିଏସପି
ଲକ୍ଷ୍ନୌ: ୟୁପି ନିର୍ବାଚନ ପୂର୍ବରୁ ବିଏସପି ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛି । ଡିଫେନ୍ସିଭ ରଣନୀତିରେ ୟୁପି ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ବିଏସପି ୧୦ଟି ଛୋଟ ଦଳ ସହ ଗଠବନ୍ଧନ କରିଛି । ରାଷ୍ଟ୍ରୀୟ ମହାସଚିବ ସତୀଶ ଚନ୍ଦ୍ର ମିଶ୍ର ଏହା ଟୁଇଟ କରି ଜଣାଇଛନ୍ତି ।…