Latest Odisha News

ଧିରେ ଧିରେ ଦୁନିଆ ଅନଲକ ହେଉଛି, ଭାରତ ପଛରେ ପଡିଯାଇଛି

ନୂଆଦିଲ୍ଲୀ: ଭାରତ ଏବେ କରୋନା ମହାମାରୀ କବଳରୁ ମୁକୁଳିବା ପାଇଁ ଯଥାସମ୍ଭବ ଉଦ୍ୟମ କରୁଛି । ବୋଧହୁଏ ଏଥିପାଇଁ ଆଉ କିଛି ଦିନ ଲାଗିଯିବ । ଅପରପକ୍ଷରେ ୟୁରୋପରେ ତାଣ୍ଡବ ରଚିଥିବା କରୋନା କିନ୍ତୁ ଚୁପଚାପ ହୋଇଗଲାଣି । ଧିରେ ଧିରେ ଦୁନିଆ ଅନଲକ ହେଉଥିବା ବେଳେ ଭାରତ କିନ୍ତୁ ପଛରେ ପଡିଯାଇଛି ।…

ଗାୟକ ଅଳଂକାର ଶ୍ୟାମସୁନ୍ଦର ତ୍ରିପାଠୀ

ବରିଷ୍ଠ ପାଲା ଗାୟକ ଶ୍ୟାମସୁନ୍ଦର ତ୍ରିପାଠୀ । ଜଣେ ପ୍ରତିଷ୍ଠିତ ମର୍ଯ୍ୟାଦାବନ୍ତ, ମିଷ୍ଟଭାଷୀ ଆଦର୍ଶ ପାଲା ଗାୟକ । ପାଲାର ମୌଳିକତାକୁ ବଜାୟ ରଖି ସେ ରାଜ୍ୟର କୋଣ ଅନୁକୋଣରେ ପାଲା ପରିବେଷଣ ଜାରି ରଖିଛନ୍ତି । ୧୯୫୬ ମସିହା ଜୁନ ୬ ତାରିଖରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ପୋଡ଼ାଡ଼ିହ…

ଭୁବନେଶ୍ବରରୁ ପୁଣି ରେକର୍ଡ ସଂଖ୍ୟକ ପଜିଟିଭ୍, ଚିହ୍ନଟ ହେଲେ ୧୩୫୩ ଆକ୍ରାନ୍ତ

ଭୁବନେଶ୍ବର : ସାରା ରାଜ୍ୟରେ ଏବେ ଚିନ୍ତା ବଢ଼ାଇଛି ମହାମାରୀ କରୋନା । କିନ୍ତୁ ସବୁଠୁ ଅଧିକ ଟେନସନ ଦେଉଛି ରାଜଧାନୀ ଭୁବନେଶ୍ବର । କାରଣ ହଟସ୍ପଟ ପାଲଟିଥିବା ରାଜଧାନୀ ଭୁବନେଶ୍ବରରୁ ଆଜି ପୁଣି ରେକର୍ଡ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୧୩୫୩…

କଙ୍ଗନାଙ୍କ ଉପରେ ରାଗିଗଲେ ଲାଲୁଙ୍କ ଝିଅ !

ପାଟନା: ରାଷ୍ଟ୍ରୀୟ ଜନତା ଦଳ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ବଲିଉଡ କୁଇନ କଙ୍ଗନା ରାନାୱତଙ୍କ ଭୀଷଣ ରାଗି ଯାଇଛନ୍ତି । ଏପରି କି ସେ ସୋସିଆଲ ସାଇଟରେ ତାଙ୍କୁ ପରୋକ୍ଷରେ ପାଗେଳୀ ଏବଂ ଅନ୍ଧ ବୋଲି କହିଛନ୍ତି । କଙ୍ଗନା ରାଜ୍ୟସଭା ଯିବା ପାଇଁ ସରକାରଙ୍କ ଦଲାଲି କରୁଛନ୍ତି ।…

ଲଦାଖରେ ଆଉ ସପ୍ତାହେ ବଢିଲା କରୋନା କର୍ଫ୍ୟୁ

ଲଦାଖ: କରୋନା ମହାମାରୀର ସଂକ୍ରମଣକୁ ରୋକିବା ଲାଗି ଲଦାଖରେ ଲାଗୁ ହୋଇଥିବା କର୍ଫ୍ୟୁକୁ ଆସନ୍ତା ସପ୍ତାହ ଅର୍ଥାତ୍‌ ମେ ୨୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ଅଧିକାରୀମାନେ ରବିବାର କହିଛନ୍ତି। ଅଧିକାରୀଙ୍କ ଅନୁଯାୟୀ ରବିବାର ସୁଦ୍ଧା ଲଦାଖର କରୋନା ପଜିଟିଭ କେସ୍‌ ୧୬,୩୩୩ ରହିଥିବା…

ଭୁବନେଶ୍ବରରେ ୫୦ ହଜାର ଟଙ୍କାରେ ଶିଶୁ ବିକ୍ରି

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ୫୦ ହଜାର ଟଙ୍କାରେ ଶିଶୁ ବିକ୍ରି । ବର୍ଷକର ଶିଶୁପୁତ୍ରକୁ କିଣିଥିବା ବ୍ୟକ୍ତିଙ୍କୁ ଗିରଫ କରିଛି ନୟାପଲ୍ଲୀ ପୋଲିସ । ଶିଶୁ ପୁତ୍ରକୁ କିଣିଥିବା ଶ୍ରୀନିବାସ ଜେନାକୁ ନୟାଗଡରୁ ଗିରଫ କରିଛି ପୋଲିସ । ଶିଶୁପୁତ୍ରଙ୍କ ମା ଅଭିଯୋଗ କରିବା ପରେ ଗିରଫ କଲା…

‘ବ୍ରୋକେନ୍ ବଟ୍‌ ବିୟୁଟିଫୁଲ୍‌ ୩’ର ଟ୍ରେଲର ରିଲିଜ

ନୂଆଦିଲ୍ଲୀ: 'ବ୍ରୋକେନ୍ ବଟ୍‌ ବିୟୁଟିଫୁଲ୍‌ ୩' ଟ୍ରେଲର ରିଲିଜ ହୋଇସାରିଛି। ଏହା ଏକ ୱେବ୍‌ ସିରିଜ୍‌। ଏଥିରେ ସିଦ୍ଧାର୍ଥ ଶୁକ୍ଲା ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ସିଦ୍ଧାର୍ଥଙ୍କ ପ୍ରଶଂସକ ମଧ୍ୟ ବେଶ୍‌ ଖୁସି ଥିବା ଜଣାପଡ଼ିଛି। ସିଦ୍ଧାର୍ଥ ଏଥିରେ ଅଗସ୍ତ୍ୟା ରାଓ ଭୂମିକାରେ…

ମା’ ସହ ନବଜାତ ଶିଶୁ ବି କରୋନା ପଜିଟିଭ

କନ୍ଧମାଳ: ଶନିବାର ଦିନ ଓଡ଼ିଶାର କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ବ୍ରାହ୍ମଣପଡା କମ୍ୟୁନିଟି ହେଲ୍ଥ ସେଣ୍ଟର୍‌ରେ ଜଣେ କରୋନା ସଂକ୍ରମିତ ମହିଳା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ଛକପଡ଼ା ବ୍ଲକ ଅନ୍ତର୍ଗତ ପାଣ୍ଡ୍ରିସୁନା ଗାଁର ଜଣେ ଗର୍ଭବତୀ ମହିଳାଙ୍କୁ ଶୁକ୍ରବାର ସକାଳେ କୋଭିଡ୍‌…

ହରିୟାଣାରେ ଆଉ ସପ୍ତାହେ ବଢିଲା ଲକ୍‌ଡାଉନ

ହରିୟାଣା: ହରିୟାଣାରେ ଆଉ ଏକ ସପ୍ତାହ ବଢିଲା ଲକ୍‌ଡାଉନ୍‌। ଏ ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହି ଲକ୍‌ଡାଉନ୍‌ ରାଜ୍ୟରେ ମେ ୨୪ ପର୍ଯ୍ୟନ୍ତ ଲାଗୁ ହେବ। ହରିୟାଣା ମନ୍ତ୍ରୀ ଅନିଲ ବିଜୟ ଟୁଇଟ୍ କରି କହିଛନ୍ତି, "ହରିୟାଣାରେ ଲକ୍‌ଡାଉନ୍‌କୁ ୧୭ ମେ ରୁ ୨୪ ମେ ପର୍ଯ୍ୟନ୍ତ ବୃଦ୍ଧି…

୧୦ ଦିନରେ ୯ ବର୍ଷରୁ କମ୍ ବୟସର ୧ହଜାର ପିଲା କରୋନା ସଂକ୍ରମିତ

ଡେରାଡୁନ୍: ଉତ୍ତରାଖଣ୍ଡରେ ଗତ ଦଶ ଦିନ ମଧ୍ୟରେ ୯ ବର୍ଷରୁ କମ୍ ବୟସର ପ୍ରାୟ ୧୦୦୦ ପିଲା କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେଥିରୁ କିଛି ପିଲାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।…