Latest Odisha News

BREAKING NEWS

ଅଧିକ ପଜିଟିଭିଟି ହାର ଥିବା ରାଜ୍ୟମାନଙ୍କରେ ଲକ୍‌ଡାଉନ ହେବା ଉଚିତ; ଆଇସିଏମ୍‌ଆର ମୁଖ୍ୟ

ନୂଆଦିଲ୍ଲୀ: ଅଧିକ ପଜିଟିଭିଟି ହାର ଥିବା ସମସ୍ତ ରାଜ୍ୟମାନଙ୍କରେ ଲକ୍‌ଡାଉନ ଲାଗୁ ହେବା ଉଚିତ। ଏ ନେଇ ଆଇସିଏମ୍‌ଆରର ମୁଖ୍ୟ ଡା. ବଳରାମ ଭାର୍ଗଭ କହିଛନ୍ତି। ବହୁ ସଂଖ୍ୟକ ସଂକ୍ରମଣ ରିପୋର୍ଟ ଆସୁଥିବା ଜିଲ୍ଲାଗୁଡିକରେ ଏହି ଭୂତାଣୁ ବିସ୍ତାରକୁ ନିୟନ୍ତ୍ରଣ କରିବା ପାଇଁ ଆଉ ୬ରୁ ୮ ସପ୍ତାହ…

ରାଜସ୍ଥାନରେ କରୋନାର ୟୁକେ ଷ୍ଟ୍ରେନ !

ଜୟପୁର: ରାଜସ୍ଥାନର କରୋନାର ଦ୍ୱିତୀୟ ଲହରୀ ମାରାତ୍ମକ ସାବ୍ୟସ୍ତ ହେଇଛି । ଜିନୋମ ସିକ୍ୱେସିଙ୍ଗ ରିପୋର୍ଟ ଅନୁସାରେ ରାଜସ୍ଥାନରେ କରୋନାର ୟୁକେ ଷ୍ଟ୍ରେନ ମିଳିଛି । ଏହି କାରଣ ଯୋଗୁ ଦ୍ରୁତ ଗତିରେ ଏହା ବ୍ୟାପିବାରେ ଲାଗିଛି । ଏହି ଷ୍ଟ୍ରେନ ଦ୍ରୁତ ଗତିରେ ବ୍ୟାପିଥାଏ । ସ୍ୱାସ୍ଥ୍ୟ ମନ୍ତ୍ରୀ…

ସୁପ୍ରିମକୋର୍ଟ ଜଜ୍ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ କରୋନା ପଜିଟିଭ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଜଜ୍ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କୋର୍ଟର ଅନ୍ୟ ଜଣେ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ଏବେ ସୁସ୍ଥ ଅଛନ୍ତି। ତଥାପି ବିଚାରପତିଙ୍କ ନେତୃତ୍ୱରେ…

ଅନ୍‌ଲାଇନ୍ ଅଛନ୍ତି ପପୁ ପମ୍‌ପମ୍ !

ଭୁବନେଶ୍ୱର: ଓଡିଶାର ଅନନ୍ୟ ହାସ୍ୟ ଅଭିନେତା ପପୁ ପମ୍‌ପମ୍ । ପ୍ରକୃତ ନାଁ ତତ୍ତ୍ୱପ୍ରକାଶ ଶତପଥୀ । ଖାସ କରି ଇନଷ୍ଟାଣ୍ଟ କମେଡି ପାଇଁ ଏହି ଅଭିନେତା ଜଣକ ବେଶ ଜଣାଶୁଣା । ଓଡିଶାରେ ଆଜି ପର୍ଯ୍ୟନ୍ତ କମେଡି ମାମଲାରେ ପପୁଙ୍କୁ ଟକ୍କର ଦେବାକୁ ବୋଧ ହୁଏ କେହି ସମର୍ଥ ହୋଇଥିବେ । ନିଜ…

ପାରାଦ୍ଵୀପରେ ଆମ୍ବୁଲାନ୍ସ ସେବା

ପାରାଦ୍ଵୀପ:ବର୍ତ୍ତମାନ ରାଜ୍ୟରେ କରୋନା ସ୍ଥିତି ସଙ୍କଟ ଜଣକ ରହିଛି । ଦିନକୁ ଦିନ ସ୍ଥିତି ବିଗିଦିବାରେ ଲାଗିଛି । ପାରାଦ୍ଵୀପ ଓ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ଏହାର ପ୍ରଭାବ ପଡିବା ସହିତ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏ ନେଇ ପାରାଦ୍ଵୀପ-ଏରସମା ଇଣ୍ଡଷ୍ଟ୍ରିଆଲ ଓ୍ବାର୍କର୍ସ…

ମିଲାଗ୍ରୋର ପ୍ରତିଷ୍ଠାତା ରାଜୀବ କରୱାଲଙ୍କ ପରଲୋକ

ନୂଆଦିଲ୍ଲୀ: ମିଲାଗ୍ରୋ ରୋବଟ୍ସର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ରାଜୀବ କରୱାଲଙ୍କ ପରଲୋକ। କରୋନାରେ ରାଜୀବଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପ୍ରାୟ ଏକ ସପ୍ତାହ ଭେଣ୍ଟିଲେଟରରେ ରହିବା ପରେ ବୁଧବାର ସକାଳେ ରାଜୀବଙ୍କ ଦେହାନ୍ତ ହୋଇଛି। ଭାରତୀୟ ଇଲେକ୍ଟ୍ରୋନିକ୍ସ ଏବଂ…

ଟିମ୍ ଇଣ୍ଡିଆକୁ ବିସିସିଆଇର କଡ଼ା ଚେତାବନୀ

ଦିଲ୍ଲୀ:ଟିମ୍ ଇଣ୍ଡିଆକୁ ବିସିସିଆଇର କଡ଼ା ଚେତାବନୀ । ଯଦି କରୋନା ପଜିଟିଭ ବାହାରିବ ତେବେ ଜୁନ୍ ୨ରେ ଥିବା ଇଂଲଣ୍ଡ ଗସ୍ତରୁ ବିଦା ହୋଇଯିବ । ଦିନକୁ ଦିନ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ସବୁଥିରେ ଲାଗିଛି ରୋକ୍ । ଆଉ ଏନେଇ ବିସିସିଆଇ ପକ୍ଷରୁ ମଧ୍ୟ କଡା ପଦକ୍ଷେପ ନିଆଯାଇଛି । ଖେଳାଳି…

କରୋନାରେ ପୂର୍ବତନ ଟେବୁଲ୍ ଟେନିସ୍ ଚାମ୍ପିଅନ୍ ଭି ଚନ୍ଦ୍ରଶେଖରଙ୍କ ପରଲୋକ

ଚେନ୍ନାଇ: ଜାତୀୟ ଟେବୁଲ୍ ଟେନିସ୍ ଚାମ୍ପିଅନ୍ ତଥା ପୂର୍ବତନ ଅନ୍ତର୍ଜାତୀୟ ପ୍ୟାଡଲର ଭି ଚନ୍ଦ୍ରଶେଖରଙ୍କ କରୋନାରେ ଦେହାନ୍ତ ହୋଇଛି। ସେ ୩ଥର ଜାତୀୟ ଟେବୁଲ୍ ଟେନିସ୍ ଚାମ୍ପିଅନ୍ ହୋଇଥିଲେ। ସେ କରୋନା ସଂକ୍ରମିତ ହେବା ପରେ ଏବଂ ତାଙ୍କୁ ସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।…

୨୦ ଦିନରେ ୩୪ ଅଧ୍ୟାପକ ମୃତ

ଜୟପୁର: ଦିନକୁ ଦିନ ସଂକ୍ରମଣ ଚିନ୍ତା ବଢ଼ାଉଛି । କରୋନାର ମାରାତ୍ମକ ଦ୍ୱିତୀୟ ଲହର ଦେଶରେ ଆତଙ୍କ ସୃଷ୍ଟି କରିଛି । ପ୍ରତିଦିନ ଅନେକ ଲୋକଙ୍କ ମୃତ୍ୟୁ ହେଉଥିବା ବେଳେ ଦାହ ସଂସ୍କାର ପାଇଁ ଜାଗାର ଅଭାବ ରହିଛି । ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି । ଉତ୍ତରପ୍ରଦେଶର ଆଲିଗଡ ମୁସଲିମ…

ସରକାରୀ ମହିଳା ମହାବିଦ୍ୟାଳୟ ପାଲଟିଲା କୋଭିଡ୍ କେୟାର ସେଣ୍ଟର

ପୁରୀ: ଆଜିଠୁ ପୁରୀ ବାସିନ୍ଦାଙ୍କୁ ମିଳିବ ନୂତନ ଭାବେ ପ୍ରସ୍ତୁତ ହୋଇଥିବା କୋଭିଡ୍ କେୟାର ସେଣ୍ଟରରେ ସେବାସୁବିଧା । ସରକାରୀ ମହିଳା ମହାବିଦ୍ୟାଳୟ ପରିସରରେ ୧୨୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର୍ ଉଦଘାଟିତ ହୋଇଯାଇଛି । ୪୦ଟି ବି-ଟାଇପ୍ ଅକ୍ସିିଜେନ୍ ଓ ଅକ୍ସିଜେନ୍…