ଦିଲ୍ଲୀ ସରୋଜ ହସ୍ପିଟାଲ୍ର ୮୦ ଜଣ ଡାକ୍ତର କରୋନା ପଜିଟିଭ
ନୂଆଦିଲ୍ଲୀ: ଦିଲ୍ଲୀର ସରୋଜ ହସ୍ପିଟାଲରେ ୮୦ ଜଣ ଡାକ୍ତରଙ୍କୁ କରୋନା। ଏହାସହିତ ଜଣେ ବରିଷ୍ଠ ସର୍ଜନ ଡା. ଏ.କେ ରାୱତ ମଧ୍ୟ କରୋନାରେ ପ୍ରାଣ ହରାଇଥିବା ସୂଚନା ମିଳିଛି। ଏହାସତ୍ତ୍ବେ ବି ଡାକ୍ତରଖାନାରେ ରୋଗୀଙ୍କ ଚିକିତ୍ସା ଜାରି ରହିଥିବା ଜଣାପଡ଼ିଛି।
କରୋନାରେ ଆକ୍ରାନ୍ତ ହୋଇଥିବା…