Latest Odisha News

BREAKING NEWS

ଓଡ଼ିଶାରେ ୬ ଲକ୍ଷ ଟପିଲା କରୋନା କେସ୍: ୨୪ ଘଣ୍ଟାରେ ଆଉ ୧୧, ୮୦୫ ପଜିଟିଭ୍

ଭୁବନେଶ୍ୱର: କେବେ ବଢୁଛି, ପୁଣି କେବେ ଖସୁଛି । ରାଜ୍ୟରେ କରୋନା ସଂକ୍ରମଣ ପ୍ଲାଟ୍ୟୁ ସ୍ଥିତିରେ ରହିଛି । ଗତକାଲି ଅପେକ୍ଷା ଆଜି ରାଜ୍ୟରେ କମିଛି ଦୈନିକ ସଂକ୍ରମଣ । ଆଜି ଚିହ୍ନଟ ହୋଇଛନ୍ତି ୧୧ହଜାର ୮୦୫ ସଂକ୍ରମିତ । ଗତକାଲି ଅପେକ୍ଷା ୫୮୫ଟି କମ୍ । ଗତକାଲ ରାଜ୍ୟରୁ ଚିହ୍ନଟ ହୋଇଥିଲେ…

ବାଲେଶ୍ୱରରେ ପୋଲ ତଳକୁ ଖସିଲା କାର୍, ୩ ମୃତ ଓ ୨ ଗୁରୁତର

ବାଲେଶ୍ୱର: ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା କାର୍ । ଦୁର୍ଘଟଣାରେ ୩ ଜମଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ୧୬ ନମ୍ୱର ଜାତୀୟ ରାଜପଥର ଶିଳ୍ପାଞ୍ଚଳ ଥାନାର ବିର୍ଲା ଟାୟା ନିକଟରେ ଏହି ଦୁର୍ଘଟଣା ଘଟିଛି । ୨ ଗୁରୁତରଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୧୫-୫-୨୦୨୧ ଶନିବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ମଇ ତା ୧୫ ରିଖ ଶନିବାର ବୃଷ ୧ ଦିନ ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥି ମୃଗଶିରା ନକ୍ଷତ୍ର ମିଥୁନ ଚନ୍ଦ୍ର ଘାତ ବାର-: ବୃଷ ସିଂହ ଓ କନ୍ୟା ରାଶିର ଘାତ ଚନ୍ଦ୍ର-: କନ୍ୟା ରାଶି ପୁରୁଷ ବିଛା ରାଶି…

ଅଲାରନାଥଙ୍କ ଚନ୍ଦନ ଯାତ୍ରା ପାଇଁ ଲାଗୁ ହେଲା ୧୪୪ ଧାରା

ବ୍ରହ୍ମଗିରି : ଆସନ୍ତାକାଲି ଚନ୍ଦନଯାତ୍ରା । ଚାପ ଖେଳିବେ ମହାପ୍ରଭୁ । ଚନ୍ଦନଯାତ୍ରା ପାଇଁ ପୁରୀରେ କଟକଣା ଲଗାଯାଇଛି । ସେହିପରି ବ୍ରହ୍ମଗିରିର ଅଲାରନାଥଙ୍କ ଚନ୍ଦନ ଯାତ୍ରା ପାଇଁ ମଧ୍ୟ ଲାଗିଛି କଟକଣା । ଆସନ୍ତାକାଲି ଅଲାରନାଥଙ୍କ ଚନ୍ଦନଯାତ୍ରା ଥିବାରୁ ୧୪୪ ଧାରା ଲଗାଯାଇଛି । ମନ୍ଦିର ସହ…

ଅନ୍ତରୀକ୍ଷରେ ଫିଲ୍ମ ସୁଟିଂ କରିବ ଋଷିଆ

ଭୁବନେଶ୍ୱର: ଅବିଶ୍ୱାସ ଲାଗୁଥିଲେ ବି ସତ । ଅନ୍ତରୀକ୍ଷରେ ଫିଲ୍ମ ସୁଟିଂ କରିବ ଋଷିଆ । ଏଥିପାଇଁ ଜଣେ ଅଭିନେତ୍ରୀ ଓ ଜଣେ ନିର୍ଦ୍ଦେଶକଙ୍କୁ ଅକ୍ଟୋବର ମାସରେ ଇଣ୍ଟରନ୍ୟାସନାଲ ସ୍ପେଶ୍ ଷ୍ଟେସନ୍‌କୁ(ଆଇଏସ୍‌ଏସ୍‌) ପଠାଯିବାର ଯୋଜନା ରହିଛି । ଚଳିତବର୍ଷ ଅକ୍ଟୋବର ୫ତାରିଖରେ ୩୬ ବର୍ଷୀୟ…

ଗୁଜବସୃଷ୍ଟିକାରୀ ଆଜି ବଂଚି ଥାଉ ଥାଉ ପରେଶ ରାୱଲଙ୍କୁ ମାରିଦେଲେ

ମୁମ୍ବାଇ: ସୋସିଆଲ ସାଇଟରେ ଗୁଜବସୃଷ୍ଟିକାରୀ ବଂଚି ବଂଚି ଥାଉ ଥାଉ ଅନେକ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ମିଛରେ ମାରିଦେଉଛନ୍ତି । ଆଜି ବଲିଉଡ ଅଭିନେତା ପରେଶ ରାୱଲଙ୍କ ନାମରେ ଏ ଭଳି ଗୁଜବ ସୃଷ୍ଟି ହୋଇଥିଲା । ତେବେ ସେ ସୁସ୍ଥ ଅଛନ୍ତି ଏବଂ ଏହା ସମ୍ପୂର୍ଣ୍ଣ ଭାବେ ମିଥ୍ୟା ବୋଲି ଜଣାପଡିଛି ।…

ଚିନ୍ତା ବଢ଼ାଉଛି ଟିକା ସଙ୍କଟ, କାଲି ୧୦ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ

ଭୁବନେଶ୍ବର : ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ । ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବଢ଼ିବା ସହ ଗୋଟିଏ ପରେ ଗୋଟିଏ ଜୀବନ ନେଉଛି ମହାମାରୀ । ଏଭଳି ସ୍ଥିତିରେ ସଂକ୍ରମଣକୁ ରୋକିବା ପାଇଁ ଟିକାକରଣକୁ ବ୍ୟାପକ କରାଯାଇଛି । ହେଲେ ଟିକା ସଙ୍କଟ ଟିକାକରଣରେ ସାଜିଛି ବାଧକ ।…

କେରଳରେ ମେ’ ୨୩ ପର୍ଯ୍ୟନ୍ତ ବଢ଼ିଲା ଲକ୍‌ଡାଉନ୍‌

କେରଳ : ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେରଳରେ ବଢ଼ିଲା ଲକଡାଉନ୍ । ମେ ୮ ତାରିଖରୁ ଲାଗୁ ହୋଇଥିବା ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଅବଧିକୁ ମେ ୨୩ ତାରିଖ ପର୍ଯ୍ୟନ୍ତ ବଢ଼ାଇଛନ୍ତି ରାଜ୍ୟ ସରକାର । କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍‌ ଏନେଇ ଘୋଷଣା କରିଛନ୍ତି । ସେହିପରି ୪…

ବିରୋଧୀ ଦଳଙ୍କ ଭର୍ଚୁଆଲ ବୈଠକକୁ ଉପରାଷ୍ଟ୍ରପତି, ଲୋକସଭା ବାଚସ୍ପତିଙ୍କ ନାଁ

ନୂଆଦିଲ୍ଲୀ: ବିରୋଧୀ ଦଳଙ୍କ ଭର୍ଚୁଆଲ ସଂସଦୀୟ କମିଟି ବୈଠକକୁ ଶୁକ୍ରବାର ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁ ଓ ଲୋକସଭା ବାଚସ୍ପତି ଓମ ବିର୍ଲା ମନା କରି ଦେଇଛନ୍ତି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କୁ ସମର୍ଥନ କରୁଥିବା ଦଳକୁ ନେଇ ଏହାକୁ ଆୟୋଜନ କରିବା ପାଇଁ…

ମହାମାରୀ ସମୟରେ ଜିଓ ଆଣିଲା ନୂଆ ଅଫର

ମୁମ୍ବାଇ : କୋଭିଡ ଭଳି ମହାମାରୀ ସମୟରେ ଜିଓର ନୂଆ ପଦକ୍ଷେପ । ମହାମାରୀ ସମୟରେ ଜିଓ ଫୋନ୍ ବ୍ୟବହାରକାରୀଙ୍କ ସହ ଯୋଗାଯୋଗ ରଖିବା ପାଇଁ ଦୁଇଟି ସ୍ବତନ୍ତ୍ର ପଦକ୍ଷେପ ନେଇଛି ଜିଓ । ଯେଉଁମାନେ ଏହି ମହାମାରୀ ସମୟରେ ରିଚାର୍ଜ କରିବାକୁ ସକ୍ଷମ ହେଉନାହାନ୍ତି, ସେମାନଙ୍କୁ ପ୍ରତି ମାସ ବିନା…