Latest Odisha News

BREAKING NEWS

ଅଖିମୁଠିରୁ ଆରମ୍ଭ ସଭ୍ୟତାର ସୂଚୀପତ୍ର

କୃଷି – ସେ ମାନବ ସମାଜର ସଂଚାଳକ ଶକ୍ତି । ଜୀଇଁବାର ପ୍ରତ୍ୟେକଟି ମୁହୂର୍ତ୍ତକୁ ଅନୁଭବ କରିବାର ମାଧ୍ୟମ ଏଇ କୃଷି । ସଭ୍ୟତାର ସୂଚୀପତ୍ର ଆଉ ଚିନ୍ତା ଓ ଚେତନାର ଉନ୍ମେଷକ । ଦିନରେ ଦି ଓଳିଖାଇବାର ସ୍ୱପ୍ନକୁ ଚରିତାର୍ଥ କରେ କୃଷି । ଆଉ ଏସବୁକୁ ନିଜ ହାତରେ ବାସ୍ତବତାର ରୂପ ଦିଏ ସେ ମାଟିର…

ଭାରତରେ କରୋନା ସ୍ଥିତି ଚିନ୍ତାଜନକ: ଡବ୍ଲ୍ୟୁଏଚଓ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ରେକର୍ଡ ଭାଙ୍ଗୁଥିବା ନଜର ଆସୁଛି। ଏପରିକି କ୍ରମାଗତ ଭାବେ ଦେଶରେ ତିନି ଲକ୍ଷରୁ ଅଧିକ ନୂଆ ପଜିଟିଭ ଚିହ୍ନଟ ହେଉଛନ୍ତି। ପରିସ୍ଥିତି ଏତେ ଖରାପ ହେଉଛି ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଚିନ୍ତା ପ୍ରକଟ କରିଛି। ଗଣମାଧ୍ୟମକୁ ସୂଚନା ଦେଇ…

ସାଇବର ଠକେଇ ନେଇ ହେଲ୍ପଲାଇନ ନଂ ଜାରି କଲେ ଡିସିପି

କଟକ: ସାଇବର ଠକେଇର ଶିକାର ହୋଇଥିବା ଲୋକମାନଙ୍କ ପାଇଁ ହେଲ୍ପଲାଇନ ନଂ ଜାରି କରିଛନ୍ତି କଟକ ଡିସିପି ପ୍ରତୀକ ସିଂ । ଫଳରେ ସେମାନେ ଏହି ନଂ ଯୋଗେ ନିଜ ଅଭିଯୋଗ ଦାଖଲ କରିପାରିବେ। ନଂ ହେଉଛି ପିଟି ଗଣେଶ- ୮୮୯୫୮୧୨୩୦୪ ଏବଂ ଅନିଲ ଦାଶ- ୭୩୨୮୦୭୭୧୪୪। ଏନେଇ ଡିସିପି କହିଛନ୍ତି ଯେ ଯଦି…

ଶବଦାହର କିଛି କ୍ଷଣ ପୂର୍ବରୁ ଜିଇଁ ଉଠିଲେ ୭୬ ବର୍ଷିୟା ବୃଦ୍ଧା

ବାରମତୀ: ୭୬ ବର୍ଷିୟା ଜଣେ କୋଭିଡ ପଜିଟିଭ ମହିଳା ଶବଦାହର କିଛି ମିନିଟ ପୂର୍ବରୁ ପୁଣି ଥରେ ଜିଇଁ ଉଠିଛନ୍ତି। ଏମିତି ଏକ ବିଚିତ୍ର ଘଟଣା ଘଟିଛି ବାରମତୀର ମୁଦାଲେ ଗ୍ରାମରେ। ବାରମତୀରେ ଉକ୍ତ ମହିଳାଙ୍କ ପରିବାର ସଦସ୍ୟମାନେ ତାଙ୍କର ଶେଷ ରୀତିନୀତି ପାଇଁ ପ୍ରସ୍ତୁତ ହେବାପରେ ତାଙ୍କୁ…

ଝାରସୁଗୁଡ଼ା ଉପକାରାଗାରରେ ୬୮ କଏଦୀ କରୋନା ସଂକ୍ରମିତ

ଝାରସୁଗୁଡ଼ା: ରାଜ୍ୟରେ ଗୋଟିଏ ପରେ ଗୋଟିଏ ଜେଲରେ ବ୍ୟାପିଲାଣି କରୋନା ସଂକ୍ରମଣ । ଝାରସୁଗୁଡ଼ା ଉପ-କାରାଗାରରେ ୬୮ ଜଣ କଏଦୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଠାରେ ମୋଟ୍ ୨୮୨ ଅନ୍ତେବାସୀଙ୍କ କରୋନା ଟେଷ୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୬୮ଟି ରିପୋର୍ଟ ପଜିଟିଭ୍ ଆସିଛି । କରୋନା…

ଆଜି ପୁରୀରେ ରଥ ନର୍ମାଣ ଅନୁକୂଳ, ଚନ୍ଦନଯାତ୍ରାରେ ଚାପ ଖେଳିବେ ମହାପ୍ରଭୁ

ପୁରୀ: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଜିଠୁ ଆରମ୍ଭ ହେଉଛି ମହାପ୍ରଭୁଙ୍କ ରଥଯାତ୍ରା ନୀତି । ଆଜି ରଥ ନିର୍ମାଣ ଅନୁକୂଳ ପରମ୍ପରା ରହିଛି । ଏବର୍ଷ କୋଭିଡ୍ କଟକଣା ଭିତରେ ବିନା ଭକ୍ତରେ ନିରାଡମ୍ବର ଭାବରେ ରଥ ଅନୁକୂଳ ହେବ । ଅଳ୍ପ ସେବାୟତଙ୍କୁ ନେଇ ରଥ ଅନୁକୂଳ ନୀତି ସଂପନ୍ନ କରାଯିବ ।…

ଇସ୍ରାଏଲ ରକେଟ୍‌ ଆକ୍ରମଣ; ଭାରତ ପହଞ୍ଚିଲା ସୋମ୍ୟା ସନ୍ତୋଷଙ୍କ ମରଶରୀର

କେରଳ: ଇସ୍ରାଏଲର ଆସ୍କେଲନ୍ ସହରରେ ହୋଇଥିବା ରକେଟ୍ ଆକ୍ରମଣରେ ପ୍ରାଣ ହରାଇଥିବା କେରଳର ୩୦ ବର୍ଷୀୟ ସୋମ୍ୟା ସନ୍ତୋଷଙ୍କ ମୃତଦେହ ଶନିବାର ସକାଳେ ନୂଆଦିଲ୍ଲୀରେ ପହଞ୍ଚିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି ମୁରଲୀଧରନ୍ ଏବଂ ଇସ୍ରାଏଲର ଡେପୁଟି ରାଷ୍ଟ୍ରଦୂତ ରୋନି ୟେଦିଦିଆ କ୍ଲିନ୍ ମୃତ…

ଓଡ଼ିଶାରରେ ବଢ଼ିବ କି ଲକଡାଉନ୍ ? ଆଜି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ ମୁଖ୍ୟ ସଚିବ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ସଂକ୍ରମଣ ୧୦ ହଜାର ତଳକୁ ଖସୁନି । ରାଜ୍ୟରେ ଲକଡାଉନ୍ ବଢ଼ିବା ନେଇ ଆରମ୍ଭ ହୋଇଚି ଚର୍ଚ୍ଚା । ଆଜି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବେ ମୁଖ୍ୟ ସଚିବ ସୁରେଶ ମହାପାତ୍ର । ଅପରାହ୍ଣ ସାଢ଼େ ୪ଟାରେ ପ୍ରେସମିଟରେ ମୁଖ୍ୟ ସଚିବ କଣ କହିବେ ତାଉପରେ…

କରୋନା ମୁକାବିଲା; ଆଜି ଉଚ୍ଚ ସ୍ତରୀୟ ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: କରୋନା ମୁକାବିଲା ଏବଂ ଟିକାକରଣ ଅଭିଯାନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଏକ ଉଚ୍ଚ ସ୍ତରୀୟ ବୈଠକ କରିବେ। ଏହି ବୈଠକ ସକାଳ ୧୧ ଟାରୁ ଆରମ୍ଭ ହେବ। କରୋନା ମାମଲା ବୃଦ୍ଧିକୁ ଦେଖି ଏହାପୂର୍ବରୁ ବୁଧବାର ଦିନ ଅକ୍ସିଜେନ ଏବଂ ଔଷଧର ଉପଲବ୍ଧତା ତଥା ଯୋଗାଣର…

ପବିତ୍ର ଅକ୍ଷୟ ତୃତୀୟା: ଅଖି ମୁଠି ଅନୁକୂଳ କଲା ଚାଷୀ

ଭୁବନେଶ୍ୱର: ଆଜି ପବିତ୍ର ଅକ୍ଷୟ ତୃତୀୟ । ଚାଷୀ ଭାଇଙ୍କ ପାଇଁ ଏକ ବଡ଼ ଦିନ । ଆଜିର ଦିନରେ ଚାଷ ଅନୁକୂଳ କରିଥାଏ ଚଷା ପୁଅ । ପରମ୍ପରା ଅନୁସାରେ ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଛି ଅଖି ମୁଠି ଅନୁକୂଳ । ସକାଳୁ ସକାଳୁ ଗାଧୋଇ ନୂଆ ବସ୍ତ୍ର ପିନ୍ଧି ଧାନ ନେଇ ଚାଷ ଜମିକୁ ଯାଇ ଥାଆନ୍ତି ଚାଷୀ ଭାଇ…