ପାକ୍-ବାଂଲା କ୍ରିକେଟ ସିରିଜ: ଯାଉ ଯାଉ ନାଟ ଲଗାଇଲାଣି ପାକିସ୍ତାନ
ଢ଼ାକା: ଟି୨୦ ବିଶ୍ୱକପ କ୍ରିକେଟ ପରେ ପାକିସ୍ତାନ ଟିମ ବାଂଲାଦେଶ ଗସ୍ତରେ ଯାଇଛି । ତେବେ ଏଠାରେ ସିରିଜ ଆରମ୍ଭ ହେବା ପୂର୍ବରୁ ପାକିସ୍ତାନ ଖେଳାଳିମାନେ ଜାତୀୟ ପତାକା ଲଗାଇ ଅଭ୍ୟାସ କରିବା ଯୋଗୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । କୋଚ ସାକଲେନ ମୁସ୍ତାକ ଖେଳାଳିମାନଙ୍କ ମନୋବଳ ବଢ଼ାଇବା…