Latest Odisha News

BREAKING NEWS

ସକାଳୁ ଭୁବନେଶ୍ୱର ଓ କଟକରେ ପ୍ରବଳ ବର୍ଷା, ଶୁନଶାନ ରାସ୍ତାଘାଟ

ଭୁବନେଶ୍ୱର: ଭୁବନେଶ୍ୱର ଓ କଟକରେ ଆଜି ସକାଳୁ ପ୍ରବଳ ବର୍ଷା । ପୁରୀଠାରୁ ୨୭୦ କିଲୋମିଟର ଦୂରରେ ରହିଛି ଜୱାଦ । ଆଜି ପ୍ରବଳ ବର୍ଷା ହେବା ଫଳରେ ଯାତାୟତରେ ବାଧାପ୍ରାପ୍ତ ହୋଇଛି । ଶୁନଶାନ ହୋଇପଡ଼ିଛି ରାସ୍ତାଘାଟ । ଏପରିକି ଭୁବନେଶ୍ୱର ଓ କଟକରେ ଖୁବ୍ କମ୍ ସଂଖ୍ୟକ ବସ ଚଳାଚଳ କରୁଥିବା…

ଅନୁବାଦ ଗଳ୍ପ : ଲାଜବନ୍ତୀ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୧୫  ମୂଳ ଉର୍ଦ୍ଦୁ: ରାଜୀନ୍ଦର ସିଂହ ବେଦୀ ‘ଲାଜକୁଳି ଲତା ସିଏ, ଛୁଅନାହିଁ ତାକୁ କେହି, ଲାଜରେ ଦେବ ସେ ଆଖିବୁଜି ଅକାଳରେ ଯିବ ହଜି । ପଞ୍ଜାବୀ ଲୋକଗୀତ ବିଭାଜନର ଦଙ୍ଗା ଶେଷରେ ଥମିଗଲା । ହଜାର ହଜାର ଲୋକ ପୁଣି ଭାଇଭାଇ ବୋଲି…

ଧାରାବାହିକ ଉପନ୍ୟାସ : ଦେବୀ (୪)

  କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୪ ସମୟ ବଡ଼ ବଳବାନ।ଯେଉଁ ସମୟ ଦିନେ ଫୁଲକଢ଼ିକୁ ସାହାସ ଦେଇ ବସ୍ନାବତୀ କରେ ସେଇ ସମୟ ତାକୁ ଫିଙ୍ଗିଦିଏ ଅଳିଆ ଗଦାକୁ। ସମୟ ହିଁ କରିପାରେ ରାଜାପୁଅକୁ ରଙ୍କ। ସମୟ ପାଇଁ ଘାସ କାଟେ ନରେଶ ହରିଶ୍ଚନ୍ଦ୍ର। ସମୟ କାହାକୁ ନେଇ କେଉଁଠି…

କବିତା : ଶୀତ ରାତି

ଅମିୟଭାନୁ ଧଳ  ଅସରନ୍ତି ଶୀତରାତି ଧିରେ ଧିରେ ବଢୁଥାଏ ବିଲ, ଖାଲ, ପଡ଼ିଆ, ଗଡ଼ିଆ ବାଡ଼ଡେ଼ଇଁ ବେଢିଯାଏ ଶୀତଳ ପ୍ରଲେପ ମୋ ତାଳୁରୁ ତଳିପା, ଉଷ୍ମତାର ଶିକୁଳିରୁ ମୁକୁଳି ଶବ୍ଦମୟ ଶୀତ ଭରିଯାଏ, କୋଠରୀର ପ୍ରତ୍ୟେକ ଶୂନ୍ୟତାରେ ରାତି ବଢିଲେ ଶୀତ ବଢେ ଶୀତ ବଢିଲେ ବଢିଯାଏ ତରଳ…

ଶିଶୁ ଗଳ୍ପ : ତୁମ ପରି ଛୋଟ ପିଲାଟିଏ

ସୁଷମା ପରିଜା ଗୋଟିଏ ମଫସଲିଆ ଗାଆଁ ଥିଲା ପଣ୍ଡରପୁର। ସେ ଗାଆଁରେ ରହୁଥିବା ଲୋକମାନେ କେବଳ ଚାଷବାସ ଉପରେ ହିଁ ନିର୍ଭର କରି ଚଳନ୍ତି । ପାଠଶାଠ ପଢିବା ପାଇଁ ଭଲ ସ୍କୁଲଟିଏ ମଧ୍ୟ ନାହିଁ ସେ ଗାଆଁରେ। କେବେ କେବେ ବର୍ଷା ଅଭାବରୁ ଚାଷବାସ ଉଜୁଡି ଯାଏ, ଲୋକମାନଙ୍କୁ ଭୋକ ଉପାସରେ ରହି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୧୭  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଗୁରୁବାଦରେ ଶ୍ରୀ ଜଗନ୍ନାଥ, ଆଦିଗୁରୁ ଶ୍ରୀଶଙ୍କରାଚାର୍ଯ୍ୟଙ୍କ ଅଦ୍ବେତବାଦ, ଶ୍ରୀ ରାମାନୁଜ ବଶିଷ୍ଟଙ୍କର ଦ୍ୱେତବାଦ ଓ ତତ ପରବର୍ତୀ କାଳରେ ଶ୍ରୀ ନିମ୍ବକାଚାର୍ଯ୍ୟଙ୍କ ଦ୍ଵେତା ଦ୍ୱେତ…

୨୦୨୨ ପାଇଁ କଳା ମଣିମାର ସଂକ୍ଷିପ୍ତ ପଞ୍ଜିକା ପ୍ରକାଶିତ

ପୁରୀ : ଓଡ଼ିଶାର ଅଗ୍ରଣୀ ପ୍ରକାଶନୀ ସଂସ୍ଥା 'କଳା ମଣିମା' ଦ୍ୱାରା ଜ୍ୟୋତିର୍ବିଦ ପ୍ରଶାନ୍ତ କୁମାର ଆଚାର୍ଯ୍ୟଙ୍କ ସମ୍ପାଦନାରେ, ୨୦୨୨ ପାଇଁ ଏକ ସଂକ୍ଷିପ୍ତ ପଞ୍ଜିକା ସିଂହଦ୍ୱାର ସମ୍ମୁଖରେ ଉନ୍ମୋଚିତ ହୋଇ ଯାଇଛି। ଅନେକ ବର୍ଷ ଧରି ଏହି ପଞ୍ଜିକାଟି ଓଡ଼ିଶାରେ ପ୍ରଚଳିତ ଅନ୍ୟାନ୍ୟ…

ସହିଦ ସପ୍ତାହରେ ଲାଗିଲା ମାଓ ପୋଷ୍ଟର, ଯବାନଙ୍କ ଜୋରଦାର କୁମ୍ବିଂ ଅପରେସନ୍

ମାଲକାନଗିରି: ମାଓବାଦିଙ୍କ ସହିଦ ସପ୍ତାହର ତୃତୀୟ ଦିନରେ ସ୍ୱାଭିମାନ ଅଚଂଳରେ ଦେଖିବାକୁ ମିଳିଲା ମାଓ ପୋଷ୍ଟର । ଡିସେମ୍ବର ୨ ତାରିଖ ଠାରୁ ୮ ତାରିଖ ପର‌୍ୟ୍ୟନ୍ତ ପିଏଲଜିଏ ସପ୍ତାହକୁ ପାଳନ କରିବା ଲାଗି ମାଓବାଦୀମାନେ ପୋଷ୍ଟର ମାଧ୍ୟମରେ ଆହ୍ୱାନ ଦେଇଛନ୍ତି । ଚିତ୍ରକୋଣ୍ଡା ବ୍ଲକ…

ପଦ୍ମଶ୍ରୀ ନନ୍ଦ ସାରଙ୍କ ଅବସ୍ଥା ଗୁରୁତର, ଭୁବନେଶ୍ବର ସ୍ଥାନାନ୍ତର

ଯାଜପୁର : ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ଓରଫ ନନ୍ଦ ସାରଙ୍କ ଅବସ୍ଥା ଗୁରୁତର । କରୋନାରେ ଆକ୍ରାନ୍ତ ହେବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । କୋଭିଡ୍‌ରେ ଆକ୍ରାନ୍ତ ହୋଇ ଯାଜପୁରର କଳିଙ୍ଗ ନଗର ଟାଟା ମେଡିକା କୋଭିଡ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ…

କୋରାପୁଟ ଟାଉନ ପୋଲିସ ପଞ୍ଝାରେ ୨ ଠକ

କୋରାପୁଟ : କୋରାପୁଟ ଟାଉନ ଥାନା ପୋଲିସ ପଞ୍ଝାରେ ଠକ । ଲୋକଙ୍କୁ ବିଭିନ୍ନ ସ୍କିମ ମାଧ୍ୟମରେ ଘରୋଇ ଉପକରଣ ଲୋଭ ଦେଖାଇ ଠକୁଥିଲେ ୨ ଜଣ ଯୁବକ। କୋରାପୁଟ ଟାଉନ ଥାନା ପୋଲିସ ଦୁଇଜଣ ଠକ ଯୁବକଙ୍କୁ କାବୁ କରିବା ସହ କୋର୍ଟ ଚାଲଣ କରିଛି। ୨ଟି ମୋବାଇଲ ୧୦ହଜାର ଟଙ୍କା ସହ କିଛି ଘରୋଇ ଉପକରଣ ଜବତ…