Latest Odisha News

BREAKING NEWS

ପରିବାରର ସୁରକ୍ଷା ଲାଗି ୧୨ ଦିନ ଗଛ ଉପରେ ରହିଲେ ‌କରୋନା ରୋଗୀ

ତେଲେଙ୍ଗାନା: ତେଲେଙ୍ଗାନାର ନାଲଗୋଣ୍ଡା ଜିଲ୍ଲାର ଜଣେ ୧୮ ବର୍ଷ ବୟସ୍କ ଆଦିବାସୀ ଛାତ୍ର ନିଜ ପାଇଁ ଗଛ ଉପରେ ତିଆରି କରିଛନ୍ତି ଆଇସୋଲେସନ୍‌ ବେଡ୍‌। ସେ ମେ ୪ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। କରୋନା ସଂକ୍ରମିତ ହେବା ପରେ ଆଇସୋଲେସନ୍‌ରେ ରହିବା ପାଇଁ ସେ ଗଛ ଉପରେ ଏକ ଅଲଗା…

ଧଳା ଜହର ସୌଦାଗର ସାଜିଥିଲେ ମାଛ ବେପାରୀ !

ଭୁବନେଶ୍ୱର: ମାଛ ବେପାର ସାଜିଥିଲା ଢାଲ । ମାଛ ବଦଳରେ ଚାଲିଥିଲା ବ୍ରାଉନ୍ ସୁଗାର କାରବାର । କୋଡ୍ ୱାର୍ଡ କିମ୍ବା ପୂର୍ବରୁ ହୋଇଥିବା ଡିଲ୍‌କୁ ନେଇ ଚାଲିଥିଲା ସିକ୍ରେଟ୍ ସର୍ଭିସ୍ । ଏପରିକି ପୋଲିସକୁ ଚକ୍‌ମା ଦେବା ପାଇଁ ଧଳା ଜହରର ସୌଦାଗାର ସାଜିଥିଲେ ମାଛ ବେପାରୀ । ରାଜଧାନୀର…

୨୬ ଦିନ ପରେ ପ୍ରଥମ ଥର ପାଇଁ ୩ ଲକ୍ଷ ତଳକୁ ଖସିଲା ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶ ୨୮୧,୩୮୬ ନୂଆ କରୋନା ମାମଲା ରିପୋର୍ଟ ହୋଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୋମବାର ସୂଚନା ଦେଇଛି। ୨୬ ଦିନ ପରେ ପ୍ରଥମ ଥର ପାଇଁ ଦୈନିକ ସଂକ୍ରମଣ ସଂଖ୍ୟା ୩ ଲକ୍ଷ ତଳକୁ ଖସିଛି। ସୂଚନାଯାଗ୍ୟ ସାପ୍ତାହିକ ପଜିଟିଭ ହାର…

ବିଜାପୁରରେ ଗର୍ଜିଲା ସରକାରୀ ବନ୍ଧୁକ, ୩ ନକ୍ସଲ୍ ମିଲେସିଆ ନିହତ !

ମାଲକାନଗିରି: ଛତିଶଗଡ ବିଜାପୁର ଜିଲ୍ଲାରେ ଗୁଳିବିନିମୟ । ତେବେ ଯବାନ କି ମାଓବାଦୀ ନୁହେଁ ବରଂ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଗର୍ଜିଥିଲା ବନ୍ଧୁକ । ରିପୋର୍ଟ ଅନୁଯାୟୀ ସିଲଗର ଗାଁରେ ନବନିର୍ମିତ ତଥା ସ୍ଥାପିତ ସିଆରପିଏଫ କ୍ୟାମ୍ପକୁ ସ୍ଥାନୀୟ ବାସିନ୍ଦା ବିରୋଧ କରିଆସୁଥିଲେ । ଆଜି ଶତାଧିକ…

ଏହି ରାଜ୍ୟରେ ମେ ୩୧ ଯାଏ ବଢିଲା ଆଂଶିକ ଲକ୍‌ଡାଉନ୍‌

ଆନ୍ଧ୍ରପ୍ରଦେଶ: କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶ ସରକାର ଆଂଶିକ ଲକ୍‌ଡାଉନ୍‌କୁ ମେ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନ୍ ମୋହନ ରେଡ୍ଡୀଙ୍କ ଦ୍ୱାରା ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଦିନକୁ ୧୮ ଘଣ୍ଟା ପାଇଁ…

ସୋସିଆଲ ମିଡ଼ିଆ ଭାଙ୍ଗୁଛି ପରିବାର

ମାସେ ତଳର ଘଟଣା ଟିଭିରେ ଗୋଟିଏ ଡ଼ିବେଟରେ ଭାଗନେବାକୁ ଗଲା ବେଳେ ଆଲୋଚନାଟିର ଟାଇଟେଲଟିକୁ ଦେଖି ମୁଁ ପ୍ରଥମେ ସେ ଚ୍ୟାନେଲରେ କିଏ ଏଇ ଭଳି ଏ ପ୍ରକାର ପ୍ରୋଗ୍ରାମଟିର ନାମକରଣ କରିଛି ବୋଲି ବିରକ୍ତି ପ୍ରକାଶ କରିଥିଲି । ସାଙ୍ଗେ ସାଙ୍ଗେ ତାଙ୍କ ଆଙ୍କର ଜଣକ କହିଥିଲେ ମାଡ଼ାମ କିଛିଟା ତଥ୍ୟ…

ଡାକ୍ତରଖାନାରେ ଭର୍ତ୍ତି ହେଲେ ନିକ୍‌ ଜୋନାସ

ମୁମ୍ବାଇ: ରିପୋର୍ଟ ଅନୁଯାୟୀ ଆମେରିକାନ୍‌ ଷ୍ଟାର୍‌ ତଥା ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସ୍ୱାମୀ ନିକ ଜୋନାସ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ନୂଆ ସୋ’ର ସୁଟିଂ କରୁଥିବା ସମୟରେ ସେ ଆହତ ହୋଇପଡ଼ିବା ବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ…

ସତ୍ୟନଗର ଶ୍ମଶାନରେ କାର୍ଯ୍ୟରତ ୭ କର୍ମୀ କରୋନା ସଂକ୍ରମିତ

ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି)ର ୭ ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବିଏମସିର ସୂଚନା ଅନୁଯାୟୀ, ସମ୍ପୃକ୍ତ ସାତଜଣ ସଂକ୍ରମିତ କର୍ମଚାରୀ ସତ୍ୟ ନଗର ଶ୍ମଶାନରେ ନିୟୋଜିତ ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ରବିବାର ଦିନ ପଜିଟିଭ୍…

କରୋନା ମୁକାବିଲା: ସିଏମ୍ ରିଲିଫ ଫଣ୍ଡ୍‌କୁ ୫୦ ଲକ୍ଷ ଟଙ୍କା ଦେଲେ ସୁପର୍‌ଷ୍ଟାର୍‌ ରଜନୀକାନ୍ତ

ମୁମ୍ବାଇ: କୋଭିଡ୍‌ ରୋଗୀଙ୍କ ଲାଗି ସହାୟତାର ହାତ ବଢାଇଲେ ସୁପରଷ୍ଟାର ରଜନୀକାନ୍ତ। ଏ ନେଇ ସୋମବାର ସେ ଚେନ୍ନାଇରେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କୁ ଭେଟିଥିଲେ। ଦେଶ କରୋନାଭାଇରସର ଦ୍ୱିତୀୟ ତରଙ୍ଗ ସହ ମୁକାବିଲା କରୁଥିବା ବେଳେ ସୁପରଷ୍ଟାର୍‌ ରଜନୀକାନ୍ତ ସିଏମ୍‌ ରିଲିଫ…

ଆସନ୍ତା ମାସରେ ଆମାଜନ ପ୍ରାଇମ୍‌ରେ ରିଲିଜ ହେବ ବିଦ୍ୟା ବାଲାନଙ୍କ ‘ଶେର୍‌ନୀ’

ମୁମ୍ବାଇ: ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିବ ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ଅଭିନୀତ ଚଳଚ୍ଚିତ୍ର 'ଶେର୍‌ନୀ'। ଏ ନେଇ  OTT ପ୍ଲାଟଫର୍ମ ପକ୍ଷରୁ ଆଜି ଘୋଷଣା କରାଯାଇଛି। ଫିଲ୍ମ ଜୁନ୍‌ରେ ରିଲିଜ କରିବ। ଫିଲ୍ମ ଶେର୍‌ନିର ନିର୍ଦ୍ଦେଶକ ହେଉଛନ୍ତି ଅମିତ ମାସୁକର। ଏଥିରେ…