Latest Odisha News

BREAKING NEWS

ରଥ ନିର୍ମାଣରେ ନିୟୋଜିତ ୮ ସେବାୟତ ପଜିଟିଭ୍

ପୁରୀ: ମହପ୍ରଭୁଙ୍କ ରଥ ନିର୍ମାଣରେ ନିୟୋଜିତ ମହାରଣା ଓ ଭୋଇ ସେବାୟତଙ୍କ ମଧ୍ୟରୁ ୮ ଜଣ ଆଜି କୋଭିଡ୍ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୩ ଜଣ ମହାରଣା ରହିଥିବା ବେଳେ ୫ ଜଣ ଭୋଇ ସେବାୟତ ଅଛନ୍ତି ଥିବା ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ମୋଟ୍ ୮୯ ଜଣଙ୍କୁ ସଙ୍ଗରୋଧରେ…

ବାତ୍ୟା ମୁକାବିଲା ପ୍ରସ୍ତୁତି: ସଜାଗ ରହିବାକୁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ୟଶ ମୁକିବାଲ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଆଜି ସ୍ଥିତି ଅନୁଧ୍ୟାନ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଭାରତୀୟ ପାଣିପାଗ ବିଭାଡ ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଓ ବିଭିନ୍ନ ବିଭାଗର ସଚିବଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା…

୨୧ ରୁ ୨୫ ଯାଏଁ ହେବ ଓଡ଼ିଶୀ କର୍ମଶାଳା

ଭୁବନେଶ୍ୱର : ରାଜ୍ୟରେ କରୋନା କଟକଣା ଯୋଗୁଁ ସମସ୍ତ କାର୍ଯ୍ୟକ୍ରମ ବନ୍ଦ ରହିଥିବା ବେଳେ ନୃତ୍ୟନିପୁଣା ଅନୁଷ୍ଠାନ ପକ୍ଷରୁ ଆସନ୍ତା ୨୧ ରୁ ୨୫ ତାରିଖ ପର୍ଯ୍ୟନ୍ତ ଅନଲାଇନ ମାଧ୍ୟମରେ ଓଡ଼ିଶୀ କର୍ମଶାଳା ଆୟୋଜନ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି। ଏହି କର୍ମଶାଳାରେ…

ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁଙ୍କ ମସ୍ତି

ଭୁବନେଶ୍ୱର: ଦିନକୁ ଦିନ ବଢ଼ିଚାଲିଛି କାରୋନା ଚିନ୍ତା । କରୋନା ମହାମାରୀରେ ସବୁଆଡେ ତାଲା ବନ୍ଦ। ରାସ୍ତା ଘାଟ ବି ଶୁନଶାନ୍ ହୋଇପଡିଛି । ସେପଟେ ଜୀବଜନ୍ତୁ ମାନଙ୍କ ସୁରକ୍ଷା ପାଇଁ ନନ୍ଦନକାନନ ବି ବାଦ ପଡିନି। ହେଲେ ଏହି ସମୟରେ ନନ୍ଦନକାନନରେ କିଛି ଖୁସିର ଦୃଶ୍ୟ ଦେଖିବାକୁ ମିଳିଛି।…

ଆସୁଛି ବାତ୍ୟା ‘ୟଶ’: କୁଆଡ଼େ ଗତିପଥ, କେଉଁଠି କରିବ ଲ୍ୟାଣ୍ଡଫଲ୍ ?

ଭୁବନେଶ୍ୱର: ଆରବ ସାଗର ପରେ ବଙ୍ଗୋପସାଗରରେ ଆଶୁଛି ବାତ୍ୟା ୟଶ । ଦିନେ ପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ତାପରେ ଡିପ୍ରେସନ୍ ଓ ପରବର୍ତ୍ତୀ ୭୨ ଘଣ୍ଟାରେ ସାଇକ୍ଲୋନ୍ ସୃଷ୍ଟି ହେବ । ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ବାତ୍ୟା ୟଶ କୁଆଡ଼େ ମୁହାଇଁଇବ ? ଓଡ଼ିଶା,…

କରୋନା କାଳରେ ବିରୋଧୀଙ୍କ ତୁଚ୍ଛ ରାଜନୀତି : ଦିଲ୍ଲୀ ପରେ ମୁମ୍ବାଇରେ ଲାଗିଲା ମୋଦି ବିରୋଧୀ ପୋଷ୍ଟର

ମୁମ୍ବାଇ: କରୋନା ମହାମାରୀ ନେଇ ସମଗ୍ର ବିଶ୍ୱ ଏକଜୁଟ ହେଉଥିବା ବେଳେ ଭାରତରେ କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏହା କବଳରୁ କିପରି ମୁକୁଳିବା ସେ ଚିନ୍ତା କରାଯିବା ପରିବର୍ତେ ବିରୋଧୀମାନେ ତଳସ୍ତରର ରାଜନୀତି ଆରମ୍ଭ କରିଛନ୍ତି । ଦିଲ୍ଲୀରେ ମୋଦିଙ୍କୁ ବିରୋଧ କରି ପୋଷ୍ଟର ଲଗା…

ଚତୁର୍ଥ ଦିନରେ ଅପରେସନ୍ ବାର୍ଜ P-305: ୪୮ ନିଖୋଜ, ଉଦ୍ଧାର ହେଲାଣି ୩୭ ମୃତଦେହ

ମୁମ୍ବାଇ: ବାତ୍ୟା ତାଉ-ତେ ପ୍ରଭାବରେ ମୁମ୍ବାଇ ଉପକୂଳରେ ବୁଡ଼ିଥିବା ଜାହାଜରୁ ଏବେ ବି ୪୮ ଜଣଙ୍କର ସନ୍ଧାନ ମିଳିନାହିଁ । ଘଟଣାକୁ ଚାରି ଦିନ ହୋଇଥିଲେ ବି ସେମାନଙ୍କର ପତ୍ତା ମିଳିନି । ଦିନ ରାତି ଉଦ୍ଧାର ଅଭିଯାନ ଜାରି ରଖିଛି ନୌସେନା ଓ କୋଷ୍ଟ ଗାର୍ଡ । ତଲାସୀ ଅଭିଯାନରେ ବଡ଼ ବଡ଼ ଜାହାଜ,…

କେଜ୍ରିୱାଲଙ୍କ ବିରୋଧରେ ପିଓଏଫଏମଏ ଲାଗୁ କଲା ସିଙ୍ଗାପୁର

ନୂଆଦିଲ୍ଲୀ: ସିଙ୍ଗାପୁର ଭ୍ୟାରିଏଂଟ ନେଇ ମିଛ ତଥ୍ୟ ଦେଇଥିବା ଯୋଗୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅଡୁଆରେ ପଡିଛନ୍ତି । କେଜ୍ରିୱାଲଙ୍କ ଭୁଲ ତଥ୍ୟ ଯୋଗୁ ସିଙ୍ଗାପୁର ରାଗିଥିଲା ଏବଂ ଭାରତ ସରକାରଙ୍କୁ ଏ ନେଇ ସ୍ପଷ୍ଟୀକରଣ ଦେବାକୁ ପଡିଥିଲା । ଏବେ ଗୁରୁବାର ସିଙ୍ଗାପୁର ସରକାର…

ବାତ୍ୟାରେ ନଷ୍ଟ ହୋଇଗଲା ସଲମାନଙ୍କ ଅଭିନୀତ ଟାଇଗର ୩ର ସେଟ

ମୁମ୍ବାଇ: ତାଉତେ ବାତ୍ୟାରେ ଗୁଜରାଟ, ମୁମ୍ବାଇ ସମେତ ଅନେକ ସ୍ଥାନରେ ବ୍ୟାପକ କ୍ଷୟ କ୍ଷତି ଘଟାଇଛି । ମୁମ୍ବାଇରେ ସଲମାନ ଖାଁ ଅଭିନୀତ ଟାଇଗର ୩ର ଏକ ଭବ୍ୟ ସେଟ ଏହି ବାତ୍ୟାରେ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ଦୁବାଇର ଏକ ମାର୍କେଟ ଶୈଳୀରେ ଗୋରେଗାଁର ଏସଆରପିଏଫ ଗ୍ରାଉଣ୍ଡରେ ଏହି ସେଟ…

ଦେଶରେ ୪ହଜାର ତଳକୁ ଖସିଲା ଦୈନିକ ମୃତ୍ୟୁସଂଖ୍ୟା, ୨ଲକ୍ଷ ୭୬ ହଜାର ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ମୃତ୍ୟୁସଂଖ୍ୟାରେ ସାମାନ୍ୟ ଆଶ୍ୱସ୍ତି । ସପ୍ତାହେ ପରେ ଚାରି ହଜାର ତଳକୁ ଖସିଲା । ଗତ ୨୪ ଘଣ୍ଟାରେ କରୋନାରେ ସାରା ଦେଶର ୩ହଜାର ୮୭୪ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଗତ କିଛି ଦିନ ହେବ ଏହି ସଂଖ୍ୟା ଚାରି ହଜାର ଉପରେ ରହୁଥିଲା । ଦେଶରେ କରୋନା ଜନିତ…