Latest Odisha News

BREAKING NEWS

ଗୋଟିଏ ଫୁସ୍‌ଫୁସ୍‌ ସତ୍ତ୍ୱେ କରୋନାଠୁ ଜିତିଗଲେ ମହିଳା

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଜଣେ ନର୍ସ କେବଳ ଗୋଟିଏ ଫୁସଫୁସ ସତ୍ତ୍ୱେ କରୋନା ସହ ସଫଳ ମୁକାବିଲା କରି ଏଥରୁ ରକ୍ଷା ପାଇପାରିଛନ୍ତି। କେବଳ ୧୪ ଦିନ ମଧ୍ୟରେ ସେ ସୁସ୍ଥ ହୋଇଛନ୍ତି। ମଧ୍ୟପ୍ରଦେଶର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୩୯ ବର୍ଷୀୟ ଏହି ନର୍ସ ଜଣକ ପିଲାଦିନେ ଗୋଟିଏ ଫୁସଫୁସ…

ରିଲିଜର କିଛି ସମୟ ପରେ ଇଂଟରନେଟରେ ଲିକ୍ ହେଲା ସଲମାନଙ୍କ ରାଧେ:ୟୋର ମୋଷ୍ଟ ୱାଟେଂଡ ଭାଇ

ମୁମ୍ବାଇ: ସଲମାନ ଖାଁ ଅଭିନୀତ ରାଧେ: ୟୋର ମୋଷ୍ଟ ୱାଟେଂଡ ଭାଇ ଆଜି ଓଟିଟି-ଡିଟିଏଚରେ ପେ ପର ଭ୍ୟୁ ସର୍ଭିସ ଅନ୍ତର୍ଗତ ରିଲିଜ ହୋଇଛି । ମାତ୍ର ଏହା ରିଲିଜ ହେବାର କିଛି ସମୟ ମଧ୍ୟରେ ଇଂଟରନେଟରେ ଏହା ଲିକ୍ ହୋଇ ଯାଇଥିଲା । ଫଳରେ ଅନେକ ଏହାକୁ ମାଗଣା ଦେଖିବା ଫାଇଦା ଉଠାଇଥିଲେ । ଜି…

କୋଭିଶିଲ୍ଡ ଡୋଜ୍ ମଧ୍ୟରେ ବ୍ୟବଧାନ ୧୨ରୁ ୧୬ ସପ୍ତାହ ବୃଦ୍ଧିକୁ କେନ୍ଦ୍ରର ଅନୁମୋଦନ

ନୂଆଦିଲ୍ଲୀ: କୋଭିଶିଲ୍ଡ ଡୋଜ୍ ମଧ୍ୟରେ ବଢିଲା ବ୍ୟବଧାନ । କୋଭିଶିଲ୍ଡ ଟିକା ର ପ୍ରଥମ ଏବଂ ଦ୍ୱିତୀୟ ଡୋଜ ମଧ୍ୟରେ ବ୍ୟବଧାନକୁ ୧୨ରୁ ୧୬ ସପ୍ତାହକୁ ବୃଦ୍ଧି କରିବାକୁ କେନ୍ଦ୍ର ଗୁରୁବାର ଅନୁମୋଦନ କରିଛି। ଏନେଇ ନୀତି ଆୟୋଗ ସଦସ୍ୟ ଭିକେ ପଲ୍‌ କେନ୍ଦ୍ର ସରକାରଙ୍କୁ ସୁପାରିସ୍ କରିଥିଲେ ।…

ଆସନ୍ତା ସପ୍ତାହରୁ ଭାରତୀୟ ବଜାରରେ ମିଳିବ ସ୍ପୁଟ୍‌ନିକ ଭି ଟିକା

ନୂଆଦିଲ୍ଲୀ: ରୁଷିଆ ଟିକା ସ୍ପୁଟ୍‌ନିକ ଭି କୋଭିଡ୍ ଟିକା ଭାରତରେ ପହଞ୍ଚିସାରିଛି। ଆସନ୍ତା ସପ୍ତାହରୁ ଏହା ବଜାରରେ ଉପଲବ୍ଧ ହେବ ବୋଲି ଏନଆଇଟିଆଇ ଆୟୋଗ ସଦସ୍ୟ ଡ. ଭି.କେ ପଲ୍‌ କହିଛନ୍ତି। ସ୍ପୁଟ୍‌ନିକ ଭିର  ପ୍ରଥମ ବ୍ୟାଚ୍ ଭାରତରେ ପହଞ୍ଚିସାରିଛି ଏବଂ ବଳକା ଡୋଜ୍‌ ଖୁବ୍‌ ଶୀଘ୍ର ଭାରତ…

ଟେଲି ସୋ’ ‘ଅନୁପମା’ର ରେକର୍ଡ ଭାଙ୍ଗିଲା ‘ଗୁମ୍‌ ହେ ‌କିସି ‌କେ ପ୍ୟାର୍‌ ମୈ’

ମୁମ୍ବାଇ: ଷ୍ଟାର୍‌ ପ୍ଲସ୍‌ରେ ପ୍ରସାରିତ ଲୋକପ୍ରିୟ ଟେଲି ସୋ 'ଗୁମ୍‌ ହେ ‌କିସି ‌କେ ପ୍ୟାର୍‌ ମୈ' ଦର୍ଶକ ମନୋରଞ୍ଜନ ତାଲିକାରେ ପ୍ରଥମ ସ୍ଥାନରେ ରହିଛି। ଷ୍ଟ‌ାର୍‌ ପ୍ଲସ୍‌ରେ ପ୍ରସାରିତ ହିଟ୍ ସୋ 'ଅନୁପମା'କୁ ପଛରେ ପକାଇ ରେଟିଂ ଚାର୍ଟରେ ଶୀର୍ଷ ସ୍ଥାନ ଅଧିକାର କରିଛି 'ଗୁମ୍‌ ହେ…

“ଆତ୍ମନିର୍ଭର ବର” ନିଜ ବିବାହରେ ସାଜିଲା ବ୍ୟାଣ୍ଡବାଲା

ଭୁବନେଶ୍ୱର: ବ୍ୟାଣ୍ଡବାଜା ବିନା ବାହାଘର ଅଧୁରା । କରୋନା ମହାମାରୀ ସମୟରେ ଧୁମ୍‌ଧାମ୍‌ରେ ବିବାହ ବି ଏକ ସ୍ୱପ୍ନ କିମ୍ବା କଳ୍ପନା ସଦୃଶ । ଅନେକ ଲୋକ ବିବାହକୁ ସ୍ଥଗିତ ରଖିଥିଲାବେଳେ କିଛି କୋର୍ଟ ମ୍ୟାରେଜ ଓ ଭର୍ଚୁଆଲ୍ ମ୍ୟାରେଜକୁ ବାଧ୍ୟ ହୋଇ ଚୟନ କରୁଛନ୍ତି । ଏପରିକି କିଛି ଲୋକ ପିପିଇ…

ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଟେଲି ଆକ୍ଟର ରାଜୀବ ପଲ୍‌

ନୂଆଦିଲ୍ଲୀ: ଗତ ସପ୍ତାହରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଟେଲି ଆକ୍ଟର ରାଜୀବ ପଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ନଆସିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ୫୦ ବର୍ଷୀୟ ଅଭିନେତା ରାଜୀବ ମେ ୭ରେ…

କରୋନାକୁ ପରାସ୍ତ କଲେ ୯୮ ବର୍ଷୀୟା ବୃଦ୍ଧା

ଭୁବନେଶ୍ୱର: ପରିଣତ ବୟସ ଓ ଦୃଢ ମନୋବଳ ଆଗରେ ହାର ମାନିଲା କରୋନା ସଂକ୍ରମଣ । କେଭିଡ୍‌-୧୯ର ଦ୍ୱିତୀୟ ଲହରକୁ ଚିରି ବିଜୟୀ ହୋଇଛନ୍ତି ଜଣେ ୯୮ ବର୍ଷୀୟା ବୃଦ୍ଧା । କରୋନାରେ ସଂକ୍ରମିତ ହୋଇ ଏହି ବୃଦ୍ଧା ଜଣକ ଭୁବନେଶ୍ୱର ସ୍ଥିତ ସମ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଅନ୍ନପୂର୍ଣ୍ଣା…

ବିହାରରେ ଆସନ୍ତା ୨୫ ଯାଏ ପୁଣି ବଢିଲା ଲକ୍‌ଡାଉନ

ପାଟନା: କରୋନା ମହାମାରୀ ସଙ୍କଟ ମଧ୍ୟରେ ବିହାର ସରକାର ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ନେଇ ଘୋଷଣା କରିଛନ୍ତି। ଏ ନେଇ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ଆଜି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଲକ୍‌ଡାଉନ୍‌ ନିଷ୍ପତ୍ତି ନେଇ ଘୋଷଣା କରିଛନ୍ତି।…

ଘାରିଲା କରୋନା ଭୟ, ଆତ୍ମସମର୍ପଣ କଲେ ମାଓ ଦମ୍ପତ୍ତି

ମାଲକାନଗିରି: କରୋନା ଚଡକରେ ଭୟଭୀତ ଲାଲ ସେନା । କେତେବେଳେ ଭାକ୍ସିନ୍ ଲୁଟୁଛି ତ ପୁଣି କେତେବେଳେ ଯବାନଙ୍କ ରକ୍ତରେ ଖେଳୁଛି ଖୁନୀ ଖେଳ । ହେଲେ ଏହି ଧାରାରେ ଏକ ଚକିତକର ଘଟଣା ସାମ୍ନାକୁ ଆସିଛି । ଲାଲ ସେନାରେ ସାମିଲ ହୋଇ ବିପ୍ଳବୀ ସାଜିଥିବା ଏକ ମାଓ ଦମ୍ପତ୍ତି ଆତ୍ମ ସମର୍ପଣ କରିଛନ୍ତି ।…