୯୦ ଦିନରେ କରୋନା ରହସ୍ୟ ଉପରକୁ ପରଦା ହଟାଇବାକୁ ଗୋଇନ୍ଦା ବିଭାଗକୁ ନିର୍ଦ୍ଦେଶ ଦେଲେ ବାଇଡେନ
ୱାଶିଂଟନ: କରୋନା ମହମାରୀ ଉତ୍ପତି ସ୍ଥଳ ନେଇ ଆମେରିକା ତଦନ୍ତ ଆରମ୍ଭ କରିଛି । ରାଷ୍ଟ୍ରପତି ଜୋ ବାଇଡେନ ୯୦ ଦିନ ମଧ୍ୟରେ ଏହା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଦେବା ପାଇଁ ଗୋଇନ୍ଦା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଯାହା ଫଳରେ ଚୀନର ମୁଣ୍ଡ ବ୍ୟଥା ଆରମ୍ଭ ହୋଇଛି । ଚୀନର ଉହାନରୁ କରୋନା…