Latest Odisha News

BREAKING NEWS

[ଭିଡିଓ] ସଫାରୀ ଜିପ୍ ଉପରେ ଆକ୍ରମଣ କଲା କ୍ରୋଧ ଜର୍ଜରିତ ହାତୀ

ଭୁବନେଶ୍ୱର: କ୍ୟାମେରାରେ କଏଦ ହୋଇଛି ମଦମସ୍ତ ଜଙ୍ଗଲି ହାତୀର ଆକ୍ରମଣର ଦୃଶ୍ୟ । କ୍ରୋଧ ଜର୍ଜରିତ ଅବସ୍ଥାରେ ଗୋଟିଏ ହାତୀ ସଫାରୀ ଜିପ୍ ଉପରେ କରିଥିଲା ଅତର୍କିତ ଆକ୍ରମଣ । ଆକ୍ରମଣର ଦୃଶ୍ୟ ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଦକ୍ଷିଣ ଆଫ୍ରିକାର ସେଲାଟି ଗେମ୍…

ପୁଣି ବିଗିଡିଲା ନନ୍ଦ ସାରଙ୍କ ସ୍ୱାସ୍ଥ୍ୟବସ୍ଥା

ଯାଜପୁର : ପୁଣି ବିଗିଡିଲା ନନ୍ଦ ସାରଙ୍କ ସ୍ୱାସ୍ଥ୍ୟ ଅବସ୍ଥା । ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟିଙ୍କ ଉତ୍ତମ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥିତ ସମ୍ ହସ୍ପିଟାଲକୁ ସ୍ତାନାନ୍ତର କରାଯାଇଛି। ଗତ ୩୦ ତାରିଖରେ ତାଙ୍କ ଦେହ ଯେତେବେଳେ ଅସୁସ୍ଥ ହୋଇପଡିଥିଲା।ତାଙ୍କୁ ପ୍ରଥମେ ଯାଜପୁର ମେଡିକାଲରେ…

ଦୁର୍ବଳ ହେଉଛି ବାତ୍ୟା, ତଥାପି ସତର୍କ ରହିବାକୁ ପରାମର୍ଶ

କୋଣାର୍କ : ଧିରେ ଧିରେ ଦୁର୍ବଳ ହେଉଛି ବାତ୍ୟା ‘ଜୱାଦ’ । ଆସନ୍ତାକାଲି ମଧ୍ୟାହ୍ନରେ ପୁରୀ ପହଞ୍ଚିଲା ବେଳକୁ ଏହାର ତୀବ୍ରତା କମିଯିବ । ଏନେଇ ଆକାଳନ କରିଛି ପାଣିପାଗ ବିଭାଗ । ସେହିପରି ପୁରୀ ଛୁଇଁଲା ବେଳକୁ ପବନର ବେଗ ଘଣ୍ଟା ପ୍ରତି ୬୦ରୁ ୭୦ କିମି ରହିବ । ତେବେ ପୁରୀରୁ ଜିଲ୍ଲା ବିପଦ…

ବାତ୍ୟା ପ୍ରଭାବରେ ଭଦ୍ରକରେ ଲାଗି ରହିଛି ବର୍ଷା, ମୁତୟନ ଅଛନ୍ତି ଜରୁରୀକାଳୀନ ଟିମ୍

ଭଦ୍ରକ : ଦୁର୍ବଳ ହୋଇଛି ବାତ୍ୟା ଜଓ୍ବାଦ । ତଥାପି ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆବଶ୍ୟକୀୟ ପଦକ୍ଷେପ ନିଆଯାଇଥିବା ବେଳେ, ଜିଲ୍ଲାରେ ଝିପି ଝିପି ବର୍ଷା ଲାଗି ରହିଛି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ, ସତର୍କତା…

ଓମିକ୍ରନ ମୁକାବିଲା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର

ଭୁବନେଶ୍ବର : କରୋନାର ନୂଆ ଭାରିଆଣ୍ଟ ଓମିକ୍ରନର ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରାଜ୍ୟ ସରକାର । ଓମିକ୍ରନ ବିରୋଧରେ ସ୍ବଦେଶୀ ଟିକା କାମ କରୁଛି । ଏହାକୁ ନେଇ ଭୟଭୀତ ହେବାର କିଛି କାରଣ ନାହିଁ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ଯେଉଁମାନେ ବିଦେଶରୁ…

ନିଲାମ ହେବ “Wikipedia” ପ୍ରତିଷ୍ଠାତା ଜିମି ୱେଲ୍ସଙ୍କ ପର୍ସନାଲ୍ କମ୍ପ୍ୟୁଟର୍‌

ଭୁବନେଶ୍ୱର: ୨୦୦୧, ଜାନୁଆରୀ ୧୫'ରେ ୱିକିପିଡିଆକୁ ପ୍ରତିଷ୍ଠା କରିଥିଲେ ଜିମି ୱେଲ୍ସ । ସେବେଠୁ କୋଟିକୋଟି ଲୋକ ଇଣ୍ଟରନେଟରେ ଅକଳ୍ପନୀୟ ଢଙ୍ଗରେ ଉପକୃତ ହୋଇପାରିଛନ୍ତି । ପ୍ରାୟ ୨୦ ବର୍ଷ ପୂର୍ବେ ଜିମି ଅନଲାଇନ୍ ରେଫେରେନ୍ସ ରିସୋର୍ସ ପ୍ରୋଗ୍ରାମିଂ ପାଇଁ ଏକ କମ୍ପ୍ୟୁଟର (Strawberry…

ବିଡବ୍ଲ୍ୟୁଏଫ ୱାର୍ଲ୍ଡ ଟୁର ଫାଇନାଲ୍ସ: ଟାଇଟଲଠାରୁ ଗୋଟିଏ ପାଦ ଦୂରରେ ସିନ୍ଧୁ

ବାଲି: ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ପିଭି ସିନ୍ଧୁ ୱାର୍ଲ୍ଡ ଟୁର ଫାଇନାଲ୍ସର ଟାଇଟଲ ହାସଲଠାରୁ ଗୋଟିଏ ପାଦ ଦୂରରେ ରହିଛନ୍ତି । ସେମିଫାଇନାଲରେ ସେ ଜାପାନର ଆକାନେ ୟାମାଗୁଚିଙ୍କୁ ୨୧-୧୫, ୧୫-୨୧ ଓ ୨୧-୧୯ରେ ପରାସ୍ତ କରିଥିଲେ । ଫାଇନାଲରେ ସେ କୋରିଆର ଆନ ସେୟଙ୍ଗଙ୍କୁ ଭେଟିବେ ।…

ଋଷ୍ ସହଯୋଗରେ ଭାରତରେ ତିଆରି ହେବ ‘AK-203 ରାଇଫଲ୍ସ’

ନୂଆଦିଲ୍ଲୀ :  ଭାରତୀୟ ସେନା ନିଜକୁ ପ୍ରସ୍ତୁତ କରିବା ପାଇଁ ଜୋରଦାର ଉଦ୍ୟମ ଚଳାଇଛି। ଏବେ ଦେଶର ତିଆରି ହେବ ଶକ୍ତିଶାଳୀ ବନ୍ଧୁକ AK-203 ଆସଲ୍ଟ ରାଇଫଲ୍। ଏଥିପାଇଁ ଭାରତ ସରକାର ଅନୁମତି ପ୍ରଦାନ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ , ଉତ୍ତରପ୍ରଦେଶ ଅମେଠିର କୋରୱାରେ ଏହା ତିଆରି କରାଯିବ…

୩୮ ଦେଶକୁ ବ୍ୟାପିଲା ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍

ନୂଆଦିଲ୍ଲୀ : ୩୮ଟି ଦେଶକୁ ବ୍ୟାପିଲା କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ । ତେବେ ବର୍ତ୍ତମାନ ସୁଦ୍ଧା କୌଣସି ଓମିକ୍ରନ ଜନିତ ମୃତ୍ୟୁ ହୋଇନାହିଁ ବୋଲି କହିଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ । ଏବେ ବି ଓମିକ୍ରନ ସମ୍ପର୍କରେ ସବିଶେଷ ତଥ୍ୟ ଜଣାପଡିନି ଏବଂ ଆସନ୍ତା କିଛି ସପ୍ତାହ ମଧ୍ୟରେ ଏହି…

୬୯ ରନରେ ନ୍ୟୁଜିଲାଣ୍ଡ ଅଲଆଉଟ, ୩୩୨ ରନରେ ଭାରତ ଅଗ୍ରଣୀ

ମୁମ୍ବାଇ: ଚଳିତ ଦ୍ୱିତୀୟ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିବସ ଶେଷ ସୁଦ୍ଧା ଭାରତ ୩୩୨ ରନରେ ଅଗ୍ରଣୀ ହାସଲ କରିନେଇଛି । ଭାରତର ପ୍ରଥମ ଇନିଂସ ସ୍କୋର ୩୨୫ ରନରେ ନ୍ୟୁଜିଲାଣ୍ଡ ୬୯ ରନରେ ଅଲଆଉଟ ହୋଇ ଯାଇଥିଲା । କାୟଲ ଜେମିସନ(୧୭)ଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ୨ ଅଙ୍କ ଛୁଇଁ ପାରି ନ…