Latest Odisha News

BREAKING NEWS

ପଇଡ଼ ବୋଝେଇ ଟ୍ରକରୁ ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ଜଣ ଗିରଫ

କୋରାପୁଟ: ଗଞ୍ଜେଇ ଚୋରା ଚାଲାଣ ପାଇଁ କେତେ କଣ ଫନ୍ଦି । ପଇଡ଼ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ । କୋରାପୁଟ ଜିଲ୍ଲା ପାଡୁଆରୁ ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି ନନ୍ଦପୁର ଥାନା ପୋଲିସ । ଏହି ଘଟଣାରେ ୩ ଜଣ ଗିରଫ ହୋଇଛନ୍ତି । ବ୍ଲକ ଛକରେ ଚେକିଂ ବେଳେ ପଇଡ଼ ବୋଝେଇ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୨୨-୫-୨୦୨୧ ଶନିବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ମଇ ତା ୨୨ ରିଖ ଶନିବାର ବୃଷ ୮ ଦିନ ବୈଶାଖ ମାସ ଶୁକ୍ଳ ପକ୍ଷ ଦଶମୀ ଭୁକ୍ତ ଏକାଦଶୀ ତିଥି ଉତ୍ତରାଫାଲଗୁନୀ ନକ୍ଷତ୍ର କନ୍ୟା ଚନ୍ଦ୍ର ଘାତ ବାର-: ବୃଷ ସିଂହ ଓ କନ୍ୟା ରାଶିର ଘାତ ଚନ୍ଦ୍ର-: ବୃଷ ରାଶି…

କବିତା : ଯୋଜନା

ମାନିନୀ ମିଶ୍ର  ପୁରୁଣା ଯୋଜନାର ହୋଇଛି ପୂନରାବୃତ୍ତି ଚାଷୀମାନେ ଲଙ୍ଗଳଧାରୀ ଯୋଦ୍ଧା ଆଣ ,ଆଣ ହୋ ଖୋଜି ଆଣ ତାଙ୍କୁ ଗେଣ୍ଡୁଫୁଲ ମାଳ ଗଳେଇ ,ସେଲଫି ଉଠେଇବା । ତାଙ୍କ ବିଣ୍ତିଧରିଗଲା ଆଙ୍ଗୁଳିରେ ଉଠିଗଲା ମଳିଚମରେ ଭୃଲତାର ମଝିରେ ବସେଇ ଦେବା ଗୋଟିଏ ଗପର ଗାଁ ବାହ୍ୟମଳ…

ନିୟମଗିରିର ଦୁଇଟି ସ୍ଥାନରେ ୯୮ ଜଣ ଡଙ୍ଗରିଆ ମହିଳା ପୁରୁଷଙ୍କ ହେଲା ସ୍ୱାବ ଟେଷ୍ଟ

କଲ୍ୟାଣସିଂହପୁର : ଶେଷରେ ସ୍ୱାବ୍ ଟେଷ୍ଟ ପାଇଁ ରାଜି ହେଲେ ରାୟଗଡା କଲ୍ୟାଣସିଂହପୁର ନିୟମଗିରିର ଅଞ୍ଚଳରେ ଡଙ୍ଗରିଆକନ୍ଧମାନେ । ଆଜି ସ୍ଥାପନୀୟ ବିଡିଓ କାଳୁଚରଣ ନାୟକଙ୍କ ଉପସ୍ଥିତିରେ ନିୟମଗିରିର ସୁନାଖଣ୍ଡି ପଞ୍ଚାୟତର ଦୁଇଟି ଗାଁ କାଡ୍ରାକା ବଣ୍ଡେଲି ଓ ପାରାମାଳି ଗାଁର ମୋଟ ୯୮ ଜଣ…

ରିୟଲ ହିରୋ ଅଭିନବ…

ଚଣ୍ଡୀଗଡ଼: ଫାଇଟର ବିମାନ ଦୁର୍ଘଟଣାରେ ପାଇଲଟଙ୍କ ମୃତ ଦେହ କ୍ଷେତରୁ ଉଦ୍ଧାର କରଯାଇଛି । ଭାରତୀୟ ବାୟୁ ସେନାର MIG-21 ଫାଇଟର ବିମାନ ପଞ୍ଜାବର ମୋଗା ଜିଲ୍ଲା ସ୍ଥିତ ଲଙ୍ଗିୟାନା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନଟି ରାଜସ୍ଥାନର ସୁରତଗଡ଼ ଏୟାରବେସରୁ ଉଡାଣ ଭରି ଥିଲା। ହେଲେ…

ରାହୁଲ ରିଟର୍ଣ୍ଣସ୍

ଭୁବନେଶ୍ୱର:  ପୁଣି ଭାରତୀୟ ଦଳ ସହିତ ଯୋଡି ହୋଇଛନ୍ତି ପୂର୍ବତନ କ୍ୟାପଟେନ ରାହୁଲ ଦ୍ରାବିଡ । ଦୀର୍ଘ ୭ବର୍ଷ ପରେ ଟିମ୍ ର କୋଚ ଭାବେ ଫେରିଛନ୍ତି । ଆସନ୍ତା ଜୁଲାଇରେ ଟିମ୍ ଶ୍ରୀଲଙ୍କା ଗସ୍ତ କରୁଥିବା ବେଳେ ଦ୍ଵିତୀୟ ଥର ପାଇଁ ରାହୁଲ ସିନିୟର୍ ଦଳରେ ଯୋଗଦାନ କରୁଛନ୍ତି । ତେବେ ଜୁଲାଇ ୫ରେ…

ମହଙ୍ଗା ପଡ଼ିଲା ଲାଞ୍ଚ

ମାଲକାନିଗିରି:ଫସିଗଲେ ଡାକ୍ତର ବାବୁ । ମହଙ୍ଗା ପଡ଼ିଲା ଲାଞ୍ଚ । ମାଲକାନିଗିରି ସରକାରୀ ଡାକ୍ତରଖାନାରେ ଲାଞ୍ଚ ମାଗି ହଟ ହଟା ହୋଇଛନ୍ତି ଡ଼ାକ୍ତର ଆଉ କର୍ମଚାରୀ । ରୋଗୀଙ୍କୁ ଲାଞ୍ଚ ମାଗିବା ଘଟଣା ପ୍ରସାରଣ ପରେ ନିଆଯାଇଛି କାର୍ଯ୍ୟନୁଷ୍ଠାନ। ଚାକିରୀରୁ ନିଲମ୍ବିତ ହୋଇଛନ୍ତି ଦୁଇ ଜଣ…

ସମ୍ଭାବ୍ୟ ବାତ୍ୟା ‘ୟସ୍’ ପାଇଁ ୭୪ଟି ଟ୍ରେନ୍ ବାତିଲ୍ କଲା ପୂର୍ବତଟ ରେଳପଥ

ଭୁବନେଶ୍ୱର: ବଙ୍ଗୋପସାଗରରେ ବାତ୍ୟା ଆସୁଛି । ୨୬ରେ ଛୁଇଁପାରେ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ । ସମ୍ଭାବ୍ୟ ବାତ୍ୟା ନେଇ ପାଣିପାଗ ବିଭାଗର ଏଭଳି ଆକଳନ ପରେ ପଦକ୍ଷେପ ନେଇଛି ପୂର୍ବତଟ ରେଳପଥ । ବାତ୍ୟାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ମୋଟ ୭୪ଟି ଟ୍ରେନକୁ ବାତିଲ୍ କରାଯାଇଛି । ଏହି…

ଡିଆରଡିଓର ଆଉ ଏକ ସଫଳତା, ଆଂଟିବଡି ପରୀକ୍ଷା ପାଇଁ ପ୍ରସ୍ତୁତ କଲା କିଟ

ନୂଆଦିଲ୍ଲୀ: ଡିଆରଡିଓକୁ ଶୁକ୍ରବାର ଆଉ ଏକ ବଡ ସଫଳତା ହାସଲ କରିଛି । ଭାରତରେ କରୋନା ମହାମାରୀର ଦ୍ୱିତୀୟ ଲହରୀ ତାଣ୍ଡବ ରଚୁଥିବା ବେଳେ ଏହି କିଟ ବେଶ୍ କାର୍ଯ୍ୟକାରୀ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି । ଏହି କିଟର ନାମ ଡିପକୋଭନ ଏବଂ ଏହା ଜୁନରେ ମାର୍କେଟରେ ଉପଲବ୍ଧ ହେବ । ଅଳ୍ପ ସମୟ…

AIIMS ଡାକ୍ତରଙ୍କ ଦାବି, ବ୍ଲାକ୍ ଫଙ୍ଗସ୍ ପାଇଁ ଦାୟୀ ଇଣ୍ଡଷ୍ଟ୍ରିଆଲ୍ ଅମ୍ଲଜାନ୍

ନୂଆଦିଲ୍ଲୀ: କରୋନା ସଂକଟ ଭିତରେ ଦେଶରେ ଆଉ ଏକ ନୂଆ ବିପଦ ବ୍ଲାକ୍ ଫଙ୍ଗସ ବାଇ ମ୍ୟୁକରମାଇକୋସିସ୍ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି । କିଛି ରାଜ୍ୟ ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କରିଥିବା ବେଳେ ଆଉ କିଛି ରାଜ୍ୟ ନୋଟିଫାଏଡ୍ ଡିଜିଜି ଅନ୍ତର୍ଭୁକ୍ତ କରିଛନ୍ତି । ତେବେ କାହିଁକି ବ୍ୟାପୁଛି…