ବିଶ୍ୱାସମତ ହାରିବା ୩ ଦିନ ପରେ ପୁନର୍ବାର ପ୍ରଧାନମନ୍ତ୍ରୀ ହେଲେ କେପି ଶର୍ମା ଓଲୀ
କାଠମାଣ୍ଡୁ: ନେପାଳର ରାଜନୈତିକ ଅସ୍ଥିରତା ଲଗି ରହିଥିବା ବେଳେ ଅନେକ ଥର ନୂଆ ଡ୍ରାମା ଦେଖିବାକୁ ମିଳୁଛି । ୩ ଦିନ ତଳେ ବିଶ୍ୱାସବତ ହାରିବା ପରେ କେପି ଶର୍ମା ଓଲୀ ପୁନର୍ବାର ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି । ନେପାଳ ସମ୍ବିଧାନ ଧାରା ୭୬(୩) ଅନୁସାରେ ଏହି ନିଷ୍ପତି…